ଆମେରିକା ଯାହା ମନା କଲା, ଭାରତ ଠିକ ସେଇଆ ହିଁ କଲା…. ସାରା ଦୁନିଆ ଆଶ୍ଚର୍ଯ୍ୟ

ଭାରତ କୁ ସିଧା ଭାବେ ଧମକ ଦେଇଛି ଆମେରିକା । ଆମେରିକା କହିବା ଅନୁସାରେ ଭାରତ ରୁଷ ଠାରୁ ତେଲ କିଣିବା ମାନେ ହେଉଛି କି ସେ ରୁଷ କୁ ସମର୍ଥନ କରୁଛି । ଏହାର ଉତ୍ତର ରେ ଭାରତ କିଛି କହିନୀ ମାତ୍ର ଏହା ମଧ୍ୟ ସତ୍ୟ ଅଟେ କି ଭାରତ ରୁଷ ସହ ମିସିନି । ଭାରତ ଓ ରୁଷ ର ସମ୍ପର୍କ ଖୁବ ଭଲ ଥିବା ବେଳେ ଆମେରିକା କହିଛି କି ଏହା ଦ୍ଵାରା ଭାରତ ଆଉ କାହା ସହ ନ ମିସିସ୍କି ସିଧା ସଳଖ ଯୁଧ୍ୟ ପାଇଁ ପ୍ରସ୍ତୁତ ହେଉଛି ।

ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଭାରତ କାହା ସହ ମିସିକି ଯୁଧ୍ୟ କରିବା ପାଇଁ ଇଛା କରୁନି । କାରଣ ସେହି ଭଳି ଥିଲେ ସେ କେବେହେଲେ ସୂତ୍ରରୁ ମିଳି ଥିବା ଅକଥା ଅନୁସାରେ ୟୁକ୍ରେନ କୁ ମେଡିକାଲ ସାହାଜ୍ଯ ପଠାଇ ନଥାନ୍ତା କି ରୁଷ କୁ ବାର ବାର ଯୁଧ୍ୟ ବନ୍ଦ କରି କୂଟନୀତି ଦ୍ଵାରା ସମାଧାନ ର କଥା କହି ନଥାନ୍ତା ।

ମାତ୍ର ଆମେରିକା ଏହି ଜାଗାରେ ଦୁଇ ପ୍ରକାର କଥା କହିଲା ଭଳି ଜଣା ପଡି ଯାଉଛି ଆସନ୍ତୁ ଜାଣିବା କିଭଳି । ଆମେରିକା କହିବା ଅନୁସାରେ ଆମେ ଯଦି ଦେଖିବା ତ ଭାରତ ନିଜ ଦରକାରୀ ପାଇଁ ତେଲ କିଣୁଥିବାରୁ ଭାରତ ଦୋଷୀ ସେହି ଭଲ୍ଲି ଭାବେ ଜର୍ମାନ ମଧ୍ୟ ରୁଷ ଠାରୁ ତେଲ କିଣୁଛି

ଓ ଫ୍ରାନ୍ସ ମଧ୍ୟ ତେବେ ଭାରତ ଏକା କାହିଁକି ଦୋଷୀ ଦେଖା ଯାଉଛି ଜର୍ମାନ ତାର 62 ଭାଗରୁ ଅଧିକା ନାଚୁରାଲ ଗ୍ଯାସ କୁ ରୁଷ ଠାରୁ କିଣୁଛି । ଏହା ସହ ଏହି ଯୁଧ୍ୟର ବିଭୀଷିକା ମଧ୍ୟରେ ଅନେକ ଦିନ ବିତିଯାଇ ଥିଲେ ମଧ୍ୟ ରୁଷ ପଛକୁ ଘୁଞ୍ଚିବାର ନାମ ନେଉଣୀ ଯାହା ଭୟଙ୍କର ସ୍ଥିତି ଉତ୍ତପର୍ଣ୍ଣ କରିଛି ।

ମାତ୍ର ଏହାକୁ ଅଟକାଇବା ପାଇଁ ଅନେକ ଦେଶ ମାନେ ଅନେକ ପ୍ରକାର ସମ୍ଭାବନା କୁ ରୂପ ଦେଇଛନ୍ତି ଯେଉଁ ଭଳିକି ଋଶର ରାଷ୍ଟ୍ର ପତିଙ୍କ ହାତ ଛାଡିବା ଦ୍ଵାରା ଋଶର ମନୋବଳ କୁ ଭାଙ୍ଗିବା ପାଇଁ ଚେଷ୍ଟା କରିଛନ୍ତି ।

ରୁଷ ଅନେକ ଜାଗାରେ ସାହାଜୟ ପ୍ରାର୍ଥନା କରିଛି ନିଜକୁ ସାହାଜ୍ଯ ପାଇଁ ବୋଲି କ୍କିହହୀ ଜଣ ମତ ଦେଇ ଥିବା ବେଳେ ଏହା ଆଜି ଯାଏ ସ୍ପଷ୍ଟ ହୋଇନି କି ରୁଷ ସତରେ କାହାକୁ ସାହାଜ୍ଯ ମାଗିଛି କି ନାଇ ।

ପୂତିନ ନିଜ ଦେଶର ମାନ ରଖିବା ପାଇଁ ଅନେକ ପ୍ରକାର ଚେଷ୍ଟା କରିଛନ୍ତି ମାତ୍ର ଆଜି କୁ ପ୍ରାୟ 19 ଦିନ ଉପରେ ଯୁଧ୍ୟ ଚାଲିଲାଣି ଏବେ ଯାଏ କିଛି ଭି ପରିଣାମ ବାହାରକୁ ଆସିନୀ ।

Leave a Reply

Your email address will not be published. Required fields are marked *