ରାମ ନବମୀ ଦିନ ଏହି 1 ଜିନିଷ ନିଶ୍ଚୟ ଖାଇଦିଅନ୍ତୁ, ବର୍ଷ ସାରା ରହିବନି ଧନର ଅଭାବ- Ram Navami

ରାମନବମୀ ଆପଣ କଣ କରିବା ଦ୍ଵାରା ଅପାନଙ୍କ ଘାରକୁ ସବୁ ବେଳେ ଟଙ୍କା ଆସିବା ଆଜି ଆମେ ଆପନାଙ୍କୁ ସେହି କଥା କହିବା । ଏହା ସହ ଆପଣ ସବୁ ବେଳେ ଖୁଶିରେ ରହିବେ । ଏହା କୁ ରମାନବନୀ କୁହାଯାଏ କି କାରଣ ଏହାକୁ ରାମ ଭଗବାନ ନିଜେ ମଧ୍ୟ ଏହାକୁ ଉପାଶ କରିକି ପୂଜା କରିଥିଲେ । ଟ୍ରେତେୟା ରେ ଦଶରଥ ଓ କାଔଶଲ୍ୟା ଙ୍କ ଘରେ ରାମ ଭଗବାନ ଆସିଥିଲେ । ଏହି ବର୍ଷ ରାମନବମୀ 10 ରେ ପଡିବା ପାଇଁ ଯାଉଛି ।

ଏହି ଖାସ ଦିନରେ ଆମେ ଭଗବାନ ଙ୍କ ଆରାଧନା କରିବା ପରେ କଣ କଣ ଖାଇବା ଦ୍ଵାରା ଆମର ଜ୍ବନର ସମସ୍ଯା ଦୂର ହୋଇଯିବ ଆସନ୍ତୁ ଜାଣିବା । ଏହି ଦିନ ଶୁଭ ସମୟରେ ପଡୁଛି । ଆପଣ ଏହି ଦିନ ସକାଳଉ ଉଠିକି ନିଜର କର୍ମ ସାରିକି ସୁଦ୍ଧ କପଡା ପିନ୍ଧିକି ପ୍ରଥମେ ଘରେ ପୂଜା କରିବା ଆରମ୍ଭ କରନ୍ତୁ ।

ଆପଣ ଭଗବାନ ସୂର୍ଯ୍ୟ ଭଗବାନ ଙ୍କୁ ଜଳ ଅରପଣ କରନ୍ତୁ । ଆପଣ ଯଦି ଏହା କରୁଛନ୍ତି ଆପଣ ତିନି ପ୍ରହର ପରେ ଆପଣ ଖାଦ୍ଯ ଗ୍ରହଣ ଅକରିବେ । ଆପଣ ଯଦି ଉପବାଷ ରଖୁ ନାହାଁନ୍ତି ତେବେ ଆପଣ ପୂଜା କରିବା ପରେ ଖାଦ୍ଯ ଗ୍ରହଣ କରନ୍ତୁ ।

ଭଗବାନ ଙ୍କୁ ପ୍ରଥମେ ଭଗବାନ ଙ୍କୁ ଗାଧୋଇ ଦିଅନ୍ତୁ କ୍ଷୀର ଓ କିଛି ହଳଦୀ ମଧ୍ୟ । ଆପଣେ ଆହା ପରେ ଗୋଲାପ ଜଳ କିଛି ପାନିଆରେ ମିଶାଇକି ଏହାକୁ ମଧ୍ୟ ତାଙ୍କ ଦେହରେ ପକାନ୍ତୁ ଏଆହ ପରେ ଆପଣ ସୁନ୍ଦର ବସ୍ତ୍ର ପିନ୍ଧାଇକି ତାଙ୍କ ଦେହରେ ଚନ୍ଦନ ଲଗାଇକି ଆପଣ ତାଙ୍କଉ ସିଂହାସନ ରେ ବଶାନ୍ତୁ ।

ଏହା ପରେ ଆପଣ ଭଗବାନ ଙ୍କ ଆଗରେ କିଛି ଫଳ ମୂଳ ଆଣିକି ଆପଣ ଏହାକୁ ପୂଜା କରନ୍ତୁ ଆପଣ ଏହା କରିବା ପରେ ଘରେ ଥିବା ଚାଉଳ ଦ୍ଵାରା କିଛି ଖିରୀ ପ୍ରସ୍ତୁତ କାନ୍ତୁ ଭଗବାନ ରାମ ଙ୍କୁ ଖିରୀ ଖୁବ ଭଲ ଲାଗେ । ଆପଣ ଭଗବାନ ଙ୍କ ଆରାଧନା କରିବା ବେଳେ ସେହି ଖିରୀ ରେ କିଛି ତୁଳଶି ଜଟା ଆଣିକି ପକାଇ ତାହାକୁ ଭଗବାନ ଙ୍କୁ ଅର୍ପଣ କରନ୍ତୁ ।

ଆରତୀ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ଓ ଏହା ପରେ ରାମ ଚରିତ ମାନଶ ର ପାଠ କରନ୍ତୁ । ଆପଣ ଏହା ପରେ କିଛି ସମୟ ପ୍ରଭୁ ଙ୍କୁ ଧ୍ୟାନ କରନ୍ତୁ । ନିଜ ମନର କଥା ଆପଣ ଭଗବାନ ଙ୍କୁ କୁହନ୍ତୁ ଆପଣ ଏହା ପରେ ଭଗବାନ ଙ୍କୁ କହିବେ କି ଆମର ସବୁ ମନସ୍କାମନା ଆପଣ ପୁରଣ କରନ୍ତୁ ।

ଆପଣ ଯାହା ଭୋଗ ଲଗାଇ ଛନ୍ତି ତାହାକୁ ଆପଣ ନିଶ୍ଚୟ ଭାବେ ଖାଇବେ । ରାମନବମୀ ରେ ଆପଣ ନିଶ୍ଚିତ ଭାବେ ଆପଣ ଖିରୀ ଖାଇବେ ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଦୟା ଆପଣଙ୍କ ଉପରେ ରହିବ ଆପଣ ଯଦି କଳା ଅଙ୍ଗୁର କୁ ଭଗବାନ ଙ୍କୁ ଚଢେଇ ପାରିଲେ ଏହା ମଧ୍ୟ ଭଲ ହୋଇ ଥାଏ ଆମ ପାଇଁ ।

Leave a Reply

Your email address will not be published. Required fields are marked *