POK ର ଏହି ମହିଳା PM Modiଙ୍କୁ କାନ୍ଦି କାନ୍ଦି ମାଗିଲେ ସାହାଯ୍ୟ, ଯାହା କହୁଛନ୍ତି ଶୁଣି ଆପଣଙ୍କ ଆଖିରେ ଆସିଯିବ ଲୁହ…. ଦେଖନ୍ତୁ Video

ବନ୍ଧୁଗଣ ପାକିସ୍ତାନରେ ସରକାର ବଦଳିଲା କିନ୍ତୁ ପିଓକେରେ ରହିଥିବା ଲୋକଙ୍କର ସମସ୍ଯା ବୃଦ୍ଧି ପାଇଛି । ଦିନକୁ ଦିନ ପିଓକେ ଲୋକଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଏହାରି ମଧ୍ୟରେ POK ରୁ ଏକ ଭିଡିଓ ସାମନାକୁ ଆସିଛି ଯାହାକୁ ଦେଖିବା ପରେ ପାକିସ୍ତାନରେ ହଲଚଲ ଦେଖା ଯାଇଛି । ଏହି ଭିଡିଓରେ ପିଓକେର ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନ୍ୟାୟର ଗୁହାରି କରୁଛନ୍ତି । ସୂଚନା ଅନୁସାରେ ଏହି ମହିଳାଙ୍କ ସହ ବଳାତ୍କାର ହୋଇଛି ଯାହା ପାଇଁ ସେ ନ୍ୟାୟା ମାଗିବାରେ ରହିଛନ୍ତି । କିନ୍ତୁ ତାଙ୍କୁ ନ୍ୟାୟ ମିଳିଲା ନାହି ।

ତେଣୁ ମହିଳା ଜଣକ ମୋଦୀଙ୍କ ଠାରୁ ନ୍ୟାୟ ମାଗିଛନ୍ତି । କାରଣ ପିଓକେ ତରଫରୁ ତାଙ୍କୁ ଓ ତାଙ୍କ ପିଲାଙ୍କୁ ମାରିବା ପାଇଁ ଧମକ ଦିଆଯାଇଛି । ଗତ ୭ ବର୍ଷ ହେବ ସେ ନ୍ୟାୟ ପାଇଁ ଅନୁରୋଧ କରୁଛନ୍ତି କିନ୍ତ ପିଓକେ ର ପୋଲିସ ଓ ନ୍ୟାୟାପାଳିକା ଏ ଯାଏଁ ତାଙ୍କୁ ନ୍ୟାୟ ଦେବାରେ ଅସଫଳ ହୋଇଛନ୍ତି । ଏହି ଭିଡିଓରେ ମହିଳା କହିଛନ୍ତି ମୋଦୀଙ୍କୁ ଅପିଲ କରିଛନ୍ତି ସେ ତାଙ୍କୁ ଭାରତ ଆସିବା ପାଇଁ ଅନୁମତି ଦେବେ । ନଚେତ ସେଠିକାର ପୋଲିସ ତାଙ୍କୁ ଓ ତାଙ୍କ ପିଲାଙ୍କୁ ମାରି ଦେବେ ।

ପୂର୍ବରୁ ମଧ୍ୟ ପିଓକେ ର ଅନେକ ଲୋକ ମୋଦୀଙ୍କ ଠାରୁ ସାହାଜ୍ଯ ମାଗିଛନ୍ତି କାରଣ ସେମାନଙ୍କୁ କେବଳ ଭାରତ ଠାରୁ ଆଶା ରହିଛି । ପିଓକେ ରେ ପାକିସ୍ତାନ ସେନା ଅତ୍ୟାଚାର ସବୁ ସୀମା ପାର କରି ସାରିଲେଣି । ଏଠିକାର ଲୋକେ ଏବେ ପାକିସ୍ତାନ ସେନା ବିରୁଦ୍ଧରେ ରାସ୍ତାକୁ ଓଲହାଇଛନ୍ତି । ଏଠାରେ ପାକିସ୍ତାନ ସରକାର ଓ ସେନା ଙ୍କ ବିରୁଦ୍ଧରେ ଲଗାତାର ପ୍ରଦର୍ଶନ ହେଉଛି । ସେମାନେ ଦାବି କରୁଛନ୍ତି କି ସେମାନେ ଆଉ ପାକିସ୍ତାନ କବଳରେ ରହିବେ ନାହି । ଏବେ ଏମାନଙ୍କର ସବୁ ଆଶା ନରେନ୍ଦ୍ର ମୋଦୀଙ୍କ ଉପରେ ରହିଛି ।

ମହିଳା ଜଣକ ଭିଡିଓ ରେ କହିଛନ୍ତି ସେଠିକାର ପୋଲିସ କେବେ ବି ତାଙ୍କ ସ୍ଵାମୀ ଓ ପିଲାଙ୍କ ସହ ତାଙ୍କୁ ଜୀବନରୁ ମାରି ଦେବେ । ତେଣୁ ସେ ମୋଦୀ ଙ୍କୁ ଅପିଲ କରିଛନ୍ତି ଯେ ଭାରତ ଆସିବା ପାଇଁ ତାଙ୍କୁ ଅନୁମତି ଦିଅନ୍ତୁ । ତାଙ୍କ ସହ ହୋଇଥିବା ଅନ୍ୟାୟ ର ନ୍ୟାୟ ପାଇଁ ମହିଳା ଜଣକ ଅନୁରୋଧ କରିଛନ୍ତି ନରେନ୍ଦ୍ର ମୋଦୀ ଙ୍କୁ ।

ତେବେ ପାକିସ୍ତାନ ସରାକର ଓ ସେନା ବିରୁଦ୍ଧରେ ଲୋକେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଛନ୍ତି । ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ତେବେ କଣ ମୋଦୀ ଏଠିକାର ଲୋକ ମାନଙ୍କୁ ସାହାଜ୍ଯ କରିବା ହାତ ବଢାଇବେ ତାହା ନେଇ ଏବେ ସମସ୍ତଙ୍କର ନଜର ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲା ରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *