ନମସ୍କାର ବନ୍ଧୁଗଣ, ଭାରତର ପ୍ରଧାନମନ୍ତ୍ରୀ କହିଛନ୍ତି କି ସେ ଦୁନିଆ ଆଗରେ ଏକ ବଡ ପ୍ରସ୍ତାବ ରଖିଛନ୍ତି । ପିଏମ ମୋଦୀ ଏନକେ ଏହି ପ୍ରସ୍ତାବ କୁ ଯଦି ମଞ୍ଜୁରୀ ମିଳିଯିବ ତେବେ ଭାରତ କିଛି ବଡ କରିପାରେ । ଦୁଇ ଦେଶରେ ଯୁଦ୍ଧ ରେ ଫସି ରହିଥିବା ଦୁନିଆ ପାଇଁ ପିଏମ ମୋଦୀଙ୍କ ଏହି ପ୍ରସତବା ବହୁତ ମହତ୍ବପୂର୍ଣ୍ଣ ଅଟେ । ବର୍ତ୍ତମାନ ଦୁନିଆ ପାଇଁ ଭାରତ ଏକ ବଡ ଦାୟିତ୍ଵ ନିଭାଇବାକୁ ଚାହୁଁଛି । ବାସ୍ତବରେ ଋଷ ଓ ୟୁକ୍ରେନ ଯୁଦ୍ଧ ପରେ ଏବେ ଦୁନିଆରା ଅନେକ ଦେଶରେ ଅନାଜକୁ ନେଇ ବଡ ସମସ୍ଯା ଦେଖା ଯାଇଛି ।
କାରଣ ପୁରା ଦୁନିଆରେ ୩୦ ପ୍ରତିଶତ ଗହମ ଆମଦାନି କରୁଥିବା ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଅନ୍ୟ ପକ୍ଷରେ ଭାରତରେ ଗହମ କାଟିବାର ସମୟ ଆସି ଯାଇଛି । ଏବେ ଭାରତ ଦୁନିଆର ପେଟ ଭରିବା ପାଇଁ ଆଗକୁ ଆସିଛି । ନିକଟରେ ପିଏମ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ଆଲୋଚନା କରିବା ସମୟରେ କହିଛନ୍ତି କି ଯଦି ବ୍ରାଲ୍ଡ ଟ୍ରେଡ ଅରଗାଇଜେସନ ବା WTO ଚାହିଁବ ତେବେ ଭାରତ ଏବେ ପୁରା ଦୁନିଆକୁ ଗହମ ଆମଦାନି କରି ପାରିବ । ଋଷ ଓ ୟୁକ୍ରେନ ଯୁଦ୍ଧ ର ପରିଣାମ କିଛି ମାସ ପରେ ଜଣା ପଡିବ ।
ଯେବେ ଦୁନିଆରେ ଖାଦ୍ୟ ର ଅଭାବ ଦେଖାଯିବ । ଋଷ ଓ ୟୁକ୍ରେନ ଗହମ, ମକା, ସୂର୍ଯ୍ୟମୁଖ୍ୟ ତେଲ ଉତ୍ପାଦ କରୁଥିବା ଦୁନିଆର ସବୁଠାରୁ ବଡ ଦେଶ ଅଟନ୍ତି । ଯାହା ଚଳିତ ବର୍ଷ ଏହାର ଉତ୍ପାଦ ଯୁଦ୍ଧ କାରଣରୁ ହୋଇ ପାରିବ ନାହି । ଏକ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଗହମର ଉତ୍ପାଦନ ୨୦ ରୁ ୩୦ ପ୍ରତିଶତ କମ ହେବ । ଭାରତ ଗହମ ଉତ୍ପାଦନରେ ଦୁନିଆର ଦିତୀୟ ନମ୍ବର ରେ ଆସିଥାଏ ।
ଏହି ବର୍ଷ ପଞ୍ଜାବ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଗହମର ବମ୍ପର ଫସଲ ହୋଇଛି । ତେଣୁ ଏବେ ଦୁନିଆର ପୁରା ନଜର ଭାରତ ଉପରେ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଏମିତି ଇସାରା କରିଛି କି ଯଦି WTO ଅନୁମତି ଦେବ ତେବେ ଭାର ଦୁନିଆର ବଡ ଅଂଶର ପେଟ ଭାରିବା ପାଇଁ ଖାଦ୍ୟ ଯୋଗାଇ ପାରିବ ।
ବନ୍ଧୁଗଣ ଆପଣ ମାନଙ୍କର ପିଏମ ମୋଦୀଙ୍କ ଏଭଳି ପଦକ୍ଷେପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।