ପାଠ ପାଢୀଥିଲେ ପ୍ରାଣୀ ବିଜ୍ଞାନ ରେ । ଆଗକୁ ଯାଇକି ଏହା ପାଇଁ ଏମ୍ଫିଲ କରିଥିଲେ । ପେଷାରେ ଥିଲେ ଶିକ୍ଷୟତ୍ରୀ ପଢାଉ ଥିଲେ ବିଜ୍ଞାନ । ବିବାହ କରିଥିଲେ ଏକ ଡାକ୍ତର ଙ୍କୁ ଓ ଥିଲେ ଦୁଇ ସନ୍ତାନ ର ଜନନୀ । ଏହା ହେଉଛି ସେ ଆତଙ୍କବାଦୀ ମହିଳା ଙ୍କ ଶିକ୍ୟଗତ ଯୋଗ୍ୟତା ଓ ପାରିବାରିକ ସ୍ଥିତି । ତାଙ୍କ ନାମ ସାରିବାଲୁଜ । ଶିକ୍ଷା ଥିଲା ମାତ୍ର ସଂସ୍କାର ରେ କେଉଁ ଠି ନା କେଉଁ ଠି ଭୁଲ ଥିଲା ।

ଆତଙ୍କବାଦୀ ମଣିଷ ମାରିବା ଭଳି କାମ ଅକରିବା ପାଇଁ ତାଙ୍କ ବିବେକ ତାଙ୍କୁ ବାଧା ଦେଇ ନଥିଲା । ମାତ୍ର କିଛି ଦିନ ତଳେ ଥିବା ନିଜର ସୁନ୍ଦର ଜୀବନ ସହ ନିଜ ପରିବାର ର ଜୀବନ ମଧ୍ୟ ନେଇ ଯାଇ ଥିଲେ ସେ ଆଫଗାନିସ୍ଥାନ ରେ ଥିବା ଆତଙ୍କବାଦି ଦଳ ମାନେ 30 ବର୍ଷୀୟା ଆତ୍ମଘାତି ବିସ୍ଫୋରଣ ସାରିବାଲୁଜା ଥିଲେ ।
ସେଠାକାର ବାସିନ୍ଦା । ନିଜ ଯୋଗ୍ୟତା କୁ ସଫଳ କରିବା ପରେ ସେ ଏକ ଡାକ୍ତର ଙ୍କୁ ବିବାହ କରିଥିଲେ ମାତ୍ର ସେ କରିଥିବା କାଣ୍ଡ ପାଇଁ 3 ଜଣ ଜିପ ନାଗରିକ ଙ୍କ ସହ ଆଉ ଏକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ତେଣୁ ଓ ଆତଙ୍କବାଦ ଓ ଅମାନବିକତା ଉପରେ ଆସ୍ଥା ରଖୁଥିବା ଲୋକଙ୍କ ପାଇଁ ଏହି ସମାଜରେ ପାଠ ପଢା ର କିଛି ମାନେ ନାଇ ବୋଲି କୁହା ଗଲେ ଏହା ଭୁଲ ହେବନି ।

କାରଣ କିଛି ଜଣ ଛନ୍ତି ଯେଉଁ ମାନେ ଜ୍ଞାନ ଆରୋହଣ କରିଥାନ୍ତି ନିଜକୁ ସୁନ୍ଦର ଜୀବନ ଓ ସମାଜ ପାଇଁ କଲ୍ୟାଣ କରିବା । ପାଇଁ ସେହି ବିଦ୍ୟା ଜଦି ଆଉ କାହା ହାତରେ ଲାଗି ଯାଇ ଥାଏ ତେବେ ସେ ବଞ୍ଚିବା ଅସମ୍ଭବ କରି ଦେଇଥାଏ ସମାଜରେ ଥିବା ଲୋକଙ୍କ ପାଇଁ । ମାନବିକତା ର କଥା ଆମେ ଏତେ ଦିନ ଧରି ଗାଇଲେ ମଧ୍ୟ କରାଚି ରେ ହୋଇଥିବା ବିସ୍ଫୋରଣ ଏହା ଦେଖାଇ ଦେଉଛି କି ଏହା ଏକ ଦୁର୍ଘଟଣା ର କାରଣ ହୋଇଯିବ ।
ତେବେ ଆତଙ୍କବାଦ ଆରମ୍ଭ ହୋଇଥିଲା ଏକ କାରଣରୁ ଏହାର ଆଉ ଏକ ରୂପ ଦେଖିବା ପାଇଁ ଆମକୁ ମିଳୁଛି । ବ୍ରିଟିଶ ଲୋକଙ୍କଉ ଦେଶରୁ ତଡିବା ପାଇଁ ଆମେ ଆତଙ୍କ ଆରମ୍ଭ କରିଥିଲେ ଏହାକୁ ଚଲାଉଥିବା ବ୍ୟକ୍ତି ଙ୍କୁ ଆତଙ୍କବାଦୀ କୁହାଯାଇ ଥାଏ । ମାତ୍ର ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହାର କିଛି ଭି ମୂଳ ନାଇ ଯଦି ସବୁ କିଛି ଭଲ ଭାବେ ଚାଲିଛି ନିଜ ଦାବି ପ୍ରକାଶ ପାଇଁ ଏହି ଭଳି କରିକି ଆମକୁ କିଛି ଭି ହାସଲ ହେବନି ।

ନିରୀହ ଲୋକଙ୍କୁ ମାରିବା ଦ୍ଵାରା କେବେଭି କାହାର ଆସ୍ଥା ରେ ସୁଧାର ଆସିନୀ କି ଆସି ପାରିବନି । ତେବେ ଏହି କାରଣରୁ ଆମେ ଆତଙ୍କବାଦ କୁ ଅଟକାଇବା ପାଇଁ ଅଭୁତ ଚେଷ୍ଟା କରୁଛେ ଓ ଆସା ଅକୃଛେ କି ଆମେ ଏହାକୁ ଅଟକାଇ ପାରିବା ।
