ଗଳିପଡୁଥିଲେ କନ୍ୟା, ଏମିତି ଜୀବନ ବଞ୍ଚାଇଦେଲେ ବର, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ବିବାହ ସବୁ ଙ୍କ ପାଇଁ ସ୍ଵତନ୍ତ୍ର ମତ ସବୁ ଙ୍କ ପାଖରେ ଅଛି । ତେବେ ଏହା ଆମକୁ ଅନେକ ସମୟ ଯାଏ ଏକ ମୂହୁର୍ତ୍ତ କୁ ମାନେ ରଖିବା ପାଇଁ ଦେଇଥାଏ । କିନ୍ତୁ କିଛି ସମୟ ରେ ଆମେ ଏହା ଦେଖି ପାଇ ଥାଉ କି ବିବାହ ଆୟୋଜକ ମାନେ ବେଳେ କିଛି ତ୍ରୁଟି କରି ଦେଇଥାନ୍ତି ଯାହା ପାଇଁ ଆମକୁ ଏହାର ଭରଣା ଦେବା ପାଇଁ ପଡିଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ବିବାହ ଏକ ସଂଯୋଗ ଅଟେ ।

ଯାହା ଆମ ହାତରେ ନଥାଏ । ପ୍ରେମ ବିବାହ ହେଉ କିମ୍ବା ସମାଜ ର ସ୍ବୀକୃତି ନେଇ ବିବାହ ହେଉ ଅନେକ ସମୟରେ ପାରିବାରିକ ଝଗଡା ମଧ୍ୟ ଏହାକୁ ଖରାପ କରି ଦେଇ ଥାଏ । କିନ୍ତୁ ଯଦି ଉଭୟ ଉଭୟ ଙ୍କ ଶାଠ ରେ ରହିବେ ତେବେ ଏହା ଆମ ପାଇଁ ଖୁବ ଭଲ ହୋଇ ଥାଏ ।

ଏହି ଭଳି ଏକ ଘଟଣା ର ଭିଡିଓ ଏବେ ସବୁ ଆଡେ ଭାଇରାଲ ହେବାରେ ଲାଗିଛି କି କନ୍ୟା ଜଣଙ୍କ ମଣ୍ଡପ ରୁ ତଳକୁ ଆସିବା ବେଳେ ପଡି ଯାଉ ଯାଉ ତାଙ୍କଉ ସମ୍ଭାଳି ନେଇ ଥିଲେ ବର । ପରିବାର ଲୋକମାନେ କିଛି ସମୟ ପାଇଁ ଆଚମ୍ବିତ ହୋଇ ଯାଇ ଥିଲେ ଓ ଡଋ ମଧ୍ୟ ଯାଇ ଥିଲେ ।

ସୋସିଆଲ ମିଡିଆ ରେ ଏହା ଭାଇରାଲ ହେଉଛି । ତେବେ ଏହି ଭିଡୋ ମଧ୍ୟ ସେହି ଭଳି କିଛି ଦେଖାଉଛି । ବାହାଘର ପାଇଁ ସବୁ ପ୍ରସ୍ତୁତି ଖୁବ ଠିକ ସେ ଚାଲି ଥିବା ବେଳେ । ବର ଅପେକ୍ଷା କରିଥିଲେ କନ୍ୟା କୁ ବରମାଳା ପିନ୍ଧାଇବା ପାଇଁ ଆସିଲେ କନ୍ୟା ।

ବେସ ସୁନ୍ଦର ଭାବେ ଦେଖା ଯାଉଥିବା ଏହି ଯୋଡି ନୂଆ ଜୀବନର ଆସାରେ ଆସିଥିଲେ । ଉଭୟ ଉଭଯଙ୍କୁ ବରମାଳା ପିନ୍ଧାଇବା ପରେ ସେମାନେ ପରସ୍ପର କୁ ତଳକୁ ଓଲହାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଆଗ ବର ଅଲହାଇ ଆସିଥିଲେ ଓ ଏହା ପରେ କନ୍ୟା ଆସିବା ପାଇଁ ଚେଷ୍ଟା କରୁଥିବା ସମୟ ରେ

ହଠାତ ମଣ୍ଡପ କିମ୍ବା ସ୍ଟେଜ ଯାହା ଭି କହି ପାରନ୍ତି ଆପଣ ଏହା ଅଆଳତି ଯିବାକୁ ଲାଗିଥିଲା । ଯାହା ପାଇଁ କନ୍ୟା ଭୟ ପ୍ରକାଶ କରିଥିଲେ ଓ ସେହି ଜାଗାରୁ ଗଳି ପଡିଲେ ଏହା ଦେଖିକି ତାଙ୍କ ପରିବାର ଡରିଯିବା ବେଳେ ବର ତାଙ୍କଉ ସମ୍ଭାଳି ନେଇ ଥିଲେ ଓ ନିଜ ହାତରେ ତାଙ୍କଉ କୁଣ୍ଢେଇ ଧରି ତଳକୁ ଆଣି ଥିଲେ ।

ଏହା ଦେଖିବା ପରେ ବର ଘର ଲୋକମାନେ ଖୁବ ଖୁଶି ହୋଇଥିଲେ ଓ ବର କନ୍ୟା ମଧ୍ୟ ଉଭୟ ଲାଜ ଅନୁଭବ କରିଥିଲେ । ଏହା ଦେଖିକି ସବୁ ଲୋକମାନେ ମତ ଦେଇଛନ୍ତି କି ଏହି ଭଳି ଜୀବନ ସାଥି ରହିବା ଦ୍ଵାରା ଜୀବନ ଯାତ୍ରା ଖୁବ ସୁନ୍ଦର ହୋଇଯାଇ ଥାଏ । ଯିଏ ତାକୁ ସବୁ ପ୍ରକାର ପରିସ୍ଥିତି ରେ ସମ୍ଭାଳି ନେଇ ଥାଏ ।

Leave a Reply

Your email address will not be published. Required fields are marked *