Sura Routray ଖଣ୍ଡା ବୁଲାଇ କଣ କହିଲେ ମୁଖ୍ୟମନ୍ତ୍ରୀ Naveen Patnaikଙ୍କୁ…. ଦେଖନ୍ତୁ Video

ରାଜନୀତି ରେ କୁହାଯାଏ କି ଯାହା ସ୍ଥିତି ଯେତେ ମଜବୁତ ସେତେ । ମାତ୍ର ଆମେ ସାଧାରଣ ଭାବେ ଅନେକ ଲୋକଙ୍କୁ ଅନେକ ଥର ନିଜର ଥଟା କରୁଥିବାର ଦେଖିଚେ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଓଡିଶା ରେ ଏବେ ସବୁ ବେଳେ ବିଜେଡି ର ଜିତ ହୋଇ ଆସୁଛି । ମାତ୍ର ଏବେ କଣ ସୁର ଭାଇ ଜଣେ ନେତା ହୋଇକି ମଧ୍ୟ ସବୁଙ୍କ ଆଗରେ ଏହି ଭଳି ନିଜକୁ କରୁଛନ୍ତି ତାହା କଣ ଠିକ କଥାକି । ସେ ଏକ ଖଣ୍ଡା ଧରିକି ଯୁଧ୍ୟ କରିବା ସ୍ଥିତି ରେ ଠିଆ ହୋଇକି ଖଣ୍ଡ ବୁଲାଉ ଛନ୍ତି ଏହା ପୁଣି ନବୀନ ସରକାର ଓ ତାଙ୍କ ନାମ ନେଇକି ।

ଏହା କାହା ପାଇଁ ଝୁଳୁଛି । ଏହା କଣ ପାଇଁ ଝୁଳୁଛି ଏହା କଣ ନୋଟିସ ପାଇଁ ? ନା ଆଜ୍ଞା ଏହା ନୋଟିସ ପାଇଁ ନୁହେଁ ଏହା ପାଇକ ମାନଙ୍କ ପାଇଁ ରାଲି ରେ ସେ ସାମିଲ କରିବା ପାଇଁ ଚାହୁଁଛନ୍ତି । ସୁର ଭାଇଙ୍କୁ ନୋଟିସ ମିଳିଛି ଦଳବିରୋଧୀ ନୋଟିସ ତାର କଥା ଚିନ୍ତା ନକରିକି ସେ ଏବେ ଆସିକି ଅଲଗା କାମରେ ଅଛନ୍ତି ।

ସେ ପାଇକ ମାନଙ୍କ ପାଇଁ ଲଢେଇ କରିବା ପାଇଁ ବାହାରିଲେଣି । ନିରଞ୍ଜନ ବାବୁ ଯାହା କରିଲେ ସୁର ଭାଇ ଙ୍କ ସହ ତା ପାଇଁ ସୁର ଭାଇ ଙ୍କ ମନରେ ଖୁବ କଷ୍ଟ ଅଛି ଓ ଅଭିମାନ ମଧ୍ୟ ଅଛି । ସୁର ଭାଇ କଂଗ୍ରେସ ଭବନ ରେ ପାଦ ଦେଉ ଦେଉ କହିଛନ୍ତି କି ମୋ ପଛରେ ବହୁତ ଲୋକମାନେ ଅଛନ୍ତି ଯେଉଁ ମାନେ କଥା ହୁଅନ୍ତି ସବୁ ଦଳ ର ଲୋକମାନେ ଏହା କହି ଥାନ୍ତି ।

କିଏ ଅବା କହିନୀ ମୋ କଥା ଯେ ମୁ ଅଭିମାନ କରିବି । ସୁର କହିଛନ୍ତି କି ସବୁ ଲୋକମାନେ କହୁଛନ୍ତି ସୁର ଭାଇ କହିଲେ କି ମୁ କହିଲା ବେଳେ ନୋଟିସ ଦେଇଛନ୍ତି । ମୁ 18 ଘଣ୍ଟା 20 ଘଣ୍ଟା କାମ କରିବା ଲୋକ । ସୁର ଭାଇ କହିଛନ୍ତି କି କଉଠୁ କଣ ପାଟିରୁ ସ୍ଲିପ କରିଯାଇଛି । ଏହା ପାଇଁ କଣ ନୋଟିସ ବାହାର କରିବା ଠିକ କି ।

ତାଙ୍କ ମତ ଅନୁସାରେ ସେ କହିଛନ୍ତି କି ସବୁ ଲୋକମାନେ ଦଳ ରେ ଥାଇ ମଧ୍ୟ ଗୋଡ ଟଣା ଟାଣି ହେଉଛନ୍ତି ମାତ୍ର ଆମେ ଯଦି କିଛି କହି ଦେଉଛୁ ତାହା ଆମ ପାଇଁ କଣ ଖରାପ । ଏହା ବହୁଦଳ ମତ ଏହା ପାଇ ତାଙ୍କର ଦର ନାଇ ସେ କହିଛନ୍ତି କି ନୋଟିସ ଦିଅନ୍ତୁ କି ଦଳ ରୁ କାଢି ଦିଅନ୍ତୁ ମୋର ଏହା ପାଇଁ ଚିନ୍ତା ନାଇ ।

ନିରଞ୍ଜନ ବାବୁ ମଧ୍ୟ କହିଛନ୍ତି କି ଆପଣ କଣ ସୁର ବାବୁଙ୍କ କଥା ଜଣାଇବା ଅପାଇନ ଚାହୁଁ ଛନ୍ତି ତେବେ ପଚାର ଏହା ର ଉତାର ଦେଇକି ମିଡିଆ ବାଲା କହିଲେ କି ନାଇ ଆପଣଙ୍କୁ ଆମେ ସେଯା ପଚାରିବା ପାଇଁ ଆସିନୁ ମାତ୍ର ନିରଞ୍ଜନ ବାବୁ ମଧ୍ୟ ସୁର ବାବୁଙ୍କ ଉପରେ ରାଗିକି ସେଇ କଥା କହିବା ପାଇଁ ଜିଦି କଲେ । ଏହା ସାଧାରଣ କଥା ଆମ ରାଜନୀତିର ।

Leave a Reply

Your email address will not be published. Required fields are marked *