କୀଟ କୀଟ ଅନ୍ଧାର ମଧ୍ୟରେ ଏବେ ସୁଭୂଛି କେବଳ କୁଆନ କୁଆନ କାଣ୍ଡ । ଆଉ କାହର ଆବାଜ ଆସୁନି । ଏହି ଗାଁ କୁ ଲୋକମାନେ ଯିବା ପାଇଁ ଚାହୁଁ ନାହାଁନ୍ତି । ସବୁ ଆଡେ ଜନ ଶୂନ୍ୟ ହୋଇଗଲାଣି । କେତେବେଳେ କାହା ସହ କଣ ହୋଇଛି ଯାଇଛି କଣ ଜଣା ପଡୁ ନି ଏହି ଜାଗାରେ । ତେଣୁ ଏହି ଜାଗାରେ ରହୁ ଥିବା ଲୋକମାନେ ଜାଗା ଛାଡି ଚାଲି ଯାଉଛନ୍ତି । ଏହା ସହ ସେମାନେ ନିଜ ଘର ଜମି କଥା ମଧ୍ୟ ଚିନ୍ତା କରୁ ନାହାନ୍ତି ।
ବାହାରେ ଯାଇକି ହଂତ ସାନ୍ତ ହେଉଛନ୍ତି ପଛେ ମାତ୍ର ଗାଁ ମାଟିକୁ ଫେରିବା ପାଇଁ ଚାହୁଁ ନାହାଁନ୍ତି । ତେବେ କଣ କାରଣ ଏହା ଜାଣିବା ଆସନ୍ତୁ ଏହି ଗାଁ କଥା ଜାଣିବା । ଏହି ଗାଁ ହେଉଛି ନୟାଗଡ ଜିଲାର ରଣପୁର ଗୁଣ୍ଡୁରାବାରି ଗାଁ , ଏହି ଗ୍ରାମର ନାମ ହେଉଛି ପୁରୁଷ ଶୂନ୍ୟ ଗାଁ । ଏହି ଜାଗାକୁ ଜୀବ ପରେ ଜଣା ପଡିଛି କି ଭୁତ ମାନଙ୍କ ଭୟ ରେ ବହୁତ ଲୋକମାନେ ଗାଁ ମାଟି ଛାଡି ଦେଇଛନ୍ତି ଗୋଟେ ପରିବାର ଠାରୁ ଏକ ରୁ ଅଧିକା ପୁଅ ଙ୍କ ମୃତ୍ୟୁ ହୋଇଛି ।
ତେଣୁ ଏହି ଗାଁ କୁ କେହି ଆସୁନାହାନ୍ତି । ମାତ୍ର ଏବେ କିଛି ଦିନ ତଳେ ଏକ ପରିବାର ଆସିଥିଲେ ଗାଁ କୁ ସେ କହିଥିଲେ ଏହି ଭଳି କିଛି । ତାଙ୍କ ସହ ଘରକୁ ଫେରିଛନ୍ତି ତାଙ୍କ ପୁଅ ଓ ବୋହୁ ଓ ଏକ ଛୁଆ । ଲାଇଟ ନାଇ କି କିଛି ନାଇ ସାହି ପୁରା ଖାଲି । ସରକାର ଙ୍କ ପାଖକୁ ଯାଇ ଥିଲେ ଯେଇ ଙ୍କ ପାଖକୁ ଯାଇକି ଲାଇନ କଥା ଜଣାଇବା ପାଇଁ ।
ଏହା ପରେ ସେ ଆଖିଛନ୍ତି କି କିଛି ମୂଲ୍ୟ ଦାନ କଲେ ଲାଇନ ରେ ଆସିବ । ଭୁତ ପ୍ରେତ ବାହାରିବା ଯୋଗୁ ସବୁ ଲୋକମାନେ ଚାଲି ଯାଇଛନ୍ତି । ସେମାନେ ବନ୍ଧୁ ବାନ୍ଧବ ଙ୍କ ପାଖରେ ରହି ଛନ୍ତି । ଏହି ସବୁ ଅନ୍ଧ ବିଶ୍ବାଶ ବୋଲି କହିଛନ୍ତି ।
ସେହି ମହିଳା ଙ୍କୁ କୁହାଯାଇଛି କି ଆପଣ ଚେଷ୍ଟା କରନ୍ତୁ କି ଲୋକମାନେ ଫେରି ଆସିବେ । ମାତ୍ର ଲୋକମାନେ ଦରିକି ଆସିବା ପାଇଁ ଚାହୁଁ ନାହାନ୍ତି । ମାତ୍ର ସବୁ ଙ୍କ ବେମାରି ର କାରଣ କିଡନୀ ଖରାପ ଥିଲା । ଲୋକମାନେ କହୁଛନ୍ତି ।
ଯେଉଁ ମାନେ ଯାଇ ଛନ୍ତି ସେମାନେ ନିଜ ଇଚ୍ଛାରେ ଯାଇ ଛନ୍ତି ତାଙ୍କ କଥା ଆମକୁ କୁହନି । ତେଣୁ ଆମ ହାତରେ କିଛି ନାଇ । ତେବେ ଏହା ଆମ ହାତରେ ନାଇ । ସେ କହିଛନ୍ତି କି ଜାଗା ଉପରେ ଗଣ୍ଡୋଗଳ ହୋଇକି ଲୋକମାନେ ଚାଲି ଯାଇଛନ୍ତି । କେବଳ ଅନ୍ଧ ବିଶ୍ବାଶ ପାଇଁ ଲୋକମାନେ ସାରା ଗାଁ ଛାଡି ଦେଇ ଚାଲି ଯାଇଛନ୍ତି ।