ତୁରନ୍ତ ସାରି ଦିଅନ୍ତୁ Bank କାମ, କାରଣ May ମାସରେ 12 ଦିନ ବନ୍ଦ ରହିବ Bank, ଦେଖନ୍ତୁ କେଉଁ କେଉଁ ଦିନ ଅଛି ବନ୍ଦ ?

ମେ ମାସରେ ହେବା ପାଇଁ ଯାଉଛି 12 ଦିନ ପାଇଁ ବ୍ଯାଙ୍କ ବନ୍ଦ । ଯେଉଁ ମାନଙ୍କ ର ବ୍ୟାଙ୍କରେ କାମ ଅଛି ସେମାନେ ଏବେ ନିଜ କାମକୁ ଠିକ ସମୟ ଥିବା ବେଳେ କରି ନେବା ଭଲ । ମିଳିଥିବା ସୂଚନା ଅନୁସାରେ ଆମେ ଯଦି ଦେଖିବା ପାଇଁ ଯିବା ଆସନ୍ତା ମାସରେ 12 ଦିନ ଯାଏ ବ୍ଯାଙ୍କ ବନ୍ଦ ହୋଇ ରହିବ । ତେବେ ଯଦି ଦେଖିବା ପାଇଁ ଯିବା ତ ଏହା ଲାଗ ଲାଗ ହୋଇକି ନରହି ପାରେ ।

ମାତ୍ର ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏବେ ସବୁ ଠାରୁ ଅଧିକା ଛୁଟି ବ୍ଯାଙ୍କ ବାଲା ଙ୍କୁ ମିଳିବା ପାଇଁ ଯାଉଛି । ତେବେ ଏହି ସବୁ ଛୁଟି ଅକ୍ଷୟ ତୁତୀୟା, ଈଦ, ବୁଦ୍ଧ ପୂର୍ଣ୍ଣିମା ଭଳି ପର୍ବ ମାନଙ୍କ ପାଇଁ ଏବେ ବ୍ଯାଙ୍କ କିଛି କିଛି ଦିନ ଅନ୍ତରା ରେ ବନ୍ଦ ହେବା ପାଇଁ ଯାଉଛି ।

ଏହି ମାସରେ ଅଧିକା ଛୁଟି ବ୍ଯାଙ୍କ କର୍ମ ଚାରି ଙ୍କ ପାଇଁ ଅଛି । ଏହି ସବୁ ପର୍ବ ସବୁ ରାଜ୍ୟରେ ସମାନ ଭାବରେ ଆସୁ ନଥିବା କାରଣରୁ କର୍ମ ଚାରି ମାନଙ୍କ ପାଇଁ ଏକ ଲାମ୍ବା ଛୁଟି ପ୍ରସ୍ତୁତ କରା ଯାଇଛି । ଅଲଗା ରାଜ୍ୟ ମାନଙ୍କ ରେ ଅଲଗା ପର୍ବ ପାଇଁ ଅଲଗା ଭାବେ ଛୁଟି ମଜୁର କରାଯାଇଛି ।

କିନ୍ତୁ ବ୍ଯାଙ୍କ କୁ ସମ୍ଭାଳୁ ଥିବା ରିଜର୍ବ ବ୍ଯାଙ୍କ ର ମତ ଅନୁଦରେ ସେ ଏକ ତାଲିକା ବାହାର କରିଛି ଯାହା ମଧ୍ୟରେ ମେ ମାସର 1 ତାରିଖରେ ଶ୍ରମିକ ଦିବସ ପାଇଁ ସାରା ଦେଶର ବ୍ଯାଙ୍କ ବନ୍ଦ ରହିବ । ସେହି ଭଳି ଭାବେ ଈଦ ପାଇଁ ମଧ୍ୟ ଏହା ସବୁ ସମାନ ଭାବେ ବନ୍ଦ ହୋଇକି ରହିବ । ମେ 3 ତାରିଖରେ ଭଗବାନ ପର୍ଶୁରାମ ଙ୍କ ଜୟନ୍ତୀ ପାଇଁ ଅମଧ୍ୟ ବନ୍ଦ ରହିବ ।

ମେ 8 ରେ ସାପ୍ତାହିକ ଛୁଟି ରହିବ । ମେ 15 ତାରିଖରେ ରବିବାର ର ସାପ୍ତାହିକ ଛୁଟି ରହିବ । ମେ 16 ତାରିଖରେ ସୋମବାର ଓ ବୁଦ୍ଧ ପୂର୍ଣ୍ଣିମା ପାଇଁ ବନ୍ଦ ରହିବ ଏହା ସହ ଏହି ଦିନ ସିକିମ ଦିବସ ମଧ୍ୟ ପାଳନ କରାଯିବ ମେ 9 ରେ ରବୀନ୍ଦ୍ରନାଥ ଟାଗୋର ଙ୍କ ଜୟନ୍ତୀ ପାଇଁ କେବଳ ପଶ୍ଚିମ ବଙ୍ଗର ଓ ତ୍ରିପୂରା ରେ ବ୍ଯାଙ୍କ ବନ୍ଦ ରହିବ ।

ବ୍ଯାଙ୍କ 14 ତାରିଖରେ ଦ୍ଵିତୀୟ ସାହାଣିବାର ପାଇଁ ବନ୍ଦ ରହିବ । ସେ 22 ରେ ରବିବାର ପାଇଁ ଏହା ବଦନ ରହିବ । ମେ 24 ରେ କାଜି ନଜରୁଲ ଇସଲାମ ଜୟନ୍ତୀ ପାଇଁ କେବଳ ସିକ୍କିମରେ ବ୍ଯାଙ୍କ ବନ୍ଦ ରହିବ । ମେ 28 ମାସରେ ଚତୁର୍ଥ ଶନି ବାର ପାଇଁ ସାରା ଦେଶରେ ବ୍ଯାଙ୍କ ବନ୍ଦ ରହିବ ।

ମେ 29 ରେ ରବିବାର ପାଇଁ ସାରା ଦେଶ ରେ ବ୍ଯାଙ୍କ ବନ୍ଦ ରହିବ । କିନ୍ତୁ ଏହି ଦିନ ଆପଣ ନିଜ ମୋବାଇଲ ଆପ ଦ୍ଵାରା ଅନଲାଇନ କାମ କରି ପାରିବେ । ଏହା ଗ୍ରାହକ ମାନଙ୍କ ପାଇଁ ଆଭେଲେବେଲ ରହିବ ।

Leave a Reply

Your email address will not be published. Required fields are marked *