ଥାଇରଡ ହେବ ମୂଳରୁ ଶେଷ, ସପ୍ତାହକୁ ମାତ୍ର 2 ଥର କରନ୍ତୁ ଏହାର ସେବନ… Thyroid Treatment

ଆଜି ଆମେ ଆପଣଙ୍କ ପାଇଁ ଥାଇରଡ ଦୂର କରିବା ପାଇଁ ହୋମ ରେମେଡି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଏହାର ସେବନ କରିବା ଦ୍ଵାରା ଥାଇରଡ ମୂଳରୁ ଶେଷ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏଇ ରେମଡି କିପରି ତିଆରି ହେବ ଓ ଏହାର ସେବନ କିପରି କରି ହେବ । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଧନିଆ ପତ୍ର । ଯେଉଁ ମାନଙ୍କର ଥାଇରଡ ନିୟନ୍ତ୍ରଣ ରେ ନାହି ଏହା ବହୁତ ଅଧିକ ଲାଭଦାୟକ ଅଟେ । ଏହା ଛଡା ଥାଇରଡ କାରଣରୁ ଯେଉଁ ମାନଙ୍କର କବଚ ଭଳି ସମସ୍ଯା ଅଛି ତାହା ମଧ୍ୟ ଦୂର କରିବ ।

ଯଦି ଆପଣଙ୍କର ଜଏଣ୍ଟ ପେନ ଭଳି ସମସ୍ଯା ଅଛି ତେବେ ଏହା ଦୂର କରିବ । ଯଦି ମୋଟାପଣ ବୃଦ୍ଧି ପାଇଛି ତେବେ ଏହି ରେମେଡି ର ପ୍ରୟୋଗ କରି ହେବ । ଥାଇରଡ ରୋଗୀଙ୍କୁ ଏହି ସମସ୍ଯା ହେବା ସାଧାରଣ କଥା ଅଟେ । ସେଥିପାଇଁ ଏହି ରେମଡି ରାମବାଣ ଭଳି କାମ କରିବ । ଧନିଆ ପତ୍ର ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ ।

ଏହା ପରେ ସେନ୍ଧା ଲୁଣ ର ଆବଶ୍ୟକତା ପଡିବ ଯାହା ଥାଇରଡ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଲୁଣରୁ ମିଳୁଥିବା ଆୟୋଡିନ ବହୁତ ଅଧିକ ଲାଭୟକ ହୋଇଥାଏ । ଯେଉଁ ମାନଙ୍କର ଥାଇରଡ ଭଳି ସମସ୍ଯା ଅଛି ସେମାନେ ସେନ୍ଧା ଲୁଣର ସେବନ କରିବା ଜରୁରୀ ଅଟେ । ଏଥିରେ ଥିବା ସୋଡିୟମ କ୍ଳୋରାଇଡ ରହିତ ଯାହା ଶରୀରରେ ଆଇରନର ଅଭାବ ଦୂର କରିଥାଏ ।

ଧନିଆ ପତ୍ର ସହ ଦୁଇ ଚିମୁଟା ସେନ୍ଧା ଲୁଣ ପକାନ୍ତୁ । ଏହା ପରେ ଆଡ କରନ୍ତୁ ୩ଟି ଗୋଲମରୀଚ । ଅଧିକ ପ୍ରୟୋଗ କରିଲେ କଡା ଲାଗିପାରେ । ଗୋଲମରିଚ ଥାଇରଡ ରୋଗୀଙ୍କ ପାଇଁ ରାମବାଣ ଅଟେ । ଏବେ ଏଥିରେ ଅଧ କପ ପାଣି ମିଶାଇ ଏହାର ଜୁସ ପ୍ରସ୍ତୁତ କରନ୍ତୁ । ଏହା ପରେ ଆଉ ଅଧ ଗ୍ଳାସ ମିଶାଇ ଏହାକୁ ଏକ ପାତ୍ର ରେ ଛାଣି ଦିଅନ୍ତୁ ।

ସବୁଜ ଧନିଆ ପତ୍ର ଥାଇରଡ କୁ ବାଲାନ୍ସ କରିଥାଏ । ଉଭୟ ପ୍ରକାରର ଥାଇରଡ ପାଇଁ ଲାଭଦାୟକ ହୋଇଥାଏ । ଛାଣିବା ପରେ ଏଥିରେ ଫାଳେ ଲେମ୍ବୁ ଆଡ କରନ୍ତୁ ଯାହା ଓଜନ କମ କରିବାରେ ସହାୟକ ହେବେ । ଏହା ପରେ ଏହାକୁ ଭଲ ଭାବେ ମିକ୍ସ କରନ୍ତୁ । ପ୍ରତି ଦିନ ସକାଳୁ ଏହାକୁ ଖାଲି ପେଟରେ ସେବନ କରିବାକୁ ହେବ । ସପ୍ତାହରେ ଦୁଇରୁ ତିନି ଥର ସେବନ କରିବାକୁ ହେବ ।

ଆପଣ ଖାଇବାର ଏକ ଘଣ୍ଟା ପରେ ଏହାର ସେବନ କରି ପାରିବେ । ଦିତୀୟ ରେମେଡି ତିଆରି କରିବା ପାଇଁ ଶୁଖିଲା ଧନିଆ । ଏକ ଚାମଚ ଧନିଆ ପାଣିରେ ପକାନ୍ତୁ । ରାତିରେ ଧନିଆକୁ ଭିଯାଇ ସକାଳୁ ଏଥିରେ ଫାଳେ ଲେମ୍ବୁ ରସ ମିଶାଇ ଏହାର ସେବନ କରି ପାରିବେ ।

ଯେଉଁ ମାନଙ୍କର ଥାଇରଡ ଆରମ୍ଭ ହୋଇଛି ତେବେ ସେମାନେ ଏହାର ସେବନ କରିଲେ ମୂଳରୁ ସେସ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *