ନମସ୍କାର ବନ୍ଧୁଗଣ । ଆଜିକାଲି ଦୁନିଆରେ ଯେଉଁ ମାନେ ଲଭ ରିଲେସନ ରେ ଅଛନ୍ତି ସେମାନେ କେତେ ଯେ ଖରାପ କାମ କରୁଛନ୍ତି ତାହାର ଉଦାହରଣ ଆପଣ ମାନେ ସୋସିଆଲ ମିଡିଆରେ ପ୍ରତି ଦିନ ଦେଖିବାକୁ ପାଉଥିବେ । ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ପ୍ରେମ ନାଁ ରେ ଝିଅ ବା ପୁଅଙ୍କୁ ଧୋକା ଦେଉଛନ୍ତି । ତେବେ ପ୍ରେମ ସମ୍ପର୍କ ରେ ରହି କିଛି ପ୍ରେମୀ ଯୁଗଳ ଶାରୀରିକ ସମ୍ପର୍କ ମଧ୍ୟ ରଖଛନ୍ତି ଯାହା ପାଇଁ ତାଙ୍କୁ ଭାରି ପରିଣାମର ଶିକାର ହେବାକୁ ପଡୁଛି ।
ତେବେ କଣ ଆପଣ ମାନେ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି ଶାରୀରିକ ସମ୍ପର୍କ ରଖିଲେ କାହାର ମୃତ୍ୟୁ ହୋଇଯାଏ । ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟକର ହୋଇଥିଲେ ମଧ୍ୟ ସତ୍ୟ ଅଟେ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଜଣେ ଯୁବକ ତାଙ୍କ ପ୍ରେମିକା ଙ୍କୁ ହରାଇ କାନ୍ଦିକି ଗଡି ଯାଉଛନ୍ତି । ଯୁବକ ଜଣକ କହୁଛନ୍ତି ତାଙ୍କର ଓ ତାଙ୍କ ପ୍ରେମିକାଙ୍କର ଦୀର୍ଘ ୬ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ।
ସେମାନେ ଦୁହେଁ ବୁଲିବା ପାଇଁ ଯାଇଥିଲେ ଓ ହୋଟେଲ ରେ ରେସ୍ଟ ନେଇଥିଲେ । ଦୁହେଁ ହୋଟେଲ ରେ କିଛି ସମୟ ମଧ୍ୟ ରହିଥିଲେ । ଏହାରି ମଧ୍ୟରେ ଦୁହିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା ଯାହା ଯୁବକ ଜଣକ କହିଛନ୍ତି । କିନ୍ତୁ ସେହି ସମୟରେ ପ୍ରେମିକା ଜଣକ ହଠାତ ବେହୋସ ହୋଇ ପଡିଥିଲେ ।
ଏହା ପରେ ପ୍ରେମିକ ଜଣକ ପ୍ରେମିକା ଙ୍କୁ ହସପିଟାଲ ନେଇ ଆସିଥିଲେ । କିନ୍ତୁ ଦୁଖର ବିଷୟ ହେଉଛି ହସପିଟାଲ ରେ ପହଞ୍ଚିବା ପୂର୍ବ ରୁ ପ୍ରେମିକାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର କହିଥିଲେ । ତେବେ ନିଜର ଭଲ ପାଇବାକୁ ହରାଇ ପ୍ରେମିକ ଜଣକ ଦୁଖରେ ଭାଙ୍ଗି ପଡିଛନ୍ତି । ଏହି ସବୁ କଥା କହିବା ସମୟରେ ପ୍ରେମିକ ଜଣକ କାନ୍ଦି ପକାଉଉଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।
ତେବେ ଆଜିର ଦୁନିଆରେ ପ୍ରେମ କୁ ଶାରୀରିକ ସମ୍ପର୍କ ସହ ତୁଳନା କରା ଯାଉଛି ଯାହା ଆଜିକାଲିର ଯୁବପିଢି କରୁଛନ୍ତି । ତେବେ ଏହି ମାମଲା କେତେ ଦୂର ଯୁକ୍ତିଯୁକ୍ତ ତାହା ଜଣା ପଡି ନାହି । ତେବେ ପ୍ରେମିକାଙ୍କର ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।