ବନ୍ଧୁଗଣ କଣ ବିଶ୍ଵ ପ୍ରତି ରହିଛି ବିପଦ ଯାହାକୁ ନେଇ ବିଶ୍ଵବାସୀ ଙ୍କୁ ସତର୍କ କରାଇଲେ ବୈଜ୍ଞାନିକ ମାନେ । ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବିରାଟ ଆଷ୍ଟ୍ରୋଏଡ । ମହାକାଶ ବିଜ୍ଞାନୀ ମାନେ ଏମିତି ସତର୍କ ସୂଚନା ଦେଇଛନ୍ତି । ଆସନ୍ତା କାଲି ଏହା ପୃଥିବୀ କକ୍ଷ ପଥ ଏବ ବୋଲି ଅନୁମାନ କରା ଯାଇଛି । ଯଦି ପୃଥିବୀ ସହ ଏହି ଆଷ୍ଟ୍ରୋଏଡ ର ଧକ୍କା ହୁଏ ତେବେ ପ୍ରଳୟ ସୃଷ୍ଟି କରିପାରେ । ଏଥିପାଇଁ ଆମେରିକୀୟ ଅନ୍ତରିକ୍ଷ ସଂସ୍ଥାନ ନାସା ଏହି ଆଷ୍ଟ୍ରୋଏଡ ଉପରେ ନଜର ରଖିଛି ।

ମେ ୧୬ ତାରିଖରେ ଏହି ବିରାଟ ଆଷ୍ଟ୍ରୋଏଡ ପୃଥିବୀ ର ଖୁବ ନିକଟତର ହେବ । ବୈଜ୍ଞାନିକ ଙ୍କ ସୂଚନା ଅନୁଯାୟୀ ଏହି ଆଷ୍ଟ୍ରୋଏ ର ଚଉଡା ୧୬୦୮ ଫୁଟ । ଯାହାକି ନିୟୁର୍କ ର ଷ୍ଟେଟ ଏମ୍ପାୟାର ବିଲଡିଙ୍ଗ ସହିତ ସମାନ ହେବ ବୋଲି କୁହା ଯାଉଛି । ଏମିତିକି ଆଇଫଲ ଟାୱାର ଓ ଷ୍ଟାଚୁ ଅଫ ଲିବରଟି ଠାରୁ ଏହି ଆଷ୍ଟ୍ରୋଏଡ ବହୁତ ବଡ ହୋଇଥାଏ ।
ଯଦି ପୃଥିବୀ ସହ ଏହି ଆଷ୍ଟ୍ରୋଏଡ ଧକ୍କା ହୁଏ ତେବେ କ୍ଷୟକ୍ଷତି କେତେ ପରିମାଣର ହେବ ତାହା କହି ହେବ ନାହି । ନାସା ବୈଜ୍ଞାନିକ ଙ୍କ ସୂଚନା ଅନୁଯାୟୀ ଆଷ୍ଟ୍ରୋଏଡ ଟି ପୃଥିବୀ ଠାରୁ ପାଖାପାଖି ଲକ୍ଷ ଲକ୍ଷ ମାଇଲ ଦୂରରେ ଯିବ । ଏହି ଦୂରତା ହୁଏ ତ ଆମ ମାନଙ୍କ ପାଇଁ ଅଧିକ ହୋଇଥିଲେ ବି ନ୍ତାରିଖ ହିସାବରେ ଏହି ଦୂରତା ଏତେ ଅଧିକ ନୁହେଁ ।

ନାସା ଅନ୍ତରିକ୍ଷ ରେ ଗୋଟିଏ ଆଷ୍ଟ୍ରୋଏଡ ର ବେଗ ବହୁତ ଅଧିକ ହୋଇଥାଏ । ଏଣୁ ନାସା ଏହାକୁ ଗୁରୁତର ସହ ନେଇଛି । ଉର୍ବ ରୁ ୨୦୨୦ ମସିହାରେ ମଧ୍ୟ ଏକ ଆଷ୍ଟ୍ରୋଏଡ ପୃଥିବୀ ର ବହୁତ ନିକଟରର ହୋଇ ଅତିକ୍ରମ କରିଥିଲା ।
ସେହି ସମୟରେ ଏହି ଆଷ୍ଟ୍ରୋଏଡ ପୃଥିବୀ ଠାରୁ ୧.୭ ମିଲିୟନ ମାଇଲ ଦୂରରେ ଯାଇଥିଲା । ସୂର୍ଯ୍ୟ ଙ୍କୁ ପରିକ୍ରମା କରିବା ବେଳେ ରାତି ଦୁଇ ବର୍ଷରେ ଥରେ ପୃଥିବି ନିକଟବତ୍ତୀ ହୋଇଥାନ୍ତି ଆଷ୍ଟ୍ରୋଏଡ । ଏବ ପୁଣି ଥରେ ୨୦୨୪ ମସିହାରେ ପୃଥିବୀର ନିକଟତର ହେବ ଆଉ ଏକ ଆଷ୍ଟ୍ରୋଏଡ ।

ତେବ ଆକାର ଅଧିକ ହେଲେ ପୃଥିବୀ ପ୍ରତି ଆଷ୍ଟ୍ରୋଏଡ ବିପଦ ଆଣିବା ବୋଲି ବୈଜ୍ଞାନିକ ମାନେ ଆକଳନ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
