ବନ୍ଧୁଗଣ ମଣିଷ ର କିସମତ ଚମକିବା ପୂର୍ବ ରୁ ଇଶ୍ଵର କିଛି ସଂକେତ ଦେଇଥାନ୍ତି ଯାହା ଆମ ଶସ୍ତ୍ର ରେ କୁହା ଯାଇଛି । ପୁରାଣ କଥା ଅନୁଯାୟୀ ଉପର ବାଲା ଯେବେ ଦେଇଥାଏ ଛପର ଫାଡି ଦେଇଥାଏ । ଯଦି ଭଗବାନ ଙ୍କ ସାଥ ଓ ମଣିଷର କିସମତ ଯଦି ମିଳନ ହୋଇଥାଏ ତେବେ ବ୍ୟକ୍ତି କୁ ସଫଳତାର ଶୀର୍ଷ ରେ ପହଞ୍ଚିବାକୁ ଅଧିକ ସମୟ ଲାଗେ ନାହି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ବ୍ୟକ୍ତିର ସଫଳତା ହେବା ପୁବରୁର ଭଗବାନ ୩ଟି ସଂକେତ ଜରୁର ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ କଣ ଯାହା ପୁରାଣରେ କୁହା ଯାଇଛି ।
୧- ପ୍ରଥମ ସଂକେତ ହେଉଛି ଯଦି ବ୍ୟକ୍ତି ର ନିଦ ରାତିର ୩ଟା ପରେ ଲଗାତାର ଭାଙ୍ଗିଥାଏ ତେବେ ଏହା ସାମାନ୍ଯ କଥା ନୁହେଁ । ଏହି ସଂକେତ ବହୁତ ଶୁଭ ମାନାଯାଏ । ଏମିତି ମାନ୍ୟତା ରହିଛି ରାତିର ୩ଟା ପରେ ଦେବୀ ଦେବତାଙ୍କ ଶକ୍ତି ଜାଗୃତ ହୋଇଥାନ୍ତି । ଯାହା ବ୍ୟକ୍ତି କୁ ଅନେକ କଥା କହିବାକୁ ଚେଷ୍ଟା କରିଥାଏ । ଅନ୍ୟ ପକ୍ଷରେ ରାତି ୩ଟା ପରେ ଦେବିଦେବତାଙ୍କୁ ମଗା ଯାଇଥିବା ବରଦାନ କେବେ ବି ଖାଲି ଯାଏ ନାହି । ଭଗବନା ଆପଣଙ୍କ ପ୍ରାର୍ଥନା ଅବଶ୍ୟ ଶୁଣିଥାନ୍ତି ।
୨- ଦିତୀୟ ସଂକେତ ହେଉଛି ଯଦି ଆପଣଙ୍କୁ ସ୍ଵପ୍ନ ରେ ଉଚ୍ଚ ଉଚ୍ଚ ପର୍ବତ ଦେଖା ଯାଉଥାଏ ଓ ସେଠାରୁ ପ୍ରଭାବିତ ହେଉଥିବା ଝରଣା ଝରିବାର ଦେଖଜାଏ । ଆପଣ ଯଦି ଝରଣା ପାଣି କୁ ସେବନ କରନ୍ତି ତେବେ ଆପଣଙ୍କୁ ସଫଳତା ନିଷ୍କିନ୍ତ ଭାବେ ମିଳିଥାଏ ଯାହା ଇଶ୍ଵର ଆପଣଙ୍କୁ ସଙ୍କେତ ଦେଇଥାନ୍ତି । ଏଭଳି ସ୍ଵପ୍ନ ଦେଖିଲେ ଆପଣ ଯେଉଁ କାମରେ ହାତ ଦେଇଥିବେ ସେଥିରେ ନିଷ୍କିନ୍ତ ଭାବେ ସଫଳତା ମିଳିଥାଏ । ଏମିତିକି ଜୀବନରେ ଧନର ଅଭାବ ରହିବ ନାହି ଏଭଳି ସ୍ଵପ୍ନ ଦେଖିଲେ ।
୩- ତୃତୀୟ ସଂକେତ ଏହୁଛି ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ସ୍ଵପ୍ନ ରେ ଦେବୀ ଦେବତନକ ଙ୍କ ଦର୍ଶନ ହୁଏ ବା ଆପଣ ଦେଖନ୍ତି ତେବେ ବହୁତ ଶୁଭ ମାନାଯାଏ । ଏମିତି ମାନ୍ୟତାତରହିଛି ସ୍ଵପ୍ନ ରେ ଦେବୀ ଦେବତାଙ୍କ ଆଗମନ ବହୁତ ଲାଭକାରି ସିଦ୍ଧ ହୋଇଥାଏ । ସ୍ଵପ୍ନ ରେ ଦେବୀ ଦେବତାଙ୍କ ଆଗମନ ଜଣେ ପବିତ୍ର ବ୍ୟକ୍ତି ହେବାର ସଂକେତ ଦେଇଥାଏ ।
ଏଭଳି ବ୍ୟକ୍ତି କୁ ଅତି ସହଜରେ ସଫଳତା ମିଳିଥାଏ । ଏଭଳି ସ୍ଵପ୍ନ ଆସିଲେ ବ୍ୟକ୍ତି ଯାହା ଇଚ୍ଛା କରିଥାଏ ତାହା ହାସଲ କରିଥାଏ । ଏଭଳି ସ୍ଵପ୍ନ ଦେଖିଥିବା ବ୍ୟକ୍ତି କୁ କୋଟିପତି ହେବାରେ କେହି ବି ଅଟକାଇ ପାରନ୍ତି ନାହି । କିନ୍ତୁ ଏଭଳି ସ୍ଵପ୍ନ ଭୁଲରେ ବି କାହା ସହ ସେୟାର କରିବା ଉଚିତ ନୁହେଁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।