IAS ଇଣ୍ଟରଭିୟୁରେ ପଚରା ଯାଇଥିବା କିଛି ପ୍ରଶ୍ନ – ସ୍ତ୍ରୀ ସବୁବେଳେ ସ୍ଵାମୀର ବାମ ପଟେ କାହିଁକି ଶୋଇଥାଏ ? ଏହା ସହ ଆହୁରି 10ଟି Gk Quiz

ଅନେକ ପ୍ରଶ୍ନର ଯାହା ଆମ ପାଖରେ ଉତ୍ତର ନାହିଁ, ତାହା ଆମେ କାହାକୁ ପଚାରି ଥାଉ । ମାତ୍ର ଏହା ସବୁବେଳେ ଠିକ ଥାଏ ତାର କିଛି ମାନେ ନାହିଁ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ କରିବୁ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ ।

ଅନେକ ପିଲା ମାନେ କେବଳ ବହି କୁ ପଢିଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି । ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧- ଆମେରିକାରେ ଆଧାର କାର୍ଡ କୁ କଣ କୁହନ୍ତି ?

ଉତ୍ତର- ଗ୍ରୀନ କାର୍ଡ

୨- ଏମିତି କେଉଁ ଦାନ ଯାହାକୁ ଗରିବ ଓ ଧନୀ ଦୁଇ ଜଣ ହିଁ କରିଥାନ୍ତି ?

ଉତ୍ତର- କନ୍ୟାଦାନ

୩- ଏମିତି କେଉଁ ଜିନିଷ ଯାହା ଦୁନିଆରେ ଏ ଯାଏଁ ପାଦ ରଖି ନାହି କିନ୍ତୁ ସମସ୍ତଙ୍କୁ ଦେଖା ଯାଇଥାଏ ?

ଉତ୍ତର- ସୂର୍ଯ୍ୟ

୪- ୧୦ ଟଙ୍କାର ଏମିତି କେଉଁ ଜିନିଷ କିଣି ଦେଲେ ଘର ଭର୍ତ୍ତି ହୋଇଯାଏ ?

ଉତ୍ତର- ମହମବତୀ

୫- ଏମିତି କଣ ଯାହା ଦେଖିପାରିବା କିନ୍ତୁ ଛୁଇଁ ପାରିବା ନାହି ?

ଉତ୍ତର- ସ୍ଵପ୍ନ

୬- ଏମିତି କଣ ଯାହାକୁ ଆପଣ ଦେଇ ଦେଲା ପରେ ବି ଆପଣ ପୁଣି ରଖିଥାନ୍ତି ?

ଉତ୍ତର- ବଚନ

୭- ଭୋଡା ଫୋନ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଇଂଲଣ୍ଡ

୮- ଭାରତରେ ୨୫ ପଇସା କେବେ ବନ୍ଦ ହୋଇଥିଲା ?

ଉତ୍ତର- ୨୯ ଜୁନ ୨୦୦୫ରେ

୯- ମୁଁ ଗୋଟିଏ ପୁଅକୁ ତୁମର ନାମ କଣ ପଚାରିଲି ସେ କହିଲା W17V5 ତେବେ ପୁଅର ନାମ କଣ ?

ଉତ୍ତର- ସଲିମ

୧୦- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ?

ଉତ୍ତର- ସମୁଦ୍ର ଘୋଡା

୧୧- ସ୍ତ୍ରୀ ସବୁବେଳେ ତାର ସ୍ବାମୀର ବାମ ପଟେ କାହିଁକି ଶୋଇଥାଏ ?

ଉତ୍ତର- ସ୍ତ୍ରୀ ସ୍ବାମୀର ବାମାଙ୍ଗୀ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥାଏ ତେବେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *