ଯେତେବେଳେ ଲୋକ ମାନେ ଘର ତିଆରି କରିଥାନ୍ତି ଭାବିଥାନ୍ତି କି ଘରଟି କିଛି ନ ହେଲେ ୧୦୦ ବର୍ଷା ଯାଏଁ ତିଷ୍ଠି ରହିବ । କିନ୍ତୁ ଏହି ୧୦୦ ବର୍ଷ ପାଇଁ ତିଆରି ହେଉଥିବା ଘର ଆଗରେ ଥିବା ରାସ୍ତାଟି ଉଚ୍ଛା ହୋଇଯାଏ । ଉଚ୍ଚ ହେବାର କାରଣ ହେଉଛି ଯେ ଘର ତିଆରି କରିବା ସମୟରେ ପକ୍କା ରାସ୍ତା ନ ଥାଏ । ଆଉ ଯେତେବେଳେ ଘର ତିଆରି ହୋଇଯାଏ ତା ପରେ ସରକାରଙ୍କ ଦ୍ଵାରା ରାସ୍ତା କରାଯାଏ ସେହି ସମୟରେ ରାସ୍ତା ର ଉଚ୍ଚତା ଘରର ଉଚ୍ଚତା ଠାରୁ ବଢିଯାଏ । ଏଭଳି ଘରର ଉଚ୍ଚତା ରାସ୍ତାର ଉଚ୍ଚତା ଠାରୁ ଅଧିକ ରହିବାରୁ ସାଧାରଣରେ ସେହି ଘରେ ନାଳ ନର୍ଦ୍ଦମାର ପାଣି ପଶି ଯାଇଥାଏ ।
କିନ୍ତୁ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ବା ଘରର ଉଚ୍ଚତା ବଢାଇବା ପାଇଁ ଉନି ଥରେ ଘର ଭାଙ୍ଗି ଲୋକେ ନୂଆ ଘର ତିଆରି କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘର ବିଷୟରେ କହିବାକୁ ଯାଉଛୁ ଯେଉଁଠି ଘର ଭଙ୍ଗାଯାଇ ନାହି କିନ୍ତୁ ଘରର ଉଚ୍ଚତା ବଢାଇବା ପାଇଁ ଏକ ନୂଆ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇଛି । ସେଭଳି ଟେକ୍ନୋଲୋଜି ଧରି ଆସିଛନ୍ତି ହରିୟାନା ରୁ ରାଜବିର ।
ରାଜବିର ଜଣେ ହିନ୍ଦୀ ଭାଷାଭାଷି ବ୍ୟକ୍ତି ଅଟନ୍ତି । ରାଜବିର ଙ୍କ ନୂଆ ଟେକ୍ନୋଲୋଜି ଅନୁଯାୟୀ ଘରକୁ ନ ଭାଙ୍ଗି ଘରର ଉଚ୍ଚତା ବୃଦ୍ଧି କରିବା ପାଇଁ ୨୫ ଶତକଡା ଭାଗ ପଇସାରେ ଘରର ଉଚ୍ଚତା ପୁଣି ଥରେ ବଢାଯାଇ ପାରିବ । ୨୫ ଶତକଡା ର ଅର୍ଥ ହେଉଛି ଆପଣ ଭାବି ନେବେ ଯେତେବଳେ ଗୋଟେ ଘର ଯେବେ ତିଆରି ହୁଏ ଏବେ ଯାହା ମୂଲ୍ୟ ରହିଛି ୧୨୫୦ ଟଙ୍କା ସ୍କୋୟାର ଫିଟ ଚାଲିଛି ।
କିନ୍ତୁ ରାଜବିର ଙ୍କ ଟେକ୍ନୋଲୋଜି ଅନୁଯାୟୀ ସେମାନେ ୨୫୦ ଟଙ୍କା ଚାର୍ଜ କରୁଛନ୍ତି ପର ସ୍କୋୟାର ଫିଟ ପିଛା । ଏହି ନୂଆ ଟେକ୍ନୋଲୋଜି ମାଧ୍ୟମରେ ସମୟ ମଧ୍ୟ ଅଧିକ ନଷ୍ଟ ହେବ ନାହି । ଏ ନେଇ ରାଜବିର କହିଛନ୍ତି କି ଦୀର୍ଘ ୧୫ ବ୍ରସ ହେବ ଏହି ଟେକ୍ନୋଲୋଜି ଯମୁନା ନଗର ହରିୟାନାରୁ ଚାଲି ଆସୁଛି ।
ସାରା ଦେଶରେ ସେମାନେ ୧୫ ବର୍ଷ ହେବ ଏହା ଉପରେ କାମ କରୁଛନ୍ତି । ସାଉଥ, ହରିୟାନା, ପଞ୍ଜାବ, ୟୁପି ଆଦି ଦେଶରେ ଏଭଳି ସ୍ଥିତି ଅଧିକ ହୋଇଥାଏ । ୧୦୦% ଗ୍ରାରେଣ୍ଟି ସହ ଘରର ଉଚ୍ଚତା ଏହି ଟେକ୍ନୋଲୋଜି ମାମଧ୍ୟରେ ବୃଦ୍ଧି କରାଯାଇ ପାରୁଛି । ବର୍ତ୍ତମାନ ସମୟରେ ସେ ରାଏଗଡାରେ ଏହି ଟେକ୍ନୋଲୋଜି ବ୍ୟବହାର କରି ଦେଖାଇଛନ୍ତି ।
ଏହି ଘର ତିଆରରେ ରାଜବିରଙ୍କ ଟେକ୍ନୋଲୋଜି ଅନୁଯାୟୀ ୬ ଇମାରତ ବଢାଯାଇଛି ଯାହା ପାଇଁ କୌଣସି ବାଧା ଆସି ନାହି । ଏଥିରେ ପ୍ରାୟ ୨୫% ଖର୍ଚ୍ଚ ହୋଇଥାଏ ଶିଂଗଲ ଘର ପାଇଁ । ଗୋଟେ ମାସରେ ଏହି ଟେକ୍ନୋଲୋଜି ଜରିଆରେ ଘର ପୁରା ତିଆରି ହୋଇ ଯାଉଛି ।
ଏଥିପାଇଁ ଆଉ ଘର ଭାଙ୍ଗିବାକୁ ପଡୁ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ନୂଆ ଟେକ୍ନୋଲୋଜି ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।