ଦେଖନ୍ତୁ ଝିଅର ପ୍ରଥମ ଜନ୍ମ ଦିନରେ ତାକୁ କେମିତି ସଜ କରି ଦେଉଛନ୍ତି Anisha, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ର ସେଲିବ୍ରେଟି ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେହିପରି ଟେଲିଭିଜନ ଜଗତରେ ମଧ୍ୟ କଳାକାର ମାନେ କିଛି କମ ନୁହନ୍ତି । ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନୀ କୁ ନେଇ ସୋସିଆଲ ମିଡିଆରେ ଅନେକ କଥା ସେୟାର କରିଥାନ୍ତି । ଖାସ କରି ଯେଉଁ ମାନେ ବିବାହ କରିଛନ୍ତି ବା ଯେଉଁ ମାନଙ୍କର ସନ୍ତାନ ଜନ୍ମ ହୋଇଥାଏ ସେମାନେ ନିଜର ବ୍ୟକ୍ତିଗତ କଥା ନିଜର ଫ୍ୟାନ୍ସ ମାନଙ୍କ ସହ ସେୟାର କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ଆନିଶା ତାଙ୍କ ଝିଅର ପ୍ରଥମ ଜନ୍ମଦିନରେ କେମିତି ତାଙ୍କୁ ସଜ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଟେଲି ଅଭିନେତ୍ରୀ ଆନିଶା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ତେବେ ସେ ଅଭିନେତା ସୁଭାସିସ ଙ୍କୁ ମ୍ୟାରେଜ କରିଛନ୍ତି ।

ଦୁହିଙ୍କର ଗତ ବର୍ଷ ଏକ କନ୍ୟା ସନ୍ତାନ ଜାତ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ଆନିଶା ଓ ସୁଭାସିସ ଙ୍କ ଝିଅର ପ୍ରଥମ ଜନ୍ମ ଦିବସ ପାଳନ ହୋଇଛି । ତେବେ ଝିଅର ଜନ୍ମ ଦିନରେ ମା ଆନିଶା ତାଙ୍କୁ ଖୁବ ସୁନ୍ଦର ଭାବେ ସଜାଇଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଆନିଶା ତାଙ୍କ ଝିଅକୁ କୋଳରେ ବସାଇ ତାଙ୍କୁ ମେକପ ଲଗାଉଛନ୍ତି ଯେମିତି ସେ ନିଜେ ମେକପ ନେଇଥାନ୍ତି । ତୁଳି ସାହାଜ୍ଯରେ ନିଜ ଝିଅର ଫେସ କୁ କ୍ଳିନକରି ପରେ ତା ମୁହଁରେ ମେକପ କରୁଛନ୍ତି । ଏହା ସହ ପିଂକ ରଙ୍ଗର ଡ୍ରେସ୍ସ ପିନ୍ଧିବା ସହ ଗୁଗୁଲ୍ସ ମଧ୍ୟ ପିନ୍ଧାଇଛନ୍ତି ଆନିଶା ତାଙ୍କ ଝିଅ ଙ୍କୁ । ଏହି ବେଶ ରେ ଆନିଶା ଙ୍କ ଝିଅ ଖୁବ ସୁନ୍ଦର ଓ ଗଜେସ ଲାଗୁଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଦୁହେଁ ମିଶି ନିଜ ଝିଅର ଜନ୍ମ ଦିନ ଖୁବ ଧୂମଧାମ ରେ ସେଲିବ୍ରେସସନ କରିବାର ନଜର ଆସିଛନ୍ତି । ତେବେ ଆନିଶା ଙ୍କ ଝିଅ ମଧ୍ୟ ସଜବାଜ ହୋଇ ବେଶ ଖୁସି ଥିବାର ନଜର ଆସୁଛି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ତେବେ ଝିଅର ପ୍ରଥମ ଜନ୍ମ ଦିନରେ ବାପା ମା ଦୁହେଁ ଖୁବ ମସ୍ତି ମଜା କରିଛନ୍ତି ।

ତେବେ ସଜବାଜ ହେବା ପାଇଁ ଆନିଶା ଙ୍କ ଝିଅ ବହୁତ କ୍ୟୁଟ ଲାଗୁଛି । ତେବେ ସୁଭାସିସ ନିଜର ଅଭିନୟ ଆଜି ବି ଜାରି ରଖିଥିବା ବେଳେ ଆନିଶା ନିଜ ଝିଅଙ୍କର କେୟାର ନେବାର ନଜର ଆସୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆନିଶା ଓ ସୁଭାସିସ ଙ୍କ ଝିଅ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *