ବନ୍ଧୁଗଣ ଆପଣ କାହାର ବି ନାମ ଭାବି ଯେ କୌଣସି ଗୋଟିଏ ନମ୍ବର ଚୟନ କରନ୍ତୁ । ଦେଖିବା ସେ ଆପଣଙ୍କ ଠାରୁ କଣ ଚାହୁଁଛନ୍ତି । ଆପଣ ନମ୍ବର ଚୟନ କରି ଜାଣି ପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ବା ସେ ଆପଣଙ୍କୁ କଣ କହିବାକୁ ଚାହୁଁଛନ୍ତି । ତେବେ କଣ ଆପଣ ରେଡି ଅଛନ୍ତି ଉତ୍ତର ଜଣାଇବା ପାଇଁ । ତେବେ ଆସନ୍ତୁ ଆରମ୍ଭ କରିବା ଇଣ୍ଟ୍ରେଷ୍ଟିଙ୍ଗ ଲଭ କୁଇଜ ଗେମ । ୧- ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କୁ ନିଜର କରିବାକୁ ଚାହୁଁଛନ୍ତି । ଆପଣଙ୍କ ସହ ଜୀବନ ବ୍ଯତୀତ କରିବାକୁ ଚାହୁଁଛନ୍ତି । ଆପଣଙ୍କୁ ନିଜ ଠାରୁ ଦୂରକୁ ଯିବାକୁ ଦେବାକୁ ଚାହୁଁ ନାହାନ୍ତି ।
୨- ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ସେ ଆପଣଙ୍କ ସହ ବାହାରକୁ ଯାଇ କିଛି ଦିନ ବୁଲିବା ପାଇଁ ଚାହୁଁଛନ୍ତି । କିଛି ଦିନ ପାଇଁ ସେ ଆପଣଙ୍କ ସହ ଏମିତି ଜାଗାକୁ ଯିବାକୁ ଚାହୁଁଛନ୍ତି ଯେଉଁଠି ଆପଣଙ୍କ ଦୁହିଙ୍କ ବ୍ଯତୀତ ଅନ୍ୟ କେହି ନ ଥିବେ । ତେବେ କଣ ଆପଣ ତାଙ୍କ ସହ ବୁଲିବାକୁ ରେଡି ଅଛନ୍ତି ।
୩- ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ସେ ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ସବୁ ଦିନ ପାଇଁ ନିଜର କରିବାକୁ ଚାହୁଁଛନ୍ତି । କଣ ଆପଣ ମଧ୍ୟ ରେଡି ଅଛନ୍ତି ତାଙ୍କ ସହ ମ୍ୟାରେଜ କରିବାକୁ ।
୪- ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କୁ ନେଇ ତାଙ୍କ ମନରେ କିଛି କଥା ଅଛି ଯାହାକୁ ସେ କଥା ହୋଇ କ୍ଲିୟର କରିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ସହ କଥା ସେହି ସବୁ କଥା ଜାଣିବାକୁ ଚହୁଁଛନ୍ତି କାରଣ ସେହି କଥାକୁ ସେ ଆଜିକାଲି ବହୁତ ଟେନସନ ରେ ଅଛନ୍ତି । ତେବେ କଣ ଆପଣ ବି ତାଙ୍କ ସହ ଏହି କଥା ହୋଇ କ୍ଲିୟର କରିବାକୁ ଚାହୁଁଛନ୍ତି ଯାହା ଦ୍ଵାରା ଆପଣଙ୍କର ଓ ତାଙ୍କ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହେବ ।
୫- ଯଦି ଆପଣ ପଞ୍ଚମ ନମ୍ବର ଚୟନ କରିଛନ୍ତି ତେବେ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କୁ ଆଇ ଲଭ ୟୁ କହିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି ତାହାର ଇଜହାର କରିବାକୁ ଚାହୁଁଛନ୍ତି । ତେବେ କଣ ଆପଣ ବି ତାଙ୍କୁ ସେତିକି ଭଲ ପାଉଛନ୍ତି ଯେତିକି ସେ ଆପଣଙ୍କୁ ଭଲ ପାଉଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଏହା ଉପରେ ଆପଣଙ୍କ ମତାମତ ଆମକୁ କମେଣ୍ଟ ଜରିଆରେ ଜାଣନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।