ନମସ୍କାର ବନ୍ଧୁଗଣ, ଆପଣ ମାନେ କଂଗ୍ରେସ ବିଧାୟକ ସୁର ରାଉତରାଏ ଙ୍କୁ ବେଶ ଭାଲ ଭାବେ ଜାଣିଥିବେ । ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ତାଙ୍କର ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ମାନେ ହସି ହସି ଗଡିଯିବେ । ତେବେ ଆପଣ ମାନେ ଏହି ଭିଡିଓ ରେ ଦେଖିପାରିବେ ସୁର ଭାଇ କଣ କରୁଛନ୍ତି ସେ ପୁଣି ସୌଚାଳୟ ଆଗରେ । ସୌଚାଳୟ ଥାଇ ମଧ୍ୟ ସୁର ଭାଇ ଭିତରକୁ ନ ଯାଇ ବାହାରେ ସବୁ କାମ ସାରି ଦେଉଛନ୍ତି । ଯେବେ କୋରୋନା ସମୟରେ ସମସ୍ତେ ମାସ୍କ ପିନ୍ଧୁଥିଲେ କିନ୍ତୁ ସୁର ଭାଇ ବିନା ମାସ୍କରେ ବୁଲୁଥିଲେ ଆଉ ଫାଇନ ମଧ୍ୟ ଦେଇ ନ ଥିଲେ ।
ତେବେ ଏଭଳି ହରକତ ପାଇଁ ସେ ଫାଇନ ଦେବେ କାହିଁକି ? ଭୁବନେଶ୍ବର ମେୟର ସୁଲୋଚନା ରାସ୍ତା ପରିଷ୍କାର କରିବା ଲାଗି ଉଠା ଦୋକାନୀଙ୍କୁ ଉଠାଇ ଦେଉଛନ୍ତି କିନ୍ତୁ ଏଠି ଦେଖନ୍ତୁ ସୁର ଭାଇ କଣ କରୁଛନ୍ତି ? ଏଇ ରାସ୍ତା କଡରେ ଏମିତି କରୁଛନ୍ତି ସୁର ଭାଇ ଆଉ ଯଦି ମେୟର ଆସି ପହଞ୍ଚିବେ ତେବେ କଣ ହେବ ? ସୁର ଭାଇ ମୁଣ୍ଡ କୁଣ୍ଡାଉଛନ୍ତି ପଣି ବାହାର କରି ତା ପରେ ରାସ୍ତା ପାର କରି ଆସୁଛନ୍ତି ।
ସୁର ଭାଇ ବିଧାନସଭାରେ କହୁଛନ୍ତି ମୁଁ ସରକାରଙ୍କୁ ଧନ୍ୟବାଦ ଦେଉଛି ଏମିତି କାମ କରୁଛନ୍ତି ସେଥିପାଇଁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉଛନ୍ତି । ଆହୁରି ସୁର ଭାଇ କହୁଛନ୍ତି ଗ୍ରେଟ ଅଶୋକ ଛେ ଯେଉଁ କେଦାର ଗୌରି ପବିତ୍ର ପାଣି ଏମଏଲଏ ମାନେ ଧରିବେ ଆଞ୍ଜୁଳାଏ ପାଣି ପୋକ ହେବେ ସାଲୁ ସାଲୁ ।
ସୁର ଭାଇ କହୁଛନ୍ତି ଦଳ ଫଳ ଛାଡ କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ବେଳେ ସୁର ଭାଇ କହିଥିଲେ ଆଗ ପାର୍ଟି ପରେ ଦଳ । କିନ୍ତୁ ଏବେ କହୁଛନ୍ତି ଦଳ ଫଳ ଛାଡ ହେ ଆଗ ପ୍ରୋଜେକ୍ଟ ହେଉ ଯାଉ । ଆହୁରି କହୁଛନ୍ତି ପୃଥିବୀରେ ଖେଳ ହେବ ବୋଧ ହୁଏ ତାଙ୍କର କେହି କଥା ଶୁଣୁ ନାହାନ୍ତି ସେଥିପାଇଁ ତ ସୁର ଭୟୟ କହିଛନ୍ତି ଶୁଣ ।
ମୋଦୀ ସରକାର ମାରି ସାରିଲେଣି କିନ୍ତୁ ନବୀନ ପଟ୍ଟନାୟକ ବହୁତ ଭଲ କାମ କରୁଛନ୍ତି ବୋଲି ସୁର ଭାଇ କହୁଛନ୍ତି । ଯାହାକୁ ଶୁଣିବା ପରେ ନବୀନ ବାବୁ ଖୁସି ହେବେ କଣ ସୁର ଭାଇଙ୍କ କଥା ଶୁଣିକି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପୂର୍ବରୁ ସୁର ଭାଇ କହିଥିଲେ ୨୨ ବର୍ଷ ରହିଲେ କିନ୍ତୁ କମାରଶାଳା ଗୋଟେ କରି ପାରିଲେ ନାହି । ଆଉ ଏବେ ନବୀନଙ୍କର ପ୍ରଶଂସା କରୁଛନ୍ତି ।
ସୁର ଭାଇ ମୋକିମ ଭାଇଙ୍କୁ ନିର୍ବଚନ ସମୟରେ ଅନେକ କଥା କହିଥିଲେ କିନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନ ହେବ ପୂର୍ବରୁ ଶୁଭେଛା ଜଣାଇଥିଲେ ଆଉ କହିଥିଲେ ଆମ ଓଡିଆ ଝିଅ ଆଦିବାସୀ ଝିଅ ଆମର ଗର୍ବ । ଆହୁରି ସୁର ଭାଇ ସାନ ପୁଅର ସାଜ୍ଞା ମଧ୍ୟ ଭୁଲ କହୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ । ବନ୍ଧୁଗଣ ଆପଣଙ୍କର ସୁର ଭାଇଙ୍କର ଏଭଳି ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।