ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପଢି ଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।
୧- ଭାରତର କେଉଁ ରାଜ୍ୟରେ ସାଗୁଆନ ବଣ ବହୁତ ଅଧିକ ଦେଖା ଯାଇଥାଏ ?
ଉତ୍ତର- ମଧ୍ୟପ୍ରଦେଶ
୨- ଆହୋମ ବିଦ୍ରୋହ କେଉଁ ଠାରେ ହୋଇଥିଲା ?
ଉତ୍ତର- ଆସାମ
୩- ବିଶ୍ଵ ର ସବୁଠାରୁ ବଡ ଘଣ୍ଟା ଘର କେଉଁ ଠାରେ ଅବସ୍ଥିତ ଅଟେ ?
ଉତ୍ତର- ରୁଷିଆ
୪- ସହିଦ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ଜାନୁଆରୀ ୩୦
୫- ବସନ୍ତ ରୋଗ ର ଟୀକା କିଏ ଆବିଷ୍କାର କରିଥିଲେ ?
ଉତ୍ତର- ଏଡବାର୍ଡ ଜେନର
୬- ଦୁନିଆର ସବୁଠାରୁ ଛୋଟ ଫୁଲ ର ନାମ କଣ ଅଟେ ?
ଉତ୍ତର- ବୋଲିଫିଆ
୭- ମହାବିସ୍ଫୋର ସିଦ୍ଧାନ୍ତ କାହା ସହ ସମ୍ବଧିତ ଅଟେ ?
ଉତ୍ତର- ବିଶ୍ଵ ର ଉତ୍ପତି
୮- ଖିଲଜି ବଂଶ ର ସ୍ଥାପନ କିଏ କରିଥିଲେ ?
ଉତ୍ତର- ଆଲାଉଦ୍ଦୀନ ଖିଲଜି
୯- ଫ୍ରାଂସିସ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ପ୍ରତିଷ୍ଠିତ ହୋଇଥିଲା ?
ଉତ୍ତର- ୧୬୬୪ ମସିହା
୧୦- ନୋବେଲ ପୁରସ୍କାର କାହାକୁ ଦିଆ ଯାଇଥାଏ ?
ଉତ୍ତର- ସ୍ଵିଡେନ ଏକାଡେମି
୧୧- ଗୁଲାମ ବଂଶ ର ସ୍ଥାପନ କେବେ ହୋଇଥିଲା ?
ଉତ୍ତର- ୧୨୦୬ ମସିହାରେ
୧୨- ରେଡକ୍ଲିପ ରେଖା କେଉଁ ଦେଶ ମଧ୍ୟରେ ଅବସ୍ଥିତ ଅଟେ ?
ଉତ୍ତର- ଭାରତ ଓ ପାକିସ୍ତାନ
୧୩- ହାଇଦର ଅଲ୍ଲୀ ର ଉତ୍ତରାଧିକାରୀ କିଏ ଥିଲା ?
ଉତ୍ତର- ଟିପୁ ସୁଲତାନ
୧୪- ହଙ୍ଗକଙ୍ଗ ର ମୁଦ୍ରା ର ନାମ କଣ ?
ଉତ୍ତର- ଡଲାର
୧୫- କେଉଁ ଜୀବ ର ପାଦ ନାହି ଚାଲିପାରେ କଣା ନାହି କିନ୍ତୁ ଶୁଣିପାରେ ?
ଉତ୍ତର- ସାପ
୧୬- ମିରାତ-ଉଲ-ଅଖବାର ର ସଂସ୍ଥାପକ କିଏ ଥିଲେ ?
ଉତ୍ତର- ରାଜା ରାମ ମୋହନ ରାୟ
୧୭- ଜଙ୍ଘ ରେ କେତୋଟି ହାଡ ଦେଖିବାକୁ ମିଳିଥାଏ ?
ଉତ୍ତର- ୨ଟି
୧୮- କାହାର ପାଦ ନାହି ହେବେ ସେ ବୁଲିଥାଏ ?
ଉତ୍ତର- ପଙ୍ଖା
୧୯- କେଉଁ ଗଛର ପତ୍ର ରେ ହନୁମାନଙ୍କର ଛବି ଅଛି ?
ଉତ୍ତର- ହନୁମନ୍ତ ବୀର ପତ୍ର
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଆଗକୁ ଆମେ ଆପଣ ମାନଙ୍କ ପାଇଁ ଏମିତି ପୋଷ୍ଟ ନେଇ କରି ଆସିବୁ, ଧନ୍ୟବାଦ ।