ପ୍ରେଗ୍ନେସୀ କିଟ୍ ପଜିଟିଭ ଆସିଲା ବୋଲି, Dineshକୁ ବାହା ହେବାକୁ…. ଦେଖନ୍ତୁ Video କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ବ୍ରହ୍ମପୁର ସହର ଖାଲି ଉଠୁଛି ପଡୁଛି ଦୀପିକା ଓ ଦିନେଶଙ୍କ ପ୍ରେମ ସଂପର୍କକୁ ନେଇ । ଏତେ ଚର୍ଚ୍ଚା ଜୋର ଧରିଛି କି ଦୀପିକା ଗୋଟିଏ ପରେ ଗୋଟିଏ ବଡ ଖୁଲାସା କରିବାରେ ଲାଗିଛନ୍ତି ତାଙ୍କର ଓ ଦିନେଶଙ୍କର ପ୍ରେମ ସମ୍ପର୍କକୁ ନେଇ । ତେବେ ଦୀପିକା ବର୍ତ୍ତମାନ ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସେ କହିଛନ୍ତି ସେ କେସ କରିବାକୁ ଚାହୁଁ ଣ ଥିଲେ କାରଣ ସେ ପ୍ରେଗନେଣ୍ଟ ଥିଲେ କିନ୍ତୁ ଦିନେଶଙ୍କୁ ତାଙ୍କ ପରିବାର ଲୋକେ ବହୁତ ପଇସା ବାଲା ହୋଇଥିବାରୁ ଜେଲ ଯିବାକୁ କହିଥିଲେ ଆଉ ଦୁଇ ଦିନ ପରେ ବେଳରେ ନେଇଆସିବେ ବୋଲି କହିଥିଲେ ।

ଦିନେଶକୁ ଭେଜପା ସୋ ରୁମରୁ ଭଲ ପାଇଥିଲେ ଯେବେ ସେ ସେଲ୍ସରେ କମ କରୁଥିଲେ । ସୋ ରୁମର ମ୍ୟାନେଜଙ୍କ ଠାରୁ ଦୀପିକାଙ୍କ ନମ୍ବର ନେଇ ଦିନେଶ ତାଙ୍କ ସହ ସମ୍ପର୍କରେ ଆସିଥିଲେ । ଏହା ପରେ ଦୀପିକା ଦିନେଶଙ୍କ ଠାରୁ ବୟସରେ ବଡ ହେବ ସହ ଦୁହିଙ୍କର ଜାତି ମଧ୍ୟ ଅଲଗା ଥିଲା ବୋଲି ଜଣାଇଥିଲେ । ନିଜ ବିଷୟାରେ ସବୁ କହିବା ପରେ ମିଠା ମିଠା କଥା କହି ଦୀପିକାଙ୍କୁ ନିଜ ପ୍ରେମରେ ଫସାଇଥିଲେ । ଏମିତିକି ଦୀପିକାଙ୍କ ମାଙ୍କୁ ମଧ୍ୟ ଦିନେଶ କଥା ଦେଇଥିଲେ ଦୀପିକାଙ୍କୁ ଭଲରେ ରଖିବା ପାଇଁ ।

ଦୀପିକାଙ୍କ ସବୁ କଥାରେ ହଁ ଭରୁଥିଲେ । କୋରୋନା ସମୟରେ ଦୀପିକା କୋଲକାତର ଜଣେ ବିଲଡରକୁ ପଇସା ପଠାଇଥିଲେ ଯାହା ସେହି ବ୍ୟକ୍ତି ଜଣକ ଫେରାଉ ନ ଥିଲେ ଦୀପିକାଙ୍କୁ । ସେହି ସମୟରେ ଦୁହେଁ କୋଲକାତା ଯାଇଥିଲେ ଆଉ ସେଠାରେ ସବୁ ଦୋକାନ ବଜାର ମଧ୍ୟ ବନ ଥିଲା । କୋଲକାତାରେ ଏକ ହୋଟେଲରେ ଦୁହେଁ ଗୋଟେ ଦିନ ରହିଥିଲେ ଆଉ ସେହି ଦିନ ଦୁହିଙ୍କ ମଧ୍ୟରେ ରିଲେସନ ରହିଥିଲା । ପରେ ସେମାନେ ଓଡିଶା ଫେରିଥିଲେ ଯାହା ପରେ ଦୀପିକାଙ୍କର ଲେଡିଜ ପ୍ରୋବ୍ଲେମ ଦେଖାଯାଇଥିଲା ।

ଦୀପିକା ସହରାଞ୍ଚଳରେ ଯାଇ ବିପି ଚେକ କରିବା ସହ ପିରିଏଡ ବନ୍ଦ ହୋଇଯାଇଥିଲା । ଡାକ୍ତରଙ୍କୁ ଦେଖାଇବା ପରେ ଦିନେଶ କୀଟ ଆଣି ଦେଇଥିଲେ ଦୀପିକାଙ୍କୁ ଆଉ ସେ ଟେଷ୍ଟ କରିବା ପରେ ପଜେଟିଭ ଆସିଥିଲା । ଯାହା ପରେ ତାଙ୍କୁ ବାହା ହେବା ସହ ଦିନେଶଙ୍କୁ ବାଧ୍ୟ କରିଥିଲେ ଦୀପିକା । ଦୀପିକା କରିଥିବା ଦୋକାନ ମଧ୍ୟ ଭାଙ୍ଗି ଦେଇଥିଲେ ଦିନେଶ ବାହାଘର କହିବା କାରଣରୁ । ଦୀପିକା ନିଜର ସମ୍ପର୍କ ବିଷୟରେ ଦିନେଶଙ୍କର ଘର ଲୋକଙ୍କୁ କହିଥିଲେ ମଧ୍ୟ ସେମାନେ ଧକ୍କା ମାରି ଘରୁ ବାହାର କରିଦେଇଥିଲେ ।

ଦୁହିଙ୍କର ସମ୍ପର୍କ ୩ ବର୍ଷ ବୀତି ଯାଇଛି । ଦିନେଶଙ୍କ ପରିବାର ପଇସା ଦେଇ ଡିଲ କରିଥିଲେ କିନ୍ତୁ ଦୀପିକା ମନା କରିଥିଲେ । ପରେ ଦୀପିକା ମହିଳା ଥାନାରେ କେସ ଦେଇଥିଲେ । ଭୁବନେଶ୍ଵର ଓ କୋଲକାତାରେ ଦୁହେଁ ଯାଉଥିଲେ ଆଉ ରହୁଥିଲେ ମଧ୍ୟ । କେସ ଦେବା ପରେ ଦିନେଶ ଘର ଲୋକଙ୍କ କଥା ଶୁଣିଲେ କିନ୍ତୁ ମ୍ୟାରେଜ କରିବାକୁ ରାଜି ହେଲେ ନାହି । କେସ ଦେବା ପରେ ଦିନେଶ ହାତ ଯୋଡିଥିଲେ ଦୀପିକାଙ୍କୁ ଜେଲ ନ ପଠାଇବାକୁ କିନ୍ତୁ ତା ମା କହିଥିଲା କଣ ପାଇଁ ଏ ସବୁ କରୁଛୁ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *