ବନ୍ଧୁଗଣ ଆପଣ ମାନେ ଜୀବନରେ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ଏକ ପବିତ୍ର ବନ୍ଧନ ଯେଉଁଠି ମଣିଷ ସବୁ କିଛି ଭୁଲିଯାଏ । ଆଉ ପ୍ରେମରେ ପଡିଲେ ନିଜ ପରିବାରକୁ ବି ଭୁଲିଯାଏ । କିନ୍ତୁ ଭଲ ପୁଅ ମିଳିବା ବହୁତ କଷ୍ଟକର ଅଟେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ମାନେ ଜାଣିପାରିବେ ଭଲ ପୁଅ ହେବାର ଲକ୍ଷଣ କଣ ହୋଇଥାଏ । ଏଭଳି ପୁଅ ଲାଇଫରେ ଥିଲେ ଲାଇଫ ଖୁସିରେ ବୀତିଥାଏ ।
୧- ପୁଅ ଆପଣଙ୍କୁ ଭଲ ପାଉଥିଲେ ଆପଣଙ୍କ ସହ ସବୁ କଥା ସେୟାର କରିବ । ଯେମିତିକି ନିଜ ପରିବାର ବା ବନ୍ଧୁ ସବୁ ବିଷୟରେ ଶେୟାର କରିବ । କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ ଯେଉଁ ମାନେ ଟାଇମ ପାସ କରନ୍ତି ସେମାନେ ନିଜ ବିଷୟରେ ବା ପରିବାର ବିଷୟରେ କିଛି କହିବେ ନାହି ବରଂ ଲୁଚାଇବେ । ଏଭଳି ପୁଅମାନେ ଝିଅଙ୍କର ପ୍ରଶଂସା କରିବେ ତା ଛଡା ଆଉ କିଛି କହିବେ ନାହି । କିନ୍ତୁ ଭଲ ପୁଅ ସବୁ କିଛି ଛୋଟ ମୋଟ କଥା ସେୟାର କରିବେ ।
୨- ଅନେକ ଲୋକ ଭାବିଥାନ୍ତି ଯେଉଁ ପୁଅ ନିଶା କରେ ନାହି ସେ ବହୁତ ଭଲ ହୋଇଥିବ କିନ୍ତୁ ଏହା ସପୂର୍ଣ୍ଣ ଭୁଲ ଧାରଣା ଅଟେ । ଯେଉଁ ପୁଅ ନିଜର ଶରୀରର ପ୍ରତି ଅଧିକ ଧ୍ୟାନ ଦେଉଛି ସେମାନଙ୍କର କିଛି ଅଲଗା ଲକ୍ଷ୍ୟ ରହିଥିବ । ଯିଏ ନିଶା କରୁ ନ ଥିବ ସେ ଏମିତି ସାଙ୍ଗ କରିବା ନାହି କି ସେଭଳି ଲୋକଙ୍କ ସହ ମିଶିବ ନାହି । ଏଭଳି ପୁଅ ଆପଣଙ୍କ ଜୀବନରେ ଥିଲେ କେବେ ବି ତାକୁ ନା କରିବେ ନାହି ।
୩- ଯିଏ ଭଲ ପୁଅ ହୋଇଥିବ ସେ ଆପଣଙ୍କର ସଚ୍ଚା ହୃଦୟରୁ ସାହାଜ୍ଯ କରିବ । ଅନେକ ସମୟରେ ଝିଅ ମାନେ ସମସ୍ୟାରେ ଫସି ଯାଇଥାନ୍ତି । ସେହି ସମୟରେ ଯିଏ ସଚ୍ଚା ପ୍ରେମୀ ହୋଇଥିବ ସେ ବୁଝାଇବ କଣ ଭଲ କଣ ଖରାପ ସବୁ କିଛି । ଯେଉଁ ପୁଅ ନିଜର ଟାଇମ ବାହାର କରି ଝିଅ ପଛରେ ପଡିଥାଏ ଆଉ ତାକୁ ଭଲ କଥା କହୁଥାଏ ବା ଭଲ ମନ୍ଦ ବୁଝାଉଥାଏ ସେ ବହୁତ ଭଲ ମଣିଷ ହୋଇଥାଏ । ସେ ସତରେ ଆପଣଙ୍କ ସହ ରିଲେସନରେ ରହିବାକୁ ଚାହୁଁଛି ।
୪- ଯେଉଁ ପୁଅ ଝିଅର ଘର ଲୋକଙ୍କ ଇଜ୍ଜତ କରିଥାଏ ସେ ବହୁତ ଭଲ ହୋଇଥାଏ । କିନ୍ତୁ ଆଜିର ସମୟରେ ଏମିତି ପୁଅ ମିଳିବା ଅସମ୍ଭବ ଅଟେ । କାରଣ କିଛି ପୁଅ ଏମିତି ଅଛନ୍ତି ଯେଉଁ ମାନେ ନିଜ ଘର ଲୋକଙ୍କ କଥା ଏମାନେ ନାହି ବା ଇଜ୍ଜତ କରେ ନାହି ।
କୌଣସି ପୁଅର ପରିବାରରେ କିଛି ସମସ୍ଯା ହେଲେ ଆଉ ଚିନ୍ତା ରେ ରହିଥାଏ ତେବେ ଜାଣିବେ ତା ଠାରୁ ଭଲ ପୁଅ ଆଉ କେହି ମିଳିବେ ନାହି । ଏଭଳି ପୁଅ ଆପଣଙ୍କ ଜୀବନରେ ମିଳିଲେ କେବେ ବି ଲାଇଫ ରୁ ଯିବାକୁ ଦେବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।