ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ କିଶୋର ଭାଇନା ଙ୍କ ମଟନ ଦୋକାନ ବିଷୟ ରେ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଦର୍ଶକ ବନ୍ଧୁ ଏହି କିଶୋର ଭାଇନା ଙ୍କ ମଟନ ଦୋକାନ ର ଦୈନିକ ରୋଜଗାର କେତେ ହେଉଥିଲା ଏବଂ ତାଙ୍କ ଘର ପରିବାର ଓ ସମ୍ପତ୍ତି ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ କିଶୋର ଭାଇନା ଙ୍କ ଏହି ମଟନ ଦୋକାନ ବର୍ଷ ବର୍ଷ ଧରି ଚାଲିଥିଲା । ବର୍ଷକୁ କୋଟି କୋଟି ଟଙ୍କା ର ବ୍ୟାପାର ମଧ୍ୟ କରୁଥିଲେ କିଶୋର ଭାଇନା ।
ମଟନ ର ଝୋଳରେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ କିଶୋର ଭାଇନା । ହେଲେ ଏବେ ତାଙ୍କ ବ୍ୟାପାର ପୁରା ବନ୍ଦ ହୋଇ ଯାଇଛି । କଣ ତାହା କିଛି ଫୁଡ୍ ବ୍ଲଗର ମାନଙ୍କ ପାଇଁ ଅଥବା ତାହା ହେଉଛି ବିଏମ୍ସି ର କିଛି ନିୟମ ଉଲ୍ଲଂଘନ କରିବା ପାଇଁ ? ତେବେ ଆସନ୍ତୁ ଜାଣିବା । ସୂଚନା ଅନୁଯାୟୀ ବିଏମ୍ସି ର କିଛି ନିୟମ ଉଲଂଘନ କରି ତାଙ୍କୁ ନିଜର ଦୋକାନ କରି ଥିବାରୁ ତାଙ୍କୁ ଏବେ ଦୋକାନ ବନ୍ଦ କରିବାକୁ ପଡୁଛି ।
ଏବେ ତାଙ୍କ ମଟନ ତରକାରୀ ର ହିସାବ ରଖୁଛନ୍ତି ସବୁ ସୋସିଆଲ ମିଡିଆ ର ବ୍ଲଗର ମାନେ । ଲୋକ ମାନଙ୍କ କହିବା କଥା ପ୍ରାୟ ୬ କୋଟି ଟଙ୍କା ର ପ୍ରତିବର୍ଷ ବ୍ୟାପାର କରୁଥିଲେ କିଶୋର ଭାଇନା । ତେବେ ଯଦି ପ୍ରାୟ ୩୦% ବି ଲାଭ ହେଉଥିଲା ତେବେ ଏହି ବ୍ୟାପାର ଦ୍ଵାରା ସେ ବର୍ଷ କୁ ୧ କୋଟି ୮୦ ଲକ୍ଷ ଟଙ୍କା ଲାଭ କରୁଥିଲେ କିଶୋର ଭାଇନା । ଏହାର ହିସାବ ମଧ୍ୟ ଏବେ ବିଏମ୍ସି ପାଖରେ ଅଛି । କାରଣ ସେ ଏକ ପ୍ଲେଟ ମଟନ କୁ ୨୦୦ ଟଙ୍କା ପ୍ଳେଟ ହିସାବରେ ବିକ୍ରି କରୁଥିଲେ ।
ଏହି ବ୍ୟାପାର ସେ ଦୀର୍ଘ ୨୦ ବର୍ଷ ଧରି କରି ଆସୁଛନ୍ତି । ତାହା ଭିତରେ ସେ ଅନେକ ଲାଭ କରିଥିବେ । ଏହାର ସବୁ ଟିକିନିଖି ହିସାବ ରଖୁଛି ବିଏମ୍ସି ସଂସ୍ଥା । ବିଏମ୍ସି ମଧ୍ୟ ଏହା ଦେଖିଥିଲା କି, ଏହି ମଟନ କରାଯାଉଥିବା ସ୍ଥାନରେ ବହୁତ ପ୍ରଦୂଷଣ ମଧ୍ୟ ହେଉଛି । ସୋସିଆଲ ମିଡିଆରେ କାଠ ଚୁଲି ରେ ତିଆରି ତାଙ୍କ ମଟନ ତରକାରୀ ବହୁତ ସ୍ୱାଦିଷ୍ଟ ବୋଲି କହୁଥିଲେ କିନ୍ତୁ ଏହି କାଠ ଚୂଳିକୁ ବିଏମସୀ କହୁଥିଲେ ପ୍ରଦ୍ୟୁଷଣ ବହୁତ କରୁଛି । ଆଉ ଏହି ଚୁଲି ଦ୍ଵାରା ବହୁତ ବିଷାକ୍ତ ଧୂଆଁ ବାହାରୁଥିଲା ।
ଖାଲି ଏତିକି ନୁହେଁ ତାଙ୍କ ହୋଟେଲ ରେ ଲୋକ ମାନଙ୍କ ଭିଡ଼ କରୁଥିଲେ ବରଂ ଅନେକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା । ଆହୁରି ମଧ୍ୟ ବିମସି କହିଥିଲା କି ଯେଉଁ ସବୁ ନିମ୍ନ ମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରୁଥିଲେ । ଏମିତିକି କିଶୋର ଭାଇନା ଯେଉଁ ସକ୍ସ, ପାଉଡର ମିଶାଉଥିଲେ ତାହା ଏକ୍ସପାରି ଥିଲା । ତାଙ୍କର ଦୈନିକ ଲାଭ ୭ରୁ ୧୦ ହଜାର ଟଙ୍କା ହେଉଥିଲା । ବନ୍ଧୁଗଣ ଆପଣ ମାନଙ୍କର କିଶୋର ଭାଇନାଙ୍କ ହୋଟେଲ ବିଷୟରେ କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ, ଧନ୍ୟବାଦ ।