ଗାଡି ଚାଳକଙ୍କ ପାଇଁ October 1ରୁ ନୂଆ ନିୟମ, ନୂଆ ନମ୍ବର ପ୍ଳେଟ ନଥିଲେ ଗଣିବେ 10 ହଜାର ଫାଇନ…. ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆଉ ମାତ୍ର କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଅକ୍ଟୋବର ମାସ । ଯଦି ଅପାନ ନିଜ ଗାଡି ରେ ନୂଆ ନମ୍ବର ପ୍ଳେଟ ଲଗାଇ ନ ଥିବେ ତେବେ ୧୦ ହଜାର ଫାଇନ ଦେବାକୁ ପଡିବ । ଏହି କଥା ସରକାରୀ ନିୟମ କହୁଛି । ଗାଡି ଚାଳକ ଙ୍କ ପାଇଁ ଷରକାର ଯେଉଁ ନିୟମ ଆଣିଛନ୍ତି ସେହି ଅନୁଯାୟୀ ସାଧାରଣ ନମ୍ବର ପ୍ଳେଟ ବଦଳରେ ଆପଣ ନିଜ ନିଜ ଗାଡିରେ ଲଗାଇବେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ । ଆଦି ସରକାରଙ୍କ ପକ୍ଷ ରୁ ଜାରି ହୋଇଥିବା ଏହି ନିୟମ ମାନିବେ ନାହି ତେବେ ହଜାର କି ଦୁଇ ହଜାର ନୁହେଁ ବରଂ ୧୦ ହଜାର ଯାଏଁ ଦେବାକୁ ପଡିପାରେ ଜୋରିମାନା ।

ଯେଉଁ ପୁରୁଣା ଗାଡିର ନମ୍ବର ୧, ୨, ୩, ୪ ରେ ଶେଷ ହେଉଛି ଏମାନେ ସେପ୍ଟେମ୍ବର ୩୦ ସୁଧା ନିଜ ଗାଡିରେ ହାଇ ସିକ୍ଯୁରିତି ନମ୍ବର ପ୍ଳେଟ ଲଗାଇବାକୁ ବାଧ୍ୟ ହେବେ । ଯଦି ଆପଣ ନିର୍ଧାରିତ ସମୟରେ ଗାଡି ର ନମ୍ବର ପ୍ଳେଟ ବଦଳାଇବେ ନାହି ଏବେ ଆପଣଙ୍କୁ ଟ୍ରାଫିକ ପୋଲିସ ଅଟକାଇ ପାରେ । ନଚେତ ଅକ୍ଟୋବର ମାସ ଆରମ୍ଭରୁ ଗାଡି ଚେକିଙ୍ଗ ହେଉଥିବା ବେଳେ ନାଁକୁ ଜୋରିମାନା ଦେବାକୁ ପଡିବ । ଖାଲି ଚେକିଙ୍ଗ ହେବ ତାହା ନୁହେଁ ବରଂ ଯେଉଁ ମାନେ ନିୟମର ଅବମାନନା କରିଥିବେ ସେମାନଙ୍କ ପାଖରୁ ମୋଟା ଅଙ୍କ ର ଫାଇନ କଟାଯିବ ।

ସରକାରି ଜାରି କରିଥିବା ନିୟମ ଅନୁଯାୟୀ ଯେଉଁ ଗାଡି ର ନମ୍ବର ୫ ଓ ୬ ରେ ଶେଷ ହୋଇଥିବ ସେହି ଗାଡି ପାଇଁ ବି ଅକ୍ଟୋବର ୩୧ ରହିଛି ଶେଷ ତାରିଖ । ଏହା ସହ ଯେଉଁ ଗାଡିର ନମ୍ବର ୭ ଓ ୮ ରେ ଶେଷ ହେଉଛି ସେହି ଗାଡି ଚଲାକ ମାନେ ନଭେମ୍ବର ୩୦ ସୁଧା ନିଜ ଗାଡିରେ ନୂଆ ନମ୍ବର ପ୍ଳେଟ ଲଗାଇଲେ ନ ହେଲେ ଫାଇନ ଦେବେ । ସେହିପରି ଗାଡିର ନମ୍ବର ୯ ଓ ୧୦ ରେ ଶେଷ ହେଉଥିଲେ ଡିସେମ୍ବର ୩୧ ସୁଧା ନୂଆ ନମ୍ବର ପ୍ଳେଟ ଲଗାଇବେ ।

ସରକାର ଧାର୍ଯ୍ୟ କରିଥିବା ନିୟମ ଅନୁଯାୟୀ ଯେଉଁ ଗାଡି ଚାଳକ ମାନେ ସେମାନଙ୍କ ଗାଡି ରେ ନମ୍ବର ପ୍ଳେଟ ଲଗାଇବେ ନାହି ଏମାନଙ୍କୁ ମୋଟା ଅଙ୍କ ର ଜୋରିମାନା ଦେବାକୁ ପଡିବ । ଏହା ସହ ସେମାନଙ୍କୁ ଚାଳନ ସହ ୫୦୦୦ କି ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ନୂଆ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ସ୍ନାକକ ବ୍ଲକ ସହ ଆସିଥାଏ ।

ତେଣୁ ତାହାକୁ ବଦଳାଇବା କଷ୍ଟକର ଅଟେ । ତେଣୁ ସେଥିପାଇଁ ହାଇ ସିକ୍ଯୁରିଟି ନମ୍ବର ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବନ୍ଧୁଗଣ ଆପଣ ମାନଙ୍କର ଏହି ବିଶେଷ ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *