ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ରାଜ୍ଯରେ ମାତ୍ର ଗୋଟିଏ ଖବରକୁ ନେଇ ବ୍ରେକିଙ୍ଗ ନ୍ଯୁଜ ଚାଲିଛି । ଆଉ ସେହି ଖବର ଟି ହେଉଛି କେ ଦୀପିକା ଓ ଦିନେଶଙ୍କ ପ୍ରେମ କାହାଣୀ । ବର୍ତ୍ତମାନ ସମୟରେ ଦୀପିକା ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଗଣେଶ ପୂଜା ଦିନ ଦିନେଶ ଙ୍କ ବାପା ଏମାନେ ତାଙ୍କର ଶ୍ଵଶୁର ଦୀପିକାଙ୍କୁ ଘରକୁ ଡାକିବା ସହ ଡବଲ ମିନିଙ୍ଗ କଥା ମଧ୍ୟ କହିଥିଲେ ଯାହା ଜାଣି ପାରି ନ ଥିଲେ ଦୀପିକା । କିନ୍ତୁ ତାଙ୍କ ସାଙ୍ଗ ମାନେ କହିଥିଲେ ଘରକୁ ୨ କେଜି ଲଡୁ ଧରିକି ଆସିଥିଲୁ ଯାହାର ଖରାପ ମିନିଙ୍ଗ ଅଛି ବୋଲି କହିଥିଲେ ।
ଏହାର ଅର୍ଥ ଦୀପିକାଙ୍କ ଶରୀର ଉପରେ ତାଙ୍କ ଶ୍ବଶୁରଙ୍କ ନଜର ରହିଛି ଯାହା ବିଷୟାରେ ଜାଣି ପାରିଲେ ନାହି ଦୀପିକା । କିନ୍ତୁ ଦୀପିକା ଭାବୁଥିଲେ ତାଙ୍କ ଶ୍ଵଶୁର ମିଠା ଖୁସିରେ ମାଗୁଥିଲେ । ଗଣେଶ ପୂଜା ଦିନ ଦିନେଶଙ୍କ ଘରେ କେହି ନ ଥିଲେ ଆଉ ଅନ୍ଧାର ମଧ୍ୟ ଥିଲା । ଆଉ ସେହି ସମୟର ଫାଇଦା ଉଠାଇଥିଲେ ଦୀପିକାଙ୍କ ଶ୍ବଶୁର । ତେବେ ଏ ନେଇ ଦୀପିକା କହିଛନ୍ତି ସମସ୍ତେ ଥିବା ବେଳେ କାହିଁକି ମୋତେ ନେଉ ନାହାନ୍ତି କେହି ନ ଠିଆବ ବେଳେ କାହିଁକି ଡାକୁଛନ୍ତି ?
ଯେବେ ମୁଁ ମିଠା ଧରିକି ନେଇ କବାଟ ବାଦଉ ଥିଲି କାହିଁ ସେତେବେଳେ ତ କେହି ଆସିନ ଥିଲେ କି କବାଟ ଖୋଲି ନ ଥିଲେ ବୋଲି ଦୀପିକା କହିଛନ୍ତି । ତେଣୁ ତାଙ୍କ ଶ୍ଵଶୁର ମିଠା ମାଗୁ ନ ଥିଲେ ଅଲଗା କିଛି ଜିନିଷ ଉପରେ ତାଙ୍କର ଆଖି ପକାଇଥିଲେ ଯାହା ବିଷୟରେ ମୁଁ ଜାଣି ପାରିଲି ନାହି ଆଉ ଲଡୁ ଦେବାକୁ ଚେଷ୍ଟା କରିଥିଲି ବୋଲି ଦୀପିକା ଅଭଯୋଗ କରିଛନ୍ତି । ତେବେ ଏହାର ଉତ୍ତର ଦେବାକୁ ଯାଇ ଦୀପିକା କହିଥିଲେ ଯଦି ଆପଣଙ୍କର ନେବାର ଅଛି ସମ୍ମାନ ସହକାରେ ବୋହୁ ଭାବେ ଗ୍ରହଣ କରନ୍ତୁ ।
ନିଶ୍ଚିନ୍ତ ଭାବେ ଦୀପିକାଙ୍କ ଶ୍ଵଶୁରଙ୍କର ଚାରିତ୍ରୀକ ସ୍ଖଳନ ଅଛି ବୋଲି ଦୀପିକା ଭାବୁଛନ୍ତି । ଯାହା ବିଷୟରେ ଦୀପିକା କେବେ ଭାବି ନ ଥିଲେ । ଦୀପିକାଙ୍କ ଶ୍ବଶୁରଙ୍କର ତାଙ୍କ ଉପରେ କେଉଁ ଭଳି ଖରାପ ନଜର ରହିଛି ଯାହା ବିଷୟରେ ଦୀପିକା ଗଣ ମାଧ୍ୟମ ଆଗରେ ଅଡିଓ କଲ ମାଧ୍ୟମରେ ଜଣାଇଛନ୍ତି । ଯେତେବେଳେ ଦୀପିକାଙ୍କ ଶ୍ଵଶୁର ତାଙ୍କୁ ଘରକୁ ଡାକିଲେ ତାଙ୍କ ମନରେ ଭୟ ଆସିଥିଲା ।
ଯଦି ଭଲ ଉଦେଶ୍ୟ ଥାନ୍ତା ଆଜ୍ଞା ଏତେ ଦିନ ହେଲା ମୁଁ ଦାଣ୍ଡ ରେ ବସୁଥିଲି ତେବେ ପରିବାର ଥିବା ସମୟରେ କଣ ପାଇଁ ଡାକିଲେ ନାହି କଣ କଣ ଦରକାର ଥିଲା ଏକା ଦେଖି ଡାକୁଛନ୍ତି ଏକା ଦେଖି ଏୟାଡୁ ସେୟାଡୁ କଥା କଣ ପାଇଁ କହୁଛନ୍ତି ୨ କେଜି ଲଡୁ କଥା କାହିଁକି କହୁଛନ୍ତି ବୋଲି ଶେଷରେ ଦୀପିକା କହିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଦୀପିକାଙ୍କ ତାଙ୍କ ଶ୍ବଶୁରକୁ ନେଇ ଦେଇଥିବା ମନ୍ତବ୍ୟ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।