ଦେଖନ୍ତୁ ଶୈଳଭାମାଙ୍କ Exclusive Interview: ନିଜ Love Life ବିଷୟରେ କଣ କହୁଛନ୍ତି ଲୋକପ୍ରିୟ ଓଡିଆ ସିଙ୍ଗର Sailabhama… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ତେବେ ଆପଣ ମାନେ ଗାୟିକା ଶୈଳଭାମା ମହାପାତ୍ର ବହୁତ ଭଲ ଭାବରେ ଜାଣିଥିବେ ସେ ଖୁବ ସୁନ୍ଦର ସୁନ୍ଦର ଗୀତ ଗାଇଛନ୍ତି ଯାହା ପାଇଁ ସେ ଲୋକପ୍ରିୟତା ହାସଲ କରିଛନ୍ତି । ସେ ବହୁତ ସାରା ଓଡ଼ିଆ ଆଲବମ୍ ସିନେମା ଭଜନ ଗୀତ ଗାଇଛନ୍ତି । ଶୈଳଭାମା ମହାପାତ୍ର ସୁନାବେଡା ରେ ଜନ୍ମ ହୋଇଛନ୍ତି ଏବଂ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ରେ ସ୍ବତନ୍ତ୍ର ଛାପଟିଏ ତିଆରି କରିଛନ୍ତି । ତେବେ ସେଠାକାର ଲୋକେ ଶୈଳଭାମା ମହାପାତ୍ର ଙ୍କୁ ବହୁତ ଭଲ ପାଆନ୍ତି ।

ଏ ନେଇ ଶୈଳଭାମା ଏକ ସାକ୍ଷାତକାରରେ କହିଛନ୍ତି ଯେ ତୋ ନାଁ ରେ କିଏ କହିଲେ ଗୀତ ବହୁତ ସୁପରଡୁପର ହିଟ ହୋଇଥିଲା ସେହି ସମୟରେ ଓଡିଆ ଇଣ୍ଡଷ୍ଟ୍ରି ପୁରା ସୋଇଯାଇଥିଲା । ପୁରୀରେ ଗୋଟିଏ ବିଚ ଫେଷ୍ଟିବାଲ୍ ରେ ଯାଇଥିଲେ ଶୈଳଭାମା ମହାପାତ୍ର ଗୀତିକାର ହିସାବରେ । ହୋଟେଲର ସବୁ ଓନରମାନେ ମିଶି ଏହି ଫେଷ୍ଟିବାଲ କରନ୍ତି ତେଣୁ ସେହି ସମୟ ରେ ଜଣେ ବାହାରୁ ଆସିଥିଲେ ଯିଏ କି ପୁରୀ ହୋଟେଲରେ ରହୁଥିଲେ । ଆଉ ସେଠାରେ ମୋର ପୋଗ୍ରାମ ଦେଖିଲେ ।

ଯେଉଁ ଗୀତଟିକୁ ଗାଇଲି ସେହି ଗୀତରେ ଇନସ୍ପାୟାର ହୋଇ ସେ ମୋତେ ବମ୍ବେକୁ ଡାକିଥିଲେ । ଆଉ ଗୋଟିଏ ଟେଲି ଫିଲ୍ମ ରେ କାମ କରିବାକୁ କହିଲେ ହଜାର ନା ଗୁରି ଦକ୍ଷିଣା ଥିଲା । ହେଡ଼ ଫୋନ କଣ ମାଇକ୍ରୋ ଫୋନ କଣ ଗୀତ କମ୍ପୋଜେସନ କଣ ଆଉ ଏବେ ବଡ ମ୍ୟୁଜିକ ଡାଇରେକ୍ଟରଙ୍କ ସହ ଗୀତ ଗାଇବା ମୋ ପାଇଁ ସ୍ଵପ୍ନ ଥିଲା ।

ଆଉ ସେହି ସ୍ଵପ୍ନ ନଗରୀରେ ପ୍ରବେଶ କରି ଗୀତ ଗାଇବା ଥିଲା ମୋ ପାଇଁ ବଡ ଚ୍ୟାଲେଞ୍ଜ । ଗୀତ ଗାଈଆବ ପରେ ସଫଳ ହେଲା ଆଉ ସମସ୍ତର କହିଲେ ଆପକୋ ୟାହାଁ ରୁକନା ପଡେଗା । କିନ୍ତୁ ସେଠାରେ ସେ କାହାକୁ ଜାଣି ନାହାନ୍ତି ଆଉ ତାଙ୍କର ପଢା ମଧ୍ୟ ସଋ ନ ଥିଲା ତେବେ କେମିତି ରହିବେ ବୋଲି କହିଥିଲେ । ସେଦିନର ଅଭୁଲା ମୁହୂର୍ତ୍ତ ମୁଁ କେବେ ବି ଭୁଲିପାରିବି ନାହି । ବର୍ତ୍ତମାନ ସମୟରେ ଓଡିଆ ମ୍ୟୁଜିକରେ ଆମ ଓଡିଶାରର ଯେଉଁ ମୌଳିକତା ବହୁତ ମାତ୍ରାରେ ହ୍ରାସ ପାଇଯାଇଛି । ଟେକନିକାଲ ଦ୍ରୁଷ୍ଟିରୁ ପିଲାମାନେ ଅନ୍ୟ ଉପରେ ଭରସା କରୁଛନ୍ତି ।

ଆଜି ଯେଉଁଠି ଅଟୋଟ୍ଯୁନ ନାହି ସେଠାରେ ଗାୟକମାନେ ଗୀତ ଗାଇବାକୁ ମନ କରିଦେଉଛନ୍ତି । ବର୍ତ୍ତମାନ ଓଡିଶାରେ ୬୦% ସାଟାରିକାଲି ଗୀତ ଓ ୪୦% ଭଲ ଗୀତ ହେଉଛି ବୋଲି ସେ କହିଛନ୍ତି । ଆଗକୁ ସେ କହିଛନ୍ତି ଯଦି ସେମିତି କେହି ନ ଥିବ ତେବେ ଗୋଟେ ମଣିଷ କେବେ ଫିଲ ଦେଇପାରିବ ନାହି ଗୀତ ଗାଇବା ସମୟରେ ନିହାତି ମୋର ଅଛି ସେ ହୁଏତ ମୋର ଗୀତ ହୋଇପାରେ ।

ମୁଁ ଗୀତକୁ ବହୁତ ଭଲ ପାଏ ଆଉ ସେ ମୋର ପ୍ରେମିକ ଗୀତ ଯଦି ଅଛି ତାହେଲେ ମୁଁ ଅଛି ଯଦି ସେଇ ନାହି ତାହେଲେ ମୁଁ ନାହି । ଯେଉଁ ମୁହୂର୍ତ୍ତରେ ମୁଁ ଯାହା ସହ ଗୀତ ଗାଏ ମୁଁ ଭାବେ ସେ ମୋର ପ୍ରେମିକ । ବନ୍ଧୁଗଣ ଆପଣଙ୍କୁ ଶୈଳଭାମା ମହାପାତ୍ରଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *