ସାମ୍ନାକୁ ଆସିଲା କିଶୋର ଭାଇନାଙ୍କ ହୋଟେଲ ଭାଙ୍ଗିବାର ମୁଖ୍ୟ କାରଣ, BMC ନିଜେ କହିଲେ ଏହା ପଛର କାରଣ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣି ଥିବେ ରାଜଧାନୀ ରେ କିଶୋର ମଟନ ହୋଟେଲ କେତେ ପ୍ରସିଦ୍ଧ ରହିଥିଲା । ଲୋକେ ଓଡିଶା ବାହାରୁ ମଧ୍ୟ ଏଠାକୁ ଖାଇବାକୁ ଆସୁଥିଲେ । କିନ୍ତୁ ଗତ କିଛି ତଳେ ବିଏମସି ତରଫରୁ ଏହି ହୋଟେଲ ଉପରେ ଶିଚ କରା ଯାଇଥିଆଲ ଆଉ ହୋଟେଲ ବନ୍ଦ କରା ଯାଇଥିଲା । ବର୍ତ୍ତମାନ ସମୟରେ ବହୁ ଚର୍ଚ୍ଚିତ କିଶୋର ଭାଇନା ଙ୍କ ମଟନ ଦୋକାନ ଭାଙ୍ଗିବାର ମୁଖ୍ୟ କାରଣ ଏବେ ସାମନା କୁ ଆସିଛି । ତେବେ ଏ ନେଇ ବିଏମସି ମଧ୍ୟ ବଡ ଖୁଲସା ଅକରିଛି ଆଉ କହିଛି କାହିଁକି ଭାଙ୍ଗିଲା କିଶୋର ମଟନ ଦୋକାନ ।

ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଏହା ପଛର ସତ୍ୟତା କଣ ରହିଛି । ଆପଣ ମାନେ ଜାଣିଥିବେ ଗତ ୪ କି ୫ ଦିନ ତଳେ କିଶୋର ମଟନ ହୋଟେଲ ରେ ବୋଲଡୋଜର ଲଗାଇ ବିଏମସି ଭାଙ୍ଗି ଦେଇଥିଲା । ତେବେ ସୂଚନା ଅନୁଯାୟୀ କିଶୋର ଭାଇନା ଦହିବରା ଓ ଗୁପ୍ଚୁପ ଲାଇସେନ୍ସ ରଖି ମଟନ ବେପାର କରୁଥିଲେ । ଏହା ଥିଲା ପ୍ରଥମ କାରଣ କିଶୋର ହୋଟେଲ ଭାଙ୍ଗିବାର ।

ଦ୍ଵିତୀୟ କାରଣ ହେଉଛି ଯେଉଁ ଜାଗାରେ କିଶୋର ମଟନ ଦୋକାନ କରିଥିଲେ ସେହି ଜାଗାରେ ଲୋକ ମାନଙ୍କର ଭିଡ ଲାଗୁଥିଲା ଯାହା ଫଳରେ ଟ୍ରାଫିକ ସମସ୍ଯା ମଧ୍ୟ ଦେଖା ଯାଉଥିଲା । ଏ କଥା ମଧ୍ୟ ବିମେସି କହିଛନ୍ତି ଯେ କିଶୋର ମଟନ ଯେଉଁ ଜାଗାରେ କରିଥିଲା ସେଠାରେ ଅଧିକ ଲୋକ ଗହଳି ହେବ କାରଣରୁ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା ।

ଆଉ ଟ୍ରାଫିକ ସମସ୍ଯା ମଧ୍ୟ ସୃଷ୍ଟି ହେଉଥିଲା ଯାହା ଫଳରେ ଦୁର୍ଘଟଣା ଘଟୁଥିଲା । ହୋଟେଲ ଭାଙ୍ଗିବାର ତୃତୀୟ କାରଣ ହେଉଛି ଏକ୍ଶପାରି ମସାଲା ଓ ଏକ୍ଶପାରି ଟମାଟୋ ସକ୍ସ ବ୍ୟବହାର କରି ସେ ଯେଉଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ ସେଥିପାଇଁ ଲୋକ ମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡୁଥିଲା । ଏହି କାରଣରୁ ହୋଟେଲ ଉପରେ ଚଢାଉ କରି ବିଏମସି ଦୋକାନ ସିଲ କରିଥିଲା ।

ତା ପରେ ତାଙ୍କ ଦୋକାନକୁ ଭଙ୍ଗା ଯାଇଥିଲା । ତେବେ ଏହା ଥିଲା ପ୍ରମୁଖ କାରଣ ଯାହା ପାଇଁ କିଶୋର ହୋଟେଲ ଭଙ୍ଗା ଯାଇଥିଲା ଯାହାକୁ ନେଇ ଏବେ ବି ବିବାଦ ଲାଗି ରହିଛି । ତେବେ ଏହି କଥା ରେ କେତେ ସତ୍ୟତା ରହିଛି ତାହା ସମୟ କହିବ । କାରଣ ମଟନ ରେ ସକ୍ସ ପଡେ ନାହି ବୋଲି କିଶୋର ଭାଇନା ଆଗରୁ ନିଜେ ସଫେଇ ରେ କହି ସାରିଛନ୍ତି ।

ତେବେ ଦେଖାଯାଉ ବିଏମସି ଯେଉଁ ଖୁଲାସା କରିଛନ୍ତି ତାହା କେତେ ଦୂର ଯୁକ୍ତିଯୁକ୍ତ ବା ଗ୍ରହଣୀୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *