ବାଛନ୍ତୁ କୌଣସି ଗୋଟେ Diary ଓ ଜାଣନ୍ତୁ ଏଥିରେ ଆପଣଙ୍କ ପାଇଁ କଣ ଲେଖା ଅଛି ? Love Quiz 

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆଶା କରୁଛୁ ବହୁତ ବେହତର ଥିବେ ଆଉ ନିଜର ସମୟକୁ ବହୁତ ଖୁସି ରେ ସ୍ପେନ୍ଡ କରୁଥିବେ । ତେବେ ଆଜିର ଆମର ବିଷୟ ବସ୍ତୁ କିଛି ମଜାଦାର ଆଉ କୌତୁହଳ ପୂର୍ଣ୍ଣ ରହିଛି । ଯାହା ଆପଣଙ୍କୁ ବେଶ ପସନ୍ଦ ଆସିବ ବୋଲି ଆମେ ଆଶା କରୁଛୁ । ଏଥିପାଇଁ ବାଛନ୍ତୁ ଯେ କୌଣସି ଡାଏରୀ ଏଥିରେ ଆପଣଙ୍କ ପାଇଁ କିଛି ଲେଖା ଅଛି । ତେଣୁ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ କଣ ସବୁ ଲେଖା ଅଛି । କଣ ଆପଣ ରେଡି ଅଛନ୍ତି ଜବ ଜାଣିବା ପାଇଁ । ତେବେ ଆସନ୍ତୁ ଆରମ୍ଭ କରିବା ।

 

୧- ପ୍ରଥମ ଡାଏରୀ : ଯଦି ଆପଣ ପ୍ରଥମ ଡାଏରୀ ଚୁଜ କରିଛନ୍ତି ଆପଣଙ୍କୁ ବହୁତ ରାଗ ଆସୁଛି କିନ୍ତୁ ଆପଣ ରାଗିବାକୁ ବିଲକୁଲ ପସନ୍ଦ କରନ୍ତି ନାହି । କିନ୍ତୁ ରାଗ ଉପରେ କାବୁ କରି ପାରନ୍ତି ନାହି । ଆପଣ ରାଗିବାକୁ ନ ଚାହିଁଲେ ବି ଏମିତି ସ୍ଥିତି ଆସିଥାଏ ଯାହା ପାଇଁ ଆପଣ ରାଗିବାକୁ ବାଧ୍ୟ ହୋଇଥାନ୍ତି ।

୨- ଦ୍ଵିତୀୟ ଡାଏରୀ : ଆମ ଲିଷ୍ଟ ରେ ଯେଉଁ ମାନେ ଦ୍ଵିତୀୟ ଡାଏରୀ ଚୁଜ କରିଛନ୍ତି ଆପଣଙ୍କ ହୃଦୟରୁ ବହୁତ ସଫ୍ଟ ଅଟନ୍ତି । ଛୋଟ ଛୋଟ କଥାରେ ଆପଣ ବହୁତ ହର୍ଟ ହୋଇଥାନ୍ତି । ଆପଣ କାହା କଥା ବି ସହି ପାରନ୍ତି ନାହି । ସେଥିପାଇଁ ବହୁତ ଦୁଖ ଫିଲ କରିଥାନ୍ତି ।

୩- ତୃତୀୟ ଡାଏରୀ : ଆମ ଲିଷ୍ଟ ରେ ଯଦି ଆପଣ ତୃତୀୟ ଡାଏରୀ ବାଛିଛନ୍ତି ତେବେ ଆପଣ ହୃଦୟରୁ ବହୁତ ଭଲ ଅଟନ୍ତି । ଆପଣ ମନରେ କିଛି ରଖନ୍ତୁ ନାହି । ଯାହା ଆପଣଙ୍କ ମନରେ ଥାଏ ତାହା ସବୁ କହି ଦେଇଥାନ୍ତି । ଆପଣଙ୍କ ମନରେ ଯାହା ବି ଆସେ ଆପଣ ତାକୁ ଶବ୍ଦ ରେ ବୟାନ କରି ଦେଇଥାନ୍ତି ।

୪- ଚତୁର୍ଥ ଡାଏରୀ : ଯଦି ଆପଣ ଚତୁର୍ଥ ଡାଏରୀ ଚୁଜ କରିଛନ୍ତି ଆପଣ ବହୁତ ମଜାଦାର ବ୍ୟକ୍ତି ଅଟନ୍ତି । କୌଣସି କଥା କୁ ଗମ୍ଭୀରତା ସହକାରେ ନିଅନ୍ତି ନାହି । ଆପଣଙ୍କୁ କେହି କିଛି କହିଲେ ଆପଣଙ୍କୁ ହସ ଲାଗିଥାଏ । ଆପଣ କାହାରି କଥାକୁ ସିରିଏସ ନିଅନ୍ତି ନାହି ।

୫- ପଞ୍ଚମ ଡାଏରୀ : ଯଦି ଆପଣ ପଞ୍ଚମ ଡାଏରୀ ବାଛିଛନ୍ତି ତେବେ ଆପଣ ବହୁତ କେୟାର ନେଉଥିବା ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କ ମନରେ କାହା ପାଇଁ ସେମିତି କିଛି ବି ନାହି । ଆପଣ ନିଜକୁ ବେଟର ପ୍ରମାଣ କରିବା ପାଇଁ ସବୁ କିଛି କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିଷୟ ବସ୍ତୁ ଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *