ଦୁର୍ଗା ପୂଜାରେ କରନ୍ତୁ ନାହିଁ ଏହି 5ଟି ଭୁଲ… ନଚେତ ହେବ ସର୍ବନାଶ

ବନ୍ଧୁଗଣ ଆମେ ସବୁ ଜାଣିଛେ କି ବର୍ଷକୁ ଦୁଇ ଥର ନବରାତ୍ରି ଆସିଥାଏ । ଯାହାକୁ ଆମେ ଚୈତ୍ର ଓ ଶାରଦୀୟ ନବରାତ୍ରି ଭାବେ ଜାଣିଛୁ । ଏହି ବର୍ଷର ନବରାତ୍ରି ସେପ୍ଟେମ୍ବର 26 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ହିନ୍ଦୁ ଧର୍ମରେ ଏହି ପର୍ବକୁ ଖାସ ବୋଲି କାହାଯାଏ । କେବଳ ଏତିକି ନୁହେଁ ଭକ୍ତମାନେ ମଧ୍ୟ ଏହି ଦିନକୁ ଚାତକ ଭଳି ଚାହିଁ ବସିଥାନ୍ତି । ନବରାତ୍ରିର ୯ ଦିନରେ ମା ଦୂର୍ଗା ଭକ୍ତଙ୍କର ପ୍ରତେକ ଇଚ୍ଛା ପୂରଣ କରିଥାନ୍ତି । ୯ ଦିନ ଯାକ ମାଙ୍କର ପୂଜା କରାଯାଏ ଓ ଦଶହରା ଦିନ ଦୁର୍ଗାପୂଜା ଶେଷ ହୋଇଥାଏ । ଦୁର୍ଗାପୂଜାରେ ଏମିତି କେଉଁ କାମ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଦୂର୍ଗା ମା ଆପଣଙ୍କୁ ପୂଜା ପାଠ କରିବାକୁ ବାଧ୍ୟ କରନ୍ତି ନାହି । ଯଦି କରୁଛନ୍ତି ତେବେ ଶରଧା ଓ ଭକ୍ତି ସହକାରେ କରନ୍ତୁ । ମାଙ୍କ ଆରାଧନା କରିବାରେ ଆଶଙ୍କା ଓ ଦୁର୍ଭାବନା ରଖନ୍ତୁ ନାହି । ଅଶାନ୍ତ ମନରେ ପୂଜା କରିଲେ କୌଣସି ଫଳ ମିଳେ ନାହି । ତେଣୁ ମା ଙ୍କ ପ୍ରତି ସଦଭାବ ରଖନ୍ତୁ ।

୨- ନବାରାତ୍ରିରେ କୌଣସି ପ୍ରକାରର ଅପଶବ୍ଦ ର ପ୍ରୟୋଗ ବା ମିଛ କହିବା ଇତ୍ୟାଦି ମୁହଁ ରୁ ବାହାର କରନ୍ତୁ ନାହି । କାରଣ ମାଙ୍କର ମନ୍ତ୍ର ଜପ, ଆରାଧନା କରିଥାଏ । ତେଣୁ ମୁହଁରୁ ବାହାରୁଥିବା ପ୍ରତେକ ଶବ୍ଦ ପବିତ୍ର ହେବ ଦରକାର ।

୩- ନବାରାତ୍ରିରେ କୌଣସି ପ୍ରକାରର ନିଶାଦ୍ରବ୍ଯ ବା ଆମିଷ ସେବନ କରିବା ଅନୁଚିତ । ଏମିତି କରିଲେ ମଣିଷର ମନ ଓ ମସ୍ତିସ୍କ ନିୟନ୍ତ୍ରଣ ରୁହେ ନାହି । ତେଣୁ ସାତ୍ଵିକ ଭୋଜନ ଗ୍ରହଣ କରନ୍ତୁ ।

୪- ନବରାତ୍ରିରେ ଅସହାୟକ ଲୋକ ବା କନ୍ୟା ଙ୍କୁ ଘରୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହି । କାହାର ବି ସାହାଜ୍ଯ କରିବା ଦ୍ଵାରା ମା ଦୂର୍ଗା ପ୍ରସନ୍ନ ହୋଇଥାନ୍ତି ଓ କୃପା ଲାଭ ହୋଇଥାଏ । କନ୍ୟାଙ୍କର ରୂପରେ ଏହି ଦିନରେ ମା ବିଚରଣ କରିଥାନ୍ତି । ତେଣୁ ଆପଣ ନିଜର ସାମର୍ଥ୍ୟ ଅନୁଯାୟୀ ସାହାଜ୍ଯ କରନ୍ତୁ ।

୫- ନବରାତ୍ରିରେ ନଖ କାଟିବା, କେଶ ଧୋଇବା, ଦାଢି କାଟିବା ଅନୁଚିତ ହୋଇଥାଏ । କାରଣ ବାଲା ବା ନଖ କଟାଇବାରେ ଶରୀରର ଊର୍ଜାର ପ୍ରଭାବ ହୋଇଥାଏ । ଏହି ସମୟରେ ଉପବାସ କରୁଥିବା ଲୋକଙ୍କୁ ଶକ୍ତିର ଆବଶ୍ୟକ ହୋଇଥାଏ ।

୬- ନବାରାତ୍ରିରେ ଚମଡା ବସ୍ତୁ ଯେମିତିକି ପର୍ସ ବା ବେଲ୍ଟ ଇତ୍ଯାଦିର ବ୍ୟବହାର କରନ୍ତୁ ନାହି । କାରଣ ଏହା ସବୁ ପଶୁ ପକ୍ଷୀଙ୍କୁ ମରାଯାଇ ତିଆରି ହୋଇଥାଏ ଯାହା ମା ଦୂର୍ଗାଙ୍କୁ ପସନ୍ଦ ନୁହେଁ ।

୭- କଳସ ବା ଅଖଣ୍ଡ ଦୀପକୁ ଯଦି ଘରେ ରଖୁଛନ୍ତି ତେବେ ଘର ଛାଡି ବା ଘର ବନ୍ଦ କରି ଯିବା ଅନୁଚିତ ହୋଇଥାଏ । କାରଣ କଳସ ମା ଦୂର୍ଗାଙ୍କର ପ୍ରତୀକ ହୋଇଥାଏ । କୌଣସି ପକ୍ଷୀଙ୍କର ଧକାରେ କଳସ ପଡିଗଲେ ଦୁର୍ଘଟଣା ହୋଇଥାଏ । ତେଣୁ ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *