Trupti ତୁ କେବଳ ମୋର, ତୋତେ ଛାଡି ମୁଁ କେବେ କୁଆଡେ ଯିବିନି.. ତୋତେ ଆଉ କେବେ… ଦେଖନ୍ତୁ କଣ କହୁଛନ୍ତୁ Babushan

ନମସ୍କାର ବନ୍ଧୁଗଣ, କିଛି ଏମିତି କହିଛନ୍ତି ଓଲିଉଡ ହିରୋ ବାବୁସାନ ମହାନ୍ତି ନିଜ ସ୍ତ୍ରୀ ଙ୍କୁ । ତୃପ୍ତି ମୁଁ କେବେଳ ତୋର ମୁଁ କେବେ ବି ତୋତେ କଷ୍ଟ ଦେଲା ଭଳି କିଛି ବି କରିବି ନାହି । ତୋ ଆଖି ରେ ଆଉ କେବେ ବି ଲୁହ ଦେବି ନାହି ତୁ ମୋତେ କ୍ଷମା କରି ଦେଲୁ ସେତିକି ଓ ପାଇଁ ଯଥେଷ୍ଟ । ଆଜି ମୁଁ ପ୍ରମିଜ କରୁଛି ତୋତେ କଷ୍ଟ ହେଲା ଭଳି ମୁଁ କିଛି ବି କରିବିନି ମୁଁ କେବଳ ତୋର । ଏ ବାବୁସାନ କେବଳ ତୋର ବାସ ତୁ ସବୁବେଳେ ଏମିତି ମୋ ହାତ ଧରି ଥା । ହଁ ଆଜ୍ଞା ବାବୁସାନ ମହାନ୍ତି କିଛି ଏମିତି କହିଛନ୍ତି ସ୍ତ୍ରୀ ତୃପ୍ତି କୁ ।

ଆଉ ତୃପ୍ତି ଙ୍କ ହାତ ଧରି ମେଡିକାଲ ରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ବାବୁସାନ । ତେବେ ଗତ କାଲି ବାବୁସାନ ମେଡିକାଲ ରେ ଡିଶ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଆଉ ମେଡିକାଲ ରୁ ଡିଶ୍ଚାର୍ଜ ହେବା ପରେ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ ସ୍ତ୍ରୀ ତୃପ୍ତି । ଆଉ ପହଞ୍ଚିବା ପରେ ସିଧା ଯାଇ ବାବୁସାନ ଙ୍କ କ୍ୟାବିନ ଭିତରକୁ ଚାଲି ଯାଇଥିଲେ ସ୍ତ୍ରୀ ତୃପ୍ତି । ଆଉ ସ୍ତ୍ରୀ କୁ ପାଖରେ ଦେଖି ଭୋ ଭୋ ହୋଇ କାନ୍ଦିଛନ୍ତି ଅଭିନେତା ବାବୁସାନ ମହାନ୍ତି ।

ଆଉ କାନ୍ଦି କାନ୍ଦି ତୃପ୍ତି ଙ୍କୁ କହିଛନ୍ତି ମୁଁ ଆଉ ତୋତେ କେବେ କଷ୍ଟ ଦେବିନି ତୋ ଆଖି ରେ ଟିକେ ବି ଲୁହ ଆସିବାକୁ ଦେବିନି । ମୁଁ କେବଳ ତୋର ତୃପ୍ତି ଏ ବାବୁ କେବଳ ତୋର ତୃପ୍ତି । ୱ୍ହିଲ ଚେୟାର ରେ ବସି ଘରକୁ ଫେରିଛନ୍ତି ବାବୁସାନ ଆଉ ତାଙ୍କ ପାଖରେ ଅଛନ୍ତି ସ୍ତ୍ରୀ ତୃପ୍ତି । ବାବୁଙ୍କୁ ସାଙ୍ଗରେ ନେଇ ଘରକୁ ଫେରୁଛନ୍ତି ସ୍ତ୍ରୀ । ଆଉ ତୃପ୍ତି ସମସ୍ତଙ୍କୁ କହି ଯାଇଛନ୍ତି ଆମ ଭିତରେ ସବୁ ଠିକ ଅଛି ଆମେ ଆଗରୁ ଏକ ଥିଲୁ ଏବେ ବି ଏକ ହୋଇ ରହିଛୁ ଆମକୁ କେହି ଚାହିଁଲେ ବି ଅଲଗା କରି ପାରିବ ନାହି ।

ଦମନ ଫିଲ୍ମ ର ପ୍ରମୋସନ କରିବା ସମୟରେ ବାବୁସାନ ଙ୍କ ଅକ୍ସିଜେନ ଲେବଲ କମ ହୋଇ ଯାଇଥିଲା । ଯେଉଁଥି ପାଇଁ ତାଙ୍କୁ ଏସ୍ମ ହାପିତ୍ସଳ ରେ ଆଡମିସନ କରା ଯାଇଛି । ଆଉ ଏହା ଶୁଣିବା ପରେ ଆଉ ମନ ସମ୍ଭାଳି ରହି ପାରିଲେ ନାହି ତୃପ୍ତି । ଆଉ ଧାଇଁ ଆସିଥିଲେ ହସପିଟାଲ କୁ ଆଉ ବାବୁଙ୍କୁ ଏମିତି ଅବସ୍ଥାରେ ଦେଖି ତୃପ୍ତିଙ୍କ ଆଖି ରେ ଲୁହ ଝଋ ଯାଇଥିଲା ।

ସେପଟେ ଦେଖିବାକୁ ଗଲେ ବାବୁସାନ ପ୍ରକୃତି ବିବାଦ ପରେ ଦୂରେଇ ଯାଇଥିଲେ ତୃପ୍ତି । ବାବୁସାନ ଙ୍କ ପାଖକୁ ଆସୁ ନ ଥିଲେ ତୃପ୍ତି । କିନ୍ତୁ ଏବେ ଯେତେବେଳେ ବାବୁଙ୍କ ଦେହ ଖରାପ ହୋଇଛି ହସପିଟାଲ କୁ ଦୌଡି ଚାଲି ଆସିଛନ୍ତି ତୃପ୍ତି । ବନ୍ଧୁଗଣ ଆପଣ ମାନଙ୍କରେ ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *