ବନ୍ଧୁଗଣ ଥରି ଉଠିଥିଲା ଶତ୍ରୁ ଶିବିର ଯେବେ ଆତଙ୍କିଗଡ ରେ ଆତଙ୍କ ରଚିଥିଲେ ଯବାନ । ସୁନସାନ ରାତିରେ ପାକିସ୍ତାନ ମାଟିରେ ପାନେ ପାଇଥିଲେ ଆତଙ୍କବାଦୀ । ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶି ଯାଇଥିଲେ ମୃତ୍ୟୁର ସୌଦାଗରର । ରକ୍ତର ପ୍ରତିଶୋଧ ରକ୍ତରେ ନେଇଥିଲା ହିନ୍ଦୁସ୍ଥାନ । ଆଉ ବିଶ୍ଵ ଦେଖିଥିଲା ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକ । ଆଜି ଭାରତୀୟ ଯବାନଙ୍କ ସେହି ସର୍ଜିକାଲ ଷ୍ଟାଇକକୁ ପୁରିଛି ୬ ବର୍ଷ ।
୧୮ ସେପ୍ଟେମ୍ବର ବିଳମ୍ବିତ ରାତିରେ ପୁରୀ ଉତ୍ତର କାଶ୍ମୀରର ବାରାମୁଲା ଜିଲ୍ଲାରେ ସେନାର ପ୍ରେସ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା ଆତଙ୍କବାଦୀ । ସଇତାନ ଶତ୍ରୁ ନିଦରେ ସୋଇଥିବା ଭାରତୀୟ ଯବାନକୁ ହତ୍ୟା କରିଥିଲେ । ଶୋକରେ ବୁଡିଥିବା ଭାରତୀୟଙ୍କ ମନରେ ଜୋସ ଭରିଥିଲା ଯେବେ ପ୍ରଧାନମନ୍ତ୍ରୀ କହିଥିଲେ ବ୍ୟର୍ଥ ଜୀବନୀ ଆମ ଯବାନଙ୍କ ବଳିଦାନ । ସବୁବେଳେ ଶାନ୍ତିରେ ବିଶ୍ଵାସ କରୁଥିବା ଭାରତ ଏବେ ଚୁପ ବସିବନି କାରଣ ଏ ହେଉଛି ନୂଆ ଭରାତ । ଯିଏ ଶତ୍ରୁର ଘରେ ପଶିବ ଆଉ ସଇତାନ ର ବଦଲା ବି ନେବ ।
ଆତଙ୍କି ଦେଶରେ ସେଦିନ ଥିଲା ଆତଙ୍କି ରାତି । ବିଧ୍ଵଂସ ଲୀଳା ରହିଥିଲେ ବୀର ଯବାନ । ପୁରୀ ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ଅନ୍ଧାର ରାତିରେ ସଇତାନଙ୍କ ଦେଶରେ ପଶି ଷଡଯନ୍ତ୍ର ରହିଥିଲେ ବୀର ଯବାନ । ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ ପାଇଁ ସେପ୍ଟେମ୍ବର ୨୪ ରୁ ଭାରତୀୟ ସେନା କରିଥିଲେ ପ୍ଳାନ । ଆଉ ସେତେବେଳେ ପାକିସ୍ତାନ ଅଧିକୃତ କାଶ୍ମୀର ରେ ଥିବା ଆତଙ୍କି ଶିବିରକୁ ଧ୍ଵଂସ କରିବାକୁ ଭାରତର କମାଣ୍ଡୋ ମାନେ ସେପ୍ଟେମ୍ବର ୨୮-୨୯ ମଧ୍ୟ ରାତିରେ କରିଥିଲେ ଭୟଙ୍କର ଆକ୍ରମଣ ।
ଆଖି ପିଛୁଳାକେ ଘଟି ଯାଇଥିଲା ଆତଙ୍କି ଦେଶ ଆକାଶରେ ଆତଙ୍କର କଳା ବାଦଲ । ଗୋଟିଏ ପରେ ଗୋଟିଏ ଆତଙ୍କି ଶିବିର କୁ ଧ୍ଵଂସ କରି ଦେଇଥିଲେ ଆମ ବୀର ଯବାନ । ଖୋଜି ଖୋଜି ଜଣ ଜଣ କରି ଆତଙ୍କି କୁ ନିପାତ କରିଲେ । ଆତଙ୍କି ଦେଶରେ ଖେଳି ଯାଇଥିଲା ଆତଙ୍କ ର ଭୟ । ପାଖାପାଖି ଦୁଇ ତିନି ଘଣ୍ଟା ସର୍ଜିକାଲ ଷ୍ଟ୍ରାଇକ ଉପରେ ବିୟୋଗରେ ଥିବା ସବୁ ଆତଙ୍କି ଶିବିର କୁ ଧ୍ଵଂସ କରି ଭାରତ ମାଟିକୁ ଫେରି ଆସିଥିଲେ ବୀର ଯବାନ ।
ସେହି ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକ କୁ ଆଜି ପୁରିଛି ୬ ବର୍ଷ । ଆଉ ବୀର ଯବାନ ଙ୍କ ବିଧ୍ଵଂସ ଲୀଳା କୁ ଆଜି ବି ମନେ ରଖିଛି ସଇତାନ ପାକିସ୍ତାନ । କେବଳ ପାକିସ୍ତାନ ନୁହେଁ ସାରା ବିଶ୍ଵ ଦେଖିଥିଲା ଭାରତର ଶକ୍ତି । ସେଦିନ ଠାରୁ ସେପ୍ଟେମ୍ବର ୨୯ ତାରିଖ କୁ ସାହସୀ ବୀରତ୍ଵ ପରାକ୍ରମ ଉଦ୍ଦେଶ୍ୟ ରେ ମାନେ ରଖିଛି ଭାରତର ।
ଏହି ଦିନ ଆସିଲେ ପ୍ରାୟି ଟି ଭାରତୀୟ ଙ୍କ ଛାତି ଗର୍ବ ରେ ଫୁଲି ଉଠେ । କାରଣ ବୀର ଯବାନଙ୍କ ବୀରତ୍ଵ ଅଧାୟ ଇତିହାସର ସ୍ଵର୍ଣ୍ଣୀମ ଅଧ୍ୟାୟ ରେ ଲିପିବଦ୍ଧ ହୋଇ ରହି ସାରିଛି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।