ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହାର ଆୟୁର୍ବେଦରେ ହଜାର ହଜାର ବର୍ଷ ହେବ ରହି ଆସିଛି । ଏହି ପତ୍ରର ଧାର୍ମିକ ମହତ୍ଵ ରହିବା ସହ ଔଷଧୀୟ ଗୁଣରେ ଭରପୁର ଅଟେ । ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ପତ୍ର ବିଷୟରେ ଓ ଏହାର ସ୍ୱାସ୍ଥ୍ୟଗତ ଫାଇଦା ବିଷୟରେ ସଂପୂର୍ଣ୍ଣ ବିବରଣୀ । ଏଠାରେ ଆମେ ଯେଉଁ ପତ୍ର ବିଷୟରେ ଆଲୋଚନା କରୁଛୁ ତାହା ହେଉଛୁ ଅଶ୍ବସ୍ତ ଗଛ ଯାହାର ଚେର, ଛାଲ ସବୁ କିଛି ଔଷଧୀୟ ଗୁଣରେ ଭରପୁର ଅଟେ ।
ଏହାର ପତ୍ରର ସେବନ କରିଲେ ବାତ ରୋଗ, ପିତା ସଂପୂର୍ଣ୍ଣ ଭଲ ହେବା ସହ କଫ ଜନିତ ସମସ୍ଯା ଦୂର ହେବ । ଯଦି ଏହି ପତ୍ରର କାଢା ସେବନ କରିବେ ତେବେ କଫ ଜନିତ ସମସ୍ଯା ଦୂର ହେବ । ଏହା ଛାଡ ଏହାର ସେବନ ଦ୍ଵାରା ଡାଇବେଟିସ, ହାର୍ଟ ଆଟାକ ଭଳି ରୋଗ ଦୂର ହୋଇଥାଏ । ଏହାର ଗୋଟେ ପତ୍ରର ରସ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରୋଲ ସମସ୍ଯା ଦୂର କରିଥାଏ । ଏହା ଏନିମିଆ, କୋଷ୍ଠ କାଠିନ୍ଯ, ଦାନ୍ତ ବିନ୍ଧା ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହାର ସେବନ ଦ୍ଵାରା ମୋଟାପା ମଧ୍ୟ ଦୂର ହୁଏ ।
ଏହାକୁ ସେବନ କରିବା ପୂର୍ବରୁ ଭଲ ଭାବେ ଧୋଇ ଦିଅନ୍ତୁ । ୩ରୁ ୪ଟି ପତ୍ର ନେଇ ଏହାକୁ ଛୋଟ ଛୋଟ କରି କାଟି ପାଣିରେ ଭଲ ଭାବେ ଫୁଟାନ୍ତୁ । ହୃଦରୋଗ, ପେଟ ଜନିତ ସମସ୍ଯା ଦୂର କରିବାରେ ସାହାଜ୍ଯ କରିଥାଏ । ଯଦି ଆପଣ ଚାହିଁବେ ଅଶ୍ବସ୍ତ ଗଛର ୨ଟି ପତ୍ରକୁ ରାତି ସାରା ଭିଯାଇ ସକାଳୁ ଏହାକୁ ଫୁଟାଇ ଛାଣି ସେବନ କରି ପାରିବେ । ଏହାକୁ ଆପଣ ୪ରୁ ୫ ଦିନ ଲଗାତାର ସେବନ କରନ୍ତୁ । ଅନେକ ଲୋକ ନିଜର ଆଁଠୁ ଗଣ୍ଠି ବିନ୍ଧା ହୋଇଥାଏ ।
ତେଣୁ ଏହି କ୍ଷେତ୍ରରେ ଅଶ୍ଵସ୍ତ ଗଛର ପତ୍ରରେ ଅଳ୍ପ ଲଗାଇ ଅଳ୍ପ ଗରମ କରି ସେକ ଦିଅନ୍ତୁ ବା ପାତ୍ରକୁ ଗରମ ଗରମ ବାନ୍ଧି ଦିଅନ୍ତୁ । ଏମିଟକି ଏହାର ସେବନ ଦ୍ଵାରା ଗ୍ଯାସ, ଏସିଡିଟି ସମସ୍ଯା ଦୂର ହୋଇଥାଏ । ଜଣ୍ଡିସ ଭଳି ରୋଗରେ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ଏହି କ୍ଷେତ୍ରରେ କୋମଳ ପତ୍ରକୁ ଚୋବାଇ ବା ଏହାର ରସ ବାହାର କରି ଖାଇ ପାରିବେ । କିଡନୀ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଅଶ୍ଵସ୍ତ ଗଛର ପତ୍ର । ହାର୍ଟ ବ୍ଲକେଜ ଖୋଲିବା ପାଇଁ, ସିର ଦୁର୍ବଳତା ଦୂର କରିବା ପାଇଁ କିଛି ପତ୍ର ନେଇ ଏହାକୁ ବାଟି ଦିଅନ୍ତୁ ।
ଏହା ପରେ ଯଦି ଆପଣଙ୍କର ସ୍କିନ ଜନିତ ସମସ୍ଯା ରହିଛି ତେବେ ସେଠାରେ ଲଗାନ୍ତୁ । ଏକ ଗ୍ଳାସ ପାଣିରେ ଏହି ପତ୍ରର ରସର ଏକରୁ ଦୁଇ ଚାମଚ ମିଶାଇ ସେବନ କରି ପାରିବେ । ଯାହା ଦ୍ଵାରା ଆପଣ ଅନେକ ପ୍ରକାରର ରୋଗରୁ ଦୂରେଇ ରହି ପାରିବେ । ଦେଖିବେ ଆପଣଙ୍କୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।