ଠକ ଯୁବତୀଙ୍କ ଘର ଦେଖିଲେ ଆଖି ଲାଖିଯିବ, ବ୍ଲାକମେଲିଂ ଟଙ୍କାରେ କରିଥିଲେ ଆଲିଶାନ ବଙ୍ଗଳା ! ଦେଖନ୍ତୁ ସେହି ଘରର ଝଲକ

ବନ୍ଧୁଗଣ ନେତା, ପ୍ରଜୋଯକଙ୍କୁ ବ୍ଲାକମେଲିଙ୍ଗ କରି ଗିରଫ କରିଥିବା ଯୁବତୀଙ୍କ ଘର ଦେଖିଲେ ଆପଣ ତାଯୁବ ହୋଇଯିବେ । ଘର ଏମିତି ହୋଇଛି କି ନେତା ମାନଙ୍କ ଘର ବି ଯୁବତୀଙ୍କ ଘର ଆଗରେ ଫିକା ପଡିଯିବ । ବିଶାଳ ଅଟ୍ଟାଳିକା, ଦାମୀ ଆଶବାବପତ୍ର ଦେଖିଲେ ଦେଖିଲା ଲୋକର ଆଖି ଝଲକିଯିବ । ଯିଏ ଦେଖିବ କହିବ ଯୁବତୀ ଜଣକ ବିଳାସମୟ ଜୀବନ ବତାଉଥିଲେ । ତେବେ ପ୍ରଶ୍ନ ଉଠକି ସୁନ୍ଦରୀ ତରୁଣୀ ଯୁବତୀ କଣ ପାପ ଟଙ୍କା ରେ ଏସ କରୁଥିଲେ କି ? କାରଣ ତାଙ୍କ ଘରକୁ ଦେଖିଲେ ସେହା ହିଁ ଲାଗୁଛି ।

ଯୁବତୀଙ୍କ ଆଲିଶାନ ଘରେ ଅନେକ ଫିଲ୍ମ ଶୁଟିଙ୍ଗ ସାରିଛି ଆଉ କିଛି ଅଧା ହୋଇ ରହିଛି । ଏ ଘର ଭିତର ଦେଖିଲେ କେବଳ ଟିଭିରେ ଦେଖାଯାଏ । ବଡ ବଡ ଝୁମର ସହ ଘର ଭିତରର ଇଣ୍ଟେରିୟର ରହିଛି ଯାହା ଷ୍ଟାର ଏମାନେ କରିପାରିବେ କିନ୍ତୁ ସାଧାରଣ ଲୋକେ ନୁହନ୍ତି । ଯୁବତୀଙ୍କ ନାଁରେ ଯେଉଁ ସଙ୍ଗିନ ଅଭିଯୋଗ ଆସିଛି ସେ ବିଭିନ୍ନ ଲୋକଙ୍କୁ ବ୍ଳାକମେଲ କରୁଥିଲେ । ଯୁବତୀ ଜଣକ ଓକିଲ କିନ୍ତୁ ଖରାପ କାମ କରି ଟଙ୍କା ରୋଜଗାର କରୁଥିଲେ ।

ଅଭିଯୋଗ ଅନୁଯାୟୀ ପୂର୍ବରୁ ହୋଟେଲ ମାଲିକ, ସୁନା ଦୋକାନୀ, ନେତାଙ୍କୁ ବ୍ଳାକମେଲ କରିଛନ୍ତି । ଯାହା ଫଳରେ ସେ ଆଜି କୋଟିପତି ହୋଇଛନ୍ତି । ଯୁବତୀଙ୍କ ସ୍ଵାମୀ ଜଗବନ୍ଧୁ ଭୁବନେଶ୍ବରରେ ପୁରୁଣା ଗାଡିର ବ୍ୟବସାୟ କରନ୍ତି କିନ୍ତୁ ପରେ ସେ ଆଉ ଗାଡି ବ୍ୟବସାୟ କରୁ ନ ଥିଲେ । ନିଜ ସ୍ତ୍ରୀ ଙ୍କ ସହ ମିଶି ସୋସିଆଲ କାମ କରୁଥିଲେ ବୋଲି ଜଗବନ୍ଧୁ କହିଥିଲେ କିନ୍ତୁ ତାହ ସ୍ପଷ୍ଟ ଭାବେ ଜଣା ନ ଥିଲା । ତେବେ କମିଶନର ପୋଲିସ ଯୁବତୀଙ୍କୁ ଆରେଷ୍ଟ କରିଛି ।

ଯୁବତୀ ଜଣଙ୍କ ବଡ ବଡ ଲୋକଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯାହାର ପ୍ରମାଣ ତାଙ୍କ ରୁମ ରେ ରେକର୍ଡ ହେଉଥିଲା । ଏହାର ଫାଇଦା ଉଠାଇଥାନ୍ତି ଯୁବତୀ ଆଉ ମୋଟା ଅଙ୍କର ଟଙ୍କା ନେଇ ଫେରାର ହୋଇଥାନ୍ତି । ଘରେ ଥିବା ଭଲ ଭଲ ଗାଡି ଆଉ ଆଗକୁ ନୂଆ ଘର କେଉଁଠି କରିବେ ତାହା ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ଯୁବତୀ ପ୍ରଥମେ ବନ୍ଧୁତା କରୁଥିଲେ ତା ପରେ ସ୍ପାଏ କ୍ୟାମେରାରେ ରେକର୍ଡ କରୁଥିଲେ ।

ତେବେ ଅକ୍ଷୟ ପରିଜା ଙ୍କ କ୍ଷେତ୍ରରେ ଏହି ସମାନ କଥା ହୋଇପାରେ ବୋଲି ଅନୁମାନ କରା ଯାଉଛି । ପୋଲିସ ଏ ଯାଏଁ ନିଜର ମତ ରଖିପାରି ନାହି କିନ୍ତୁ ତଦନ୍ତ ସମୟରେ ସ୍ପଷ୍ଟ ହୋଇଛି କି ଯୁବତୀ ବ୍ଳାକମେଲ କରି ଏମିତି ଆଲିଶାନ ବଙ୍ଗଳା ଆଉ ବଡ ବଡ ଗାଡି ଚଢିବା ସହ ବିଳାସ ବ୍ୟସନ ଜୀବନ ବିତାଇଛନ୍ତି । ବଡ ଲୋକଙ୍କ ସହ ସମ୍ପର୍କ ରଖିବା ଯୁବତୀଙ୍କର ପ୍ଳାନ ଥିଲା ।

ଯେଉଁ ମାନେ ଯୁବତୀଙ୍କ ସମ୍ପର୍କରେ ଆସୁଥିଲେ ସେମାନଙ୍କୁ ଫସାଉଥିଲେ । ଯୁବତୀଙ୍କ ଅସଲ ଚେହେରା ସେତେବେଳେ ସାମନାକୁ ଆସିଛି ଜୀବ ପ୍ରଡ୍ଯୁସରଙ୍କୁ ସେ ବ୍ଳାକମେଲ କରିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *