ବନ୍ଧୁଗଣ ଚଳିତ ବର୍ଷ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଅକ୍ଟୋବର ୨୫ ତାରିଖରେ ଲାଗିବାକୁ ଯାଉଛି । ଜ୍ଯୋତିଷ ଅନୁଯାୟୀ ଏହାର ବିଶେଷ ମହତ୍ଵ ରହିଛି । ପରାଗ ର ସମୟ ୪ ଘଣ୍ଟା ୩ ମିନିଟ ଯାଏଁ ରହିବ । ଏହି ଦିନ ଗୋବର୍ଦ୍ଧନ ପୂଜା ମଧ୍ୟ ହୋଇଥାଏ । ଜ୍ଯୋତିଷ ଅନୁସାରେ ଯେବେ ବି ଗ୍ରହଣର ସ୍ଥିତି ହୋଇଥାଏ ତେବେ କିଛି ରାଶି ଉପରେ ଏହାର ଶୁଭ ପ୍ରଭାବ ଦେଖିବାକୁ ମିଳିଥାଏ । ଆଉ କିଛି ରାଶି ଉପରେ ଏହାର ଖାରପ ପ୍ରଭାବ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ରାଶି ଉପରେ ଗ୍ରହଣର ଅଶୁଭ ପ୍ରଭାବ ପଡିବାକୁ ଯାଉଛୁ ।
ବୃଷ ରାଶି : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଅକ୍ଟୋବର ୨୫ରେ ଲାଗିବାକୁ ଥିବା ସୂର୍ଯ୍ୟଗ୍ରହଣ କାରଣରୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ନିଜର ବିଚାରକୁ ନେଗେଟିଭ କରନ୍ତୁ ନାହି । ଆପଣ ଯୋଗ, ପୂଜା ପାଠ ଓ ମେଡିଟେସନ କରନ୍ତୁ । ଏହି ସମୟରେ ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ । ତେଣୁ ନିବେଶ ବା ଲେନଦେନ କରିବା ସମୟରେ ସତର୍କ ରୁହନ୍ତୁ ।
ମିଥୁନ ରାଶି : ଜ୍ଯୋତିଷ ଅନୁଯାୟୀ ଏହି ରାଶିର ଲୋକଙ୍କୁ ଗ୍ରହଣ ଦିନ ଯାତ୍ରା କରିବା ସମୟରେ ସାବଧାନ ରହିବାର ଅଛି । ଚାକିରି, ବୟପର କ୍ଷେତ୍ରରେ କିଛି ପରିବର୍ତ୍ତନର ସ୍ଥିତି ହୋଇପାରେ । ଏହି ସମୟରେ ବୁଝି ବିଚାରୀ ନିସ୍ପତି ଇଆନ୍ତୁ । ଅନ୍ଯଥା ଆର୍ଥିକ କ୍ଷତି ହୋଇପାରେ ।
କନ୍ୟା ରାଶି : ଏହି ରାଶିର ଜାତକ ଯେଉଁ ମାନେ ବିଦେଶୀ ବ୍ୟାପାର କରୁଛନ୍ତି ସେମାନଙ୍କୁ ଖାସ ଧ୍ୟାନ ରଖିବାର ଅଛି । କୌଣସି ବି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ଆଗରୁ ସତର୍କ ନିଅନ୍ତୁ । ଖର୍ଚ୍ଚ ରେ ବୃଦ୍ଧି ହୋଇପାରେ । କୌଣସି ପ୍ରକାରର ନିବେଶରୁ ବଞ୍ଚିତ ରୁହନ୍ତୁ । କିଛି କାମ ଆରମ୍ଭ କରିବା ପୂର୍ବରୁ ଆପଣ ବୁଝି ବିଚାରୀ କରନ୍ତୁ ।
ତୁଳା ରାଶି : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶେଷ ଗ୍ରହଣର ତୁଳା ରାଶିରେ ଲାଗିବାକୁ ଯାଉଛି । ଗ୍ରହଣର ପ୍ରଭାବ ଆପଣଙ୍କ ଉପରେ ଅଧିକ ରହିବ । ଏହି ସମୟରେ ଆରଥି ଲେନଦେନ କରିବାରୁ ବଞ୍ଚିତ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହି । ପରାଗର ପ୍ରଭାବ କମ କରିବା ପାଇଁ ଇଷ୍ଟ ଦେବଙ୍କ ପୂଜା କରନ୍ତୁ ।
ବିଛା ରାଶି : ଜ୍ଯୋତିଷ ଅନୁଯାୟୀ ପରାଗ କାରଣରୁ ଆୟ ରେ କାମ୍ୟ ଆସିପାରେ । ଆପଣଙ୍କୁ ନିଜର ବାଣୀ ଉପରେ ସଂଯମ ରଖିବାର ଅଛି । ପରିବାର ରେ ଅଧିକ ସମସ୍ୟା ହୋଇପାରେ । ଏହି ସମୟରେ ଧନ ସହ ଜଡିତ ନିସ୍ପତି ନେବାରେ ସମସ୍ୟା ହୋଇପାରେ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ କମ ହୋଇପାରେ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।