7 ଦିନ ପର୍ଯ୍ୟନ୍ତ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ମୂଳରୁ ଶେଷ ହୋଇଯାଏ ଏହି 4ଟି ରୋଗ ? 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ତୁଳସୀ ର ମହତ୍ଵ କେତେ ରହିଛି । ତୁଳସୀ କୁ କ୍ଷୀର ରେ ମିଶାଇ ସେବନ କରିଲେ ବହୁତ ଲାଭଦାୟକ ହୋଇଥାଏ । ଏହା ଶରୀରକୁ ପୂର୍ଣ୍ଣ ଭାବରେ ସଫା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତୁଳସୀ ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକରକ ହୋଇଥାଏ । ଏହାର ସେବନ କରିବା ଦ୍ଵାରା ଆମ ଶ୍ରାୟର ରେ ଯାହା ବି ଛୋଟ ବଡ ସମସ୍ଯା ଥାଏ ତାହା ନିଶ୍ଚୟ ଦୂର ହୋଇଥାଏ । ଆଜି ଆମେ ଆପଣଙ୍କୁ କ୍ଷୀର ଓ ତୁଳସୀ ପତ୍ର ମିଶାଇ ସେବନ କରିବା ଦ୍ଵାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ ।

ଏଥିପାଇଁ ପ୍ରଥମେ ଏକ ଗ୍ଳାସ କ୍ଷୀର ନେଇ ସେଥିରେ ୪ରୁ ୫ଟି ତୁଳସୀ ପତ୍ର ପକାନ୍ତୁ । ଏହାକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହା ପରେ ଆପଣ ଏହାକୁ ଛାଣି ସେବନ କରନ୍ତୁ । ଏହି କ୍ଷୀର ରେ ସେବନ କରିଲେ ହୃଦ ରୋଗ ଦୂର ହୋଇଥାଏ । ପ୍ରତେକ ଦିନ ତୁଳସୀ ପତ୍ର ସେବନ କରିବା ଦ୍ଵାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ । କିଡନି ରେ ପଥର ହୋଇଥିଲେ ତାହାକୁ ନଷ୍ଟ କରିବା ପାଇଁ ତୁଳସୀ ମିଶ୍ରିତ କ୍ଷୀର ବହୁତ ଲାଭଦାୟକ ଅଟେ ।

ଯେଉଁ ଲୋକ ମାନଙ୍କର କିଡନି ରେ ପଥର ହୋଇଛି ସେମାନେ ନିୟମିତ ଭାବେ ତୁଳସୀ କ୍ଷୀର ର ସେବନ କରିଲେ ବହୁତ ଫଳପ୍ରଦ ହୋଇଥାଏ । ତୁଳସୀ ରେ ଆଣ୍ଟି ବାୟୋଟିକ ଗୁଣ ରହିଥାଏ । ଯାହା ରୋଗ ପ୍ରତିରୋଧକ ଗୁଣ କୁ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ନିୟମିତ ରୂପରେ ତୁଳସୀ ମିଶ୍ରିତ କ୍ଷୀର ସେବନ ଦ୍ଵାରା କ୍ୟାନ୍ସର ଭଳି ଭୟଙ୍କର ରୋଗ ହେବାର ସମ୍ଭାବନା କମ ଥାଏ । ଏଥିରୁ ମିଳୁଥିବା ଆଣ୍ଟି ଅକ୍ସିଡେଣ୍ଟ ତତ୍ଵ କ୍ୟାନ୍ସର ଭଳି ରୋଗକୁ ମୂଳ ରୁ ଶେଷ କରି ଦିଏ ।

ତୁଳସୀ ମିଶ୍ରିତ କ୍ଷୀର ସେବନ କରିବା ଦ୍ଵାରା ଶ୍ଵାସ ଜନିତ ସମାସୀ ଦୂର ହୋଇଥାଏ । ଯେଉଁ ମାନଙ୍କର ଶ୍ଵାସ ଜନିତ ସମସ୍ଯା ରହିଛି ସେମାନେ ତୁଳସୀ ମିଶ୍ରିତ କ୍ଷୀର କୁ ସକାଳେ ଓ ସନ୍ଧ୍ୟା ରେ ନିୟମିତ ସେବନ ଦ୍ଵାରା ଏହା ଦୂର ହୋଇଯାଏ । ତେବେ ଏହା ଥିଲା ତୁଳସୀ ମିଶ୍ରିତ କ୍ଷୀର ସେବନ ମାତ୍ର ୭ ଦିନ କରିବା ଦ୍ଵାରା ଏହି ୪ଟି ରୋଗ ଦୂର ହୋଇଥାଏ ।

ଆପଣ ମାନେ ମଧ୍ୟ ଏହାର ସେବନ ନିଶ୍ଚୟ କରନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚୟ ଆରୋଗ୍ଯ ଲାଭ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *