ଏମିତି ପାଦ ଥିବା ସ୍ତ୍ରୀ ଆସିଲେ ଘରକୁ କରିଥାନ୍ତି ବର୍ବାଦ, ପାଦରୁ ଜାଣନ୍ତୁ କେତେ ଭାଗ୍ୟଶାଳୀ ଅଟେ କେଉଁ ସ୍ତ୍ରୀ

ମଣିଷର ଶରୀରର ଅଧଭୂତ ହୋଇଥାଏ । ମଣିଷର ସ୍ବଭାବ ଓ ବ୍ୟବହାର କିଛି ବି ଲୁଚି ରୁହେ ନାହି । ଯେମିତି ଆମ ହାତର ରେଖା ଜୀବନ ବିଷୟରେ ଅନେକ କଥା କହିଥାଏ ଠିକ ସେମିତି ପାଦର ରେକହ ଜୀବନର ମହତ୍ଵ ପୂର୍ଣ୍ଣ କଥା କହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କେମିତି ସ୍ତ୍ରୀ ବା ପୁରୁଷ ପାଦ ଆପଣଙ୍କ ଘର ବରାବତ କରି ପାରନ୍ତି । ଭବିଷ୍ୟ ପୁରାଣରେ ଅନେକ ତଥ୍ୟ ବିଷୟରେ କୁହାଯାଇଛି ଯାହା ଶରୀରର ଗଠନ ଅନୁଯାୟୀ ଶୁଭ ଓ ଅଶୁଭ ଲକ୍ଷଣ ବିଷୟରେ ବିସ୍ତାର ଭାବେ କୁହାଯାଇଛି । ଏହି ଗ୍ରନ୍ଥର ରଚୟତା ଭଗବାନ ବ୍ରମ୍ହା କରିଛନ୍ତି । ଏଥିରେ ଲେଖାଯାଇଛି-

୧- ଯେଉଁ ଲୋକଙ୍କ ପାଦ ଅଧିକ ଚଉଡା ହୋଇଥାଏ ସେମାନେ ମେହନତୀ ହୋଇଥାନ୍ତି । ଏମିତି ସ୍ତ୍ରୀ ଖାଲି ବସିବା ପାଇଁ ପସନ୍ଦ କରନ୍ତି ନାହି । ଏମାନେ କମ କାମ ଓ ଅଧିକ କଥା କହୁଥିବା ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ନାହି ।

୨- ଯେଉଁ ସ୍ତ୍ରୀର ପାଦର ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ଛୋଟ ହୋଇଥାଏ ସେମାନଙ୍କ ଉପରେ ବିଲକୁଲ ଭରସା କରିବା ଉଚିତ ନୁହେଁ । ଯଦି ଆଙ୍ଗୁଠି ଅଧିକ ଦୂରରେ ଥାଏ ତେବେ ଆପଣ ଯାହା ଦେଖା ଯାଇଥାନ୍ତି ସେମିତି ନୁହନ୍ତି ।

୩- ଯେଉଁ ସ୍ତ୍ରୀଙ୍କ ପାଦ ନାଲି ରଙ୍ଗ ଓ ଝାଳ ଆସୁ ନ ଥିବ ସେମାନେ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି । ଏମାନେ ଆରାମଦାୟକ ଜୀବନଯାପନ କରିଥାନ୍ତି ।

୪- କୌଣସି ସ୍ତ୍ରୀ ର ଆଙ୍ଗୁଠି ଅଧିକ ମୋଟା ହୋଇଥାଏ ତେବେ ସେହି ସ୍ତ୍ରୀର ଭାଗ୍ୟ ସାଥ ଦିଏ ନାହି । କୌଣସି ସ୍ତ୍ରୀର ଆଙ୍ଗୁଠି ଧଳା, ତେଢା ମେଢା ନଖ ଥିବା ଓ ଆଙ୍ଗୁଠି ର ଆକାର ଅଲଗା ହୋଇଥିବ ତେବେ ଏମାନେ ନିଜ ଜୀବନରେ ଅନେକ ସମସ୍ୟାର ସମୁଖିନ୍ନ କରିଥାନ୍ତି । ଏମିତିକି ଧନର ଅଭାବ ଦେଖା ଯାଇଥାଏ ।

୫- ଭବିଷ୍ୟ ପୁରାଣ ଅନୁଯାୟୀ କୌଣସି ସ୍ତ୍ରୀ ର ଆଙ୍ଗୁଠି ବ୍ରକର ଆକାରର ହୋଇଥିବ ଏମାନଙ୍କ ବିଚାର ଧୃତ ହେବ ସହ ବିନା କିଛି ଚିନ୍ତା ନ କରି କାହାର ବି କ୍ଷତି କରିଥାନ୍ତି ।

୬- କୌଣସି ସ୍ତ୍ରୀର ଆଙ୍ଗୁଠି ତର୍ଜନୀ ଆଙ୍ଗୁଠି ଆଡକୁ ନାଇଁ କି ଥିବ ଏଭଳି ନାରୀ ସବୁବେଳେ ଜଲ୍ଦି ରେ ରହିଥାନ୍ତି । ଏହି କାରଣରୁ ଅନେକ କ୍ଷତି ବି ହୋଇଥାଏ ।

୭- ଯଦି ଆଙ୍ଗୁଳି ପରସ୍ପର ଭିତରେ ଦବି ରହିଛି ତେବେ ଏମିତି ମହିଳା ଅନ୍ୟ ଉପରେ ଭରସା କରିପାରନ୍ତି ନାହି । ଯଦି ପାଦର ଆଙ୍ଗୁଳି ବରାବର ହୋଇଥିବ ତେବେ ଏମିତି ନାରୀ ବହୁତ ମସୁର ବା ଜୀବନରେ କିଛି କରିପାରନ୍ତି ନାହି ।

୮- ଯଦି ପାଦର ଆଙ୍ଗୁଳି ଓ ତାର ପାଖ ଆଙ୍ଗୁଠି ଉଭୟ ପରସ୍ପର ସହ ମିସିଥାଏ ତେବେ ଏମାନଙ୍କୁ ଭାଗ୍ଯର ସାତ କେବେ ବି ମିଳେ ନାହି । ଏମିତି ମହିଳାଙ୍କ ଅଧିକ ପଇସା ସନ୍ତାନଙ୍କ ପଛରେ ଖର୍ଚ୍ଚ ହୋଇଥାଏ ।

୯- ଯେଉଁ ସ୍ତ୍ରୀର ପାଦର ଆଙ୍ଗୁଠି ବଡ ଓ ପାଖ ଆଙ୍ଗୁଠି ଛୋଟ ସେମାନେ ଅନ୍ୟର ଗୁଲାମି କରିଥାନ୍ତି ଓ ଅନ୍ୟର କଥା ଶୁଣିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *