ଏହି 3ଟି ସଂକେତ ମିଳିଲେ ଜାଣିବେ ଭଗବାନ ସ୍ଵୟଂ ଆପଣଙ୍କ ଯୋଡି ବନାଇଛନ୍ତି

ବନ୍ଧୁଗଣ ଆଜିକାଲି ସମ୍ପର୍କ ଯେତେ ସହଜରେ ବନିଯାଉଛି ସେତେ ସହଜରେ ଭାଙ୍ଗି ଯାଉଛି । କୌଣସି ଛୋଟ କାରଣକୁ ନେଇ ସମ୍ପର୍କ ଭାଙ୍ଗି ଦେଇଛନ୍ତି ଲୋକେ । କେହି ଜାଣିଶୁଣି ଧୋକା ଦେଇଥାଏ ତ ଆଉ କିଏ ଭୁଲ ବୁଝାମଣା ପାଇଁ ଛାଡି ଦେଇଥାଏ । କିନ୍ତୁ ଯଦି ଆପଣ କାହାକୁ ସଚ୍ଚା ହୃଦୟରୁ ଭଲ ପାଉଛନ୍ତି ତେବେ ତାଙ୍କୁ ହରାଇବାକୁ ଚାହିଁବେ ନାହି । ଯାହାକୁ ଆପଣ ଭଲ ପାଉଛନ୍ତି ଉପରବାଲା ଆପଣଙ୍କୁ ମିସାଇବାକୁ ଚାହୁଁଛନ୍ତି କିମ୍ବା ଉପରବାଲା ଚାହୁଁଛନ୍ତି ଆପଣ ଦୁହେଁ ଏକ ହୋଇ ଯାଆନ୍ତୁ ତେବେ ଏହି ୩ଟି ସଂକେତ ଦ୍ଵାରା ଜାଣିପାରିବେ ଉପରବାଲା ଆପଣ ଦୁହିଙ୍କୁ ମିଶାଇଛନ୍ତି ।

୧- ଯେବେ ଆପଣଙ୍କୁ କାହା ସହ ଭଲ ପାଉଛନ୍ତି ତେବେ ତାଙ୍କୁ ନ ଦେଖି ରହିପାରିବେ ନାହି । ସାରା ଦିନ ଭଲ ଲାଗେ ନାହି । ମାରେ ବିଚଳିତ ଆସିଥାଏ ଆଉ ଏସବୁ କିଛି ଯଦି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କ ସହ ହୋଇଥାଏ । ସେ ବି ଆପଣଙ୍କୁ ନ ଦେଖି ରହିପାରୁ ନାହାନ୍ତି କି ମନ ବିଚଳିତ ହେଉଛି ତେବେ ଜାଣିବେ ଉପରବାଲା ଆପଣ ଦୁହିଙ୍କୁ ମିଶାଇଛନ୍ତି । ଆପଣ ଦୁହେଁ ପରସ୍ପର ନିକଟତର ହୋଇଥିଲେ ଆପଣ ଦୁହିଙ୍କ ହାତ ପାଦ କମ୍ପିବାରେ ଲାଗିବ ଏକ ଅଜବ ଅନୁଭବ ହୋଇଥାଏ ତେବେ ଜାଣିବେ ଆପଣ ଦୁହେଁ ପରସ୍ପରକୁ ସଚ୍ଚା ଭଲ ପାଉଛନ୍ତି ।

୨- ଯେବେ ଆପଣ କେବେ ଭାବି ନ ଥିବେ ଏହି ଜାଗାରେ ମୋ ପ୍ରେମ ଦେଖାଯିବ କିନ୍ତୁ ସେହି ଜାଗାରେ ଆପଣଙ୍କୁ ଦେଖାଯିବ ସେ ଆପଣଙ୍କୁ ଦେଖି ଓ ଆପଣ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଭାବିବେ ଆପଣଙ୍କ ସହ କଣ ହେଉଛି ଯେଉଁଠି ଆପଣ ଭାବି ନ ଥିବେ ସେଠାରେ ଆପଣଙ୍କୁ ଦେଖାଯିବ ଆଉ ଏଭଳି ଘଟଣା ବାରମ୍ବାର ଆପଣଙ୍କ ସହ ହେଉଛି ଅଚାନକ ଆପଣ ଦୁହେଁ ଦେଖା ହେଉଛି ତେବେ ଆପଣ ଦୁହିଙ୍କ ପ୍ରେମ ସଚ୍ଚା କି ଆପଣ ଯେତେ ଦୂରରେ ଥିଲେ ବି ଏକ ହୋଇ ଯାଉଛନ୍ତି ।

ଏଭଳି ସଂକେତ ମିଳିଲେ ଜାଣିବେ ଉପରବାଲା ଆପଣଙ୍କୁ ମିଶାଇଛନ୍ତି । ଯେବେ ଆପଣଙ୍କୁ କେହି ସିଦ୍ଧତରେ ଭଲ ପାଉଛନ୍ତି ବା ଆପଣ ହୃଦୟରୁ କାହାକୁ ଭଲ ପାଉଛନ୍ତି ତେବେ ପୁଅର ଦୁନିଆ ତାଙ୍କ ସହ ମିସାଇବାକୁ ଚେଷ୍ଟା ରେ ଲାଗି ଯାଇଥାନ୍ତି ।

୩- ଅନେକ ଥର ଏମିତି ହୋଇଥାଏ ଆପଣ ନିଜ ସାଥୀଙ୍କୁ କିଛି କହିବାକୁ ଚାହୁଁଛନ୍ତି କିନ୍ତୁ ଆପଣ କହିବାକୁ ସାହସ ନାହି ଆପଣ ତାଙ୍କୁ ଲାଜ କରୁଛନ୍ତି ଆଉ ଭୟ କରୁଛନ୍ତି । ଆପଣ ଭୟ କରୁଛନ୍ତି କି ଆପଣଙ୍କ କଥା ତାଙ୍କୁ ଖରାପ ଲାଗିପାରେ କିନ୍ତୁ ଆପଣଙ୍କ ସାଥି ହସିକି କହିବେ ଆପଣ କଣ କହିବେ ମୁଁ ଜାଣିଛି ।

ଆଉ ଆପଣ ଯାହା ତାଙ୍କୁ କହିବାକୁ ଚାହୁଛନ୍ତି ସେ ଆପଣଙ୍କୁ କହି ଦେବେ ତେବେ ଏହାର ସିଧା ଅର୍ଥ କି ଉପରବାଲା ଚାହୁଁ ନାହାନ୍ତି ଆପଣ ଦୁହିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ନ ହେଉ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *