ବନ୍ଧୁଗଣ ସୋ ଚାଲିଛି ଯାତ୍ରା ମଞ୍ଚ ରେ । ଆଉ ଏମିତି ମଡେଲ ଡ୍ୟାନ୍ସ ହେଉଛି ଯାହାକୁ ଦେଖି ଦର୍ଶକ ମାନେ ପୁରା ଖୁସି ରେ ଫାଟି ପଡ଼ୁଛନ୍ତି ଆଉ ଉପୋଭୋଗ ମଧ୍ୟ କରୁଛନ୍ତି । ହଜାର ହଜାର ଦର୍ଶକ ଯାତ୍ରା ମଞ୍ଚରେ ନାଚୁଥିବା ଅଭିନେତ୍ରୀ ଙ୍କ ନାଚ ଦେଖି ଏଞ୍ଜୋଏ କରୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଦର୍ଶକ ଙ୍କୁ ଏଭଳି ଅଶ୍ଳୀଳ ନାଚ ଭାରି ବାଧିଲା । ସେଥିପାଇଁ ତ ମହିଳା ଦର୍ଶକ ଜଣକ ଅଭିନେତ୍ରୀ ଙ୍କ ଉପରୁ ତଳେ ଥାଇ ଚପଲ ମାଡ କରିଛନ୍ତି ।
ତେବେ ମହିଳା ଜଣକ ବୋଧ ହୁଏ ଜାଣି ନାହନ୍ତି କି ଏ ହେଉଛି ଦେହ ସୁହା । କାରଣ ଏ ହେଉଛି ପବ୍ଲିକ ମାନଙ୍କର ଡିମାଣ୍ଡ । ଯାତ୍ରା ଉପରେ ରିସର୍ଚ ନ କରି ମହିଳା ଜଣକ ପଳାଇ ଆସିଛନ୍ତି ଦେଖିବାକୁ ଯାହା ଏହି ଦୃଶ୍ୟ ରୁ ଜଣା ପଡୁଛି । ତେବେ ଏହି ଘଟଣା ଟି ହେଉ କାଳୀପୂଜା ବାସର ରେ ଚରମ୍ପା ରେ ହେଉଥିବା ଯାତ୍ରା ମଞ୍ଚ ଉପରେ ରାନୀ ପ୍ରିୟଦର୍ଶୀନି ନାମକ ଅଭିନେତ୍ରୀ ଡ୍ୟାନ୍ସ ପରଫୋମ କରୁଥିଲେ । ଆଉ ତାଙ୍କ ନାଚକୁ ହଜାର ହଜାର ଦର୍ଶକ ମାନେ ଦେଖି ବେଶ ଖୁସି ହେବା ସହ କର ତାଳି ଦେଇ ସ୍ଵାଗତ ଜଣାଉଥିଲେ ।
ସବୁ କିଛି ଠିକ ଠାକ ଚାଲିଥିଲା । କିନ୍ତୁ ଅଭିନେତ୍ରୀ ରାନୀ ଏମିତି କିଛି ସ୍ଟେପ କରିଛନ୍ତି ଯାହାକୁ ସାହି ପାରିଲେ ନାହି ମହିଳା ଦର୍ଶକ ଜଣକ । ଆଉ ୫ ହଜାର ଦର୍ଶକ ମାନଙ୍କ ମଧ୍ୟରୁ ତୁହି ସେ ଅଭିନେତ୍ରୀ ଙ୍କ ଉପରକୁ ଚପଲ ମାଡ କରିଛନ୍ତି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେବା ସହ ବିବାଦ ମଧ୍ୟ ଦେଖା ଯାଇଛି । ତେବେ ଅଭିନେତ୍ରୀ ରାନୀ ଙ୍କର ଏଭଳି ଅଶ୍ଳୀଳ ନାଚକୁ ପ୍ରତିବାଦ କରି ମହିଳା ଦର୍ଶକ ଏଭଳି ହରକତ କରିଛନ୍ତି ଯାହାକୁ ନେଇଏ ଏବେ ସାରା ରାଜ୍ୟ ରେ ବିବାଦ ଦେଖା ଯାଇଛି ।
ତେବେ ଅଭିନେତ୍ରୀ ରାନୀ ମଧ୍ୟ ମହିଳା ଙ୍କୁ ପ୍ରତିବାଦ କରିବା ସହ ପ୍ରଶ୍ନ କରୁଛନ୍ତି ମୁଁ ମୋ ସୀମା ଭିତରେ ରହି ନାଚିଚି କିଛି ବି ଖରାପ ନାହି ମୋ ନାଚରେ । ଯଦି ୫ ହଜାର ଦର୍ଶକ ଙ୍କୁ ମୋ ନାଚ ଖରାପ ଲାଗିଲା ଆଉ ସେମାନଙ୍କୁ ଅଶ୍ଳୀଳ ଲାଗିଲା ନାହି ତେବେ ଜଣେ ମହିଳା ଙ୍କୁ କଣ ପାଇଁ ଏମିତି ଲାଗିଲା ଏପରି କିଛି ରାଏ ଦେଇଛନ୍ତି ଅଭିନେତ୍ରୀ ରାନୀ । ତେବେ ଏହି ଘଟଣା ଘଟିବା ପରେ ଯାତ୍ରା ମଞ୍ଚ ର କର୍ତ୍ତୁପକ୍ଷ ମଧ୍ୟ ଆସି ସେହି ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ।
ଏହା ପରେ କିଛି ସମୟ ପାଇଁ ନୃତ୍ୟୁ ପରିବେଷଣ ବନ୍ଦ ହୋଇ ଯାଇଥିଲା । ହଜାର ହଜାର ଦର୍ଶକ ମାନେ ଏହି ଅଶ୍ଳୀଳ ନାଚକୁ ଦେଖି ଖୁସି ହେଉଥିବା ବେଳେ ମହିଳା ଜଣକ ଏମିତି ହରକତ କରିବା କେତେ ଦୂର ଯୁକ୍ତି ଯୁକ୍ତ ତାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।