ଝିଅର ନାମ କୁହ ! 99% ଲୋକ ଦେଲେ ଭୁଲ ଉତ୍ତର… Mind Twisting Game

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ପଜାଲ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ୧୦ ସେକେଣ୍ଡର ସମୟ ଦିଆଯିବ ଆଉ ଏହାରି ମଧ୍ୟରେ ଆପଣ ଚିତ୍ର ଦେଖି ତାକୁ ଆଡ କରି ଝିଅ ବା ପୁଅର ନାମ କହିବେ । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ପଜଲ ଗେମ । ପଜଲ ୧:  ପ୍ରଥମ ପଜଲରେ ରିଙ୍ଗ ଓ କି ର ଚିତ୍ର ରହିଛି ତେବେ କୁହନ୍ତୁ ଝିଅର ନାମ କଣ ?

ଉତ୍ତର-  ରିଙ୍କି

ପଜାଲ ୨ : ଦ୍ଵିତୀୟ ପଜଲରେ ଗାଈ ଓ ଗଛର ଚିତ୍ର ରହିଛି ତେବେ କୁହନ୍ତୁ ଝିଅର ନାମ କଣ ?

ଉତ୍ତର- ଗାୟତ୍ରୀ

ପଜଲ ୩ : ତୃତୀୟ ପଜଲରେ R ଓ ଚଣା ର ଚିତ୍ର ରହିଛି ତେବେ କୁହନ୍ତୁ ଝିଅର ନାମ କଣ ?

ଉତ୍ତର- ଅର୍ଚ୍ଚନା

ପଜଲ ୪ : ଚତୁର୍ଥ ପଜାଲରେ ରନ ଓ ଦୀପର ଚିତ୍ର ରହିଛି ତେବେ କୁହନ୍ତୁ ପୁଅର ନାମ କଣ ?

ଉତ୍ତର- ରଣଦୀପ

ପଜଲ ୫ : ଏଥିରେ କାର ଓ ଟିକ ର ଚିତ୍ର ରହିଛି ତେବେ କୁହନ୍ତୁ ପୁଅର ନାମ କଣ ?

ଉତ୍ତର- କାର୍ତ୍ତିକ

ପଜଲ ୬ : ଏଥିରେ ଚନ୍ଦ୍ର, କାନ ଓ T ଚିତ୍ର ରହିଛି ତେବେ ପୁଅର ନାମ କଣ ?

ଉତ୍ତର- ଚନ୍ଦ୍ରକାନ୍ତ

ପଜଲ ୭ : ଏଥିରେ ସର ବା ମୁଣ୍ଡ ଓ ୧୦୦ ନମ୍ବରର ଚିତ୍ର ରହିଛି ତେବେ ପରିବା ର ନାମ କଣ ?

ଉତ୍ତର- ସୋରିଷ

ପଜଲ ୮ : ଏଥିରେ ମୁହଁ ଓ ଗଧ ର ଚିତ୍ର ରହିଛି ତେବେ ଝିଅର ନାମ କଣ ?

ଉତ୍ତର- ମୁଗ୍ଧ

ପଜଲ ୯ : ଏଥିରେ ଲେଡି ଓ ଫିଙ୍ଗର ର ଚିତ୍ର ରହିଛି ତେବେ ପରିବା ର ନାମ କଣ ?

ଉତ୍ତର- ଲେଡିଫିଙ୍ଗର

ପଜଲ ୧୦ : ଏଥିରେ ରେଡ ଓ ଡିଶ ର ଚିତ୍ର ରହିଛି ତେବେ ପରିବାର ନାମ କଣ ?

ଉତ୍ତର- ରେଡିସ ବା ମୂଳା

ପଜଲ ୧୧ : ଏଥିରେ କାନ୍ଦିବାର ଓ ଶନି ଙ୍କ ଚିତ୍ର ରହିଛି ତେବେ କୁହନ୍ତୁ ଝିଅର ନାମ କଣ ?

ଉତ୍ତର- ରୋଶନି

ପଜଲ ୧୨ : ଏଥିରେ ଗୋଲାପ ଫୁଲ ଓ O ର ଚିତ୍ର ରହିଛି ତେବେ ଝିଅର ନାମ କଣ ?

ଉତ୍ତର- ଗୁଲାବୋ

ପଜଲ ୧୩ : ଏଥିରେ ବହି ଓ = ର ଚିତ୍ର ରହିଛି ତେବେ ଝିଅର ନାମ କଣ ?

ଉତ୍ତର- ବିଦ୍ୟା

ପଜଲ ୧୪ : ଏଥିରେ କ୍ୟାଟ ବା ବିଲେଇ, ri ଓ ନାଁ ର ଚିତ୍ର ରହିଛି ତେବେ ଝିଅର ନାମ କଣ ?

ଉତ୍ତର- କ୍ଯାଟ୍ରିନା

ପଜଲ ୧୫ : ଏଥିରେ ଆ ଓ ତାଲା ର ଚିତ୍ର ରହିଛି ତେବେ ପୁଅର ନାମ କଣ ?

ଉତ୍ତର- ଆଲୋକ

ପଜଲ ୧୬ : ଏଥିରେ ଦୀପ ଓ ପା ର ଚିତ୍ର ରହିଛି ତେବେ ଝିଅର ନାମ କଣ ?

ଉତ୍ତର- ଦୀପା

ପଜଲ ୧୭ : ଏଥିରେ କପ ଓ ପୀଲ ବା ବଟିକାର ଚିତ୍ର ରହିଛି ତେବେ ପୁଅର ନାମ କଣ ?

ଉତ୍ତର- କପିଲ

ପଜଲ ୧୮ : ଏଥିରେ ହଁସ ଓ କଏନ ର ଚିତ୍ର ରହିଛି ତେବେ ଝିଅର ନାମ କଣ ?

ଉତ୍ତର- ହଂସିକା

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଅମା ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *