ଆଜି ଲାଗିଛି ଗ୍ରହଣ, ଆଜିଠୁ 7 ଦିନ ଗ୍ରହଣ ସପ୍ତାହରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ , ନଚେତ…Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହାର ପଲାଣ  କରିଲେ ମାନବ ଜୀବନର କଲ୍ୟାଣ ହୋଇଥାଏ । ଜୀବନ ସରଳ ସରସ ସୁନ୍ଦର ହୋଇଯାଏ । ୧- ଆମେ ସବୁ ଧନ ପାଇଁ ଇଚ୍ଛା ରଖିଥାଉ । ସେଥିପାଇଁ ଆମେ ମା ଲକ୍ଷ୍ମୀଙ୍କୁ ପୂଜା କରିଥାଉ । ଘରେ ଯେତିକି ଲକ୍ଷ୍ମୀ ମୂର୍ତ୍ତି ପୂଜା କରୁଛନ୍ତି ତେବେ ବସିଥିବା ଅବସ୍ଥାରେ ପୂଜା କରିବା ଉଚିତ । କିନ୍ତୁ ଦୋକାନରେ ମା ଲକ୍ଷ୍ମୀଙ୍କ ଫୋଟୋ ପୂଜା କରୁଥିଲେ ଠିଆ ହୋଇଥିବା ମୂର୍ତି ରଖିବା ଉଚିତ ।

୨- ରୋଷେଇ ଘର କୁ ଠାକୁର ଘର ଅପେକ୍ଷା ଅଧିକ ମନାଇବା ଉଚିତ । ରୋଷେଇ ଘର ଭିତରେ ଡଷ୍ଟବିନ ରଖିବେ ନାହି । ଏହା ସହ କୌଣସି ଠାକୁରଙ୍କ ଫୋଟୋ ଲଗାଇବା ଉଚିତ ନୁହେଁ ।

୩- ଚନ୍ଦ୍ରଗ୍ରହଣ ସମୟରେ ଗୋଟେ ଜାଗାରେ ବସିବା ସହ ଭଗବାନଙ୍କ ନାମ ଜପିବା ଉଚିତ । ମାନେ ରଖିବେ ନୂଆ ଘର ବା ପୁରୁଣା ଘରର ଶୋଇବା ଘରେ ମାର୍ବଲ ଲଗାଇଥାଉ । ଶୋଇବା ଘରେ କେବେ ବି ଧଳା ରଙ୍ଗର ମାର୍ବଲ ଲଗାନ୍ତୁ ନାହି । ଏମିତି ହେଲେ ସେହି ଘରର ସ୍ତ୍ରୀଙ୍କର ମନ ଶାନ୍ତି ରୁହେ ନାହି ।

୫- ଯଦି ଆପଣ ମନ୍ଦିର ଯାଇଛନ୍ତି ଆଉ ଜୋତା ଚପଲ ଚୋରୀ ହୋଇଯାଉଛି ତେବେ ମନ ଦୁଖ କରନ୍ତୁ । କାରଣ ସେହି ଦିନ ଠାରୁ ଶୁଭ ଦିନ ଆରମ୍ଭ ହୋଇଥାଏ । ଆଉ ଯେଉଁ ମାନେ ଜୋତା ଚୋରୀ କରିଥାନ୍ତି ସେମାନଙ୍କର ଶନି ଦଶା ଆରମ୍ଭ ହୋଇଥାଏ ।

୬- ଘରର ପଶ୍ଚିମ ଦିଗରେ କେବେ ବି ପାଣି ଟାଙ୍କି ରଖନ୍ତୁ ନାହି । ଏମିତି ହେଲେ ଧନ ପାଣି ଭଳି ବୋହିଯାଇଥାଏ । ପାଣି ଟାଙ୍କି ଉତ୍ତର ବା ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ ।

୭- ଯଦି ପରିବାରରେ ମନୋମାଳିନ୍ୟ ହେଉଛି ତେବେ ଘରର ଗଣି କୋଣରେ ନାଲି ବଲ ଜଳାଇ ରଖନ୍ତୁ । ବଲ ଜଳିବାର ଦେଢ ମାସ ପରେ ମନୋମାଳିନ୍ୟ ଦୂର ହେବ । ଘରେ ଯଦି ବାସ୍ତୁ ଦୋଷ ଅଛି ବା ଗୃହ ପ୍ରବେଶ କରୁଛନ୍ତି ତେବେ ଶନିବାର ଓ ମଙ୍ଗଳବାର ଦିନ କରିବେ ନାହି ।

୮- ଥରେ ରନ୍ଧା ଯାଇଥିବା ଖାଦ୍ଯ ଯେମିତିକି ତରକାରୀ, ଭଜା, ରୁଟି ଏ ସବୁକୁ ଗରମ କରି ଆଉ ଥରେ ଖାଇବା ଦ୍ଵାରା ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ ।

୯- ଯାଇ ଆପଣଙ୍କର ରାହୁ ଦଶା ଚାଲିଛି ଯଦି ରାହୁଙ୍କର ଦଶାରୁ ଆପଣ ଖାରପ ଫଳ ଭୋଗ କରୁଛନ୍ତି ତେବେ ଘରକି ଅତିଥି ବା ଅନ୍ୟ କୌଣସି ବି ଆସିଲେ ତାଙ୍କୁ ବସିବାକୁ କହିବା ପରେ ଶୁଦ୍ଧ ଥଣ୍ଡା ପାଣି ଗ୍ଳାସ ସେବନ କରିବାକୁ ଦିଅନ୍ତୁ ।

୧୦- ଯଦି ଅତ୍ୟଧିକ ରାଗ ଲାଗୁଛି ତେବେ ଆଇନ ଆଗରେ ଠିଆ ହୋଇ ମୁଣ୍ଡ ବାରମ୍ବାର କୁଣ୍ଡାନ୍ତୁ ନଚେତ ୧ରୁ ୨୦ ଯାଏଁ ଗଣନ୍ତୁ । ଦେଖିବେ ସବୁ ଠିକ ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *