ତୁ କଣ ଭାବିଥିଲୁ ମୋତେ ଧୋକା ଦେଇ ଚାଲିଥାନ୍ତୁ ଆଉ ମୁଁ ସେମିତି ଦେଖିଥାନ୍ତି । ତୁ କଣ ଦିନକୁ ଦିନ ପ୍ରତାରଣା କରିଥାନ୍ତୁ ଆଉ ମୁଁ ତୋ ପଛରେ ଗୋଡାଇଥାନ୍ତି । ତୁ ଭାବିଥିଲି ମୋତେ ହଇରାଣ କରିବୁ ଆଉ ମୁଁ ଦର୍ଶକ ହୋଇ ତୋର ଖେଳ ଦେଖିବୀ । ତୁ ନାରୀ ହୋଇ ମୋତେ ମହଣ କରିବୁ ଆଉ ମୁଁ ସୁନା ପିଲାଙ୍କ ପରି ତୋ କଥା ସବୁ ମାନି ନେବି । ନ କେବେ ନୁହେଁ ସେମିତି ହେବାକୁ ମୁଁ ଦେବୀ ନାହି । ତୁ କଉ ମାଛ ହେଲେ ମୁଁ ଭାକୁର ମାଛ ।
ତୋ ସ୍ଵାମୀ ପାଖରେ ଖୁସି ହେଲୁ ନାହି ବୋଲି ସ୍ଵାମୀ ଥାଉ ଥାଉ ମୋ ସହ ତୁ ସମ୍ପର୍କ ରଖିଲୁ । ସ୍ଵାମିକୁ ଧୋକା ଦେଇ ମୋ ସହ ପ୍ରେମ କରିଲୁ । ସ୍ଵାମିକୁ ଧୋକା ଦେଇ ମୋ ସହ ସମ୍ପର୍କ ରଖିଲୁ । ତୋ ସ୍ଵାମୀ ସୋଇଥିବା ବେଳେ ତୁ ଆସି ମୋ ବେଡ ପାର୍ଟନର ସଜାଇଲୁ । ତୋ ସ୍ଵାମୀ ଏକା ରାତି କାଟୁଥିବା ବେଳେ ତୁ ମୋ ସହ ରୋମାନ୍ସ କରିଲୁ । ତୋ ସ୍ଵାମୀ ଠାରୁ ଯେତିକି ଅଧିକାର ପାଇନୁ ତୋ ଠାରୁ ମୁଁ ସେତିକି ଅଧିକ ପାଇଛି । ଆଉ ଶେଷରେ ତୁ ମୋ ଆଗରେ ଆସି ରଙ୍ଗ ଝାଡୁଛୁ । ତୋତେ କଣ ମୁଁ ନ ଦେଇଛି ।
ତୋତେ ଚଳିବା ପାଇଁ ଟଙ୍କା ବି ଦେଇଛି । ତୋ ବିପଦ ଆପଦରେ ତୋତେ ମୁଁ କେତେ ଥର ସାହାଜ୍ଯ ବି କରିଛି । ଆଉ ତାଙ୍କ ସବୁ ଲୁଟି ନେଇ ସାରିବା ପରେ ତୁ ମୋତେ ଧରା ଛୁଆଁ ଦେଲୁ ନାହି । ମୋତେ ଧୋକା ଦେଇ ଟଙ୍କା ଲୁଟି ନେଇ ଫୋନ ଉଠାଇଲୁ ନାହି । ହଁ ଦର୍ଶକ ବନ୍ଧୁ ପରକ୍ରିୟା ପ୍ରୀତି ଓ ଟଙ୍କା ପାଇଁ ଜଣେ ବିବାହିତା ମହିଳା ଙ୍କୁ ହତ୍ୟା କରା ଯାଇଛି ଆଉ ତାଙ୍କ ହତ୍ୟା କରିଥିବା ମଣିଷଟି ହେଉଛି ତାଙ୍କ ପ୍ରେମିକ ।
କଣ୍ଟାଗଡି ଗ୍ରାମର ୩୬ ବର୍ଷୀୟା ମହିଳା ବସ ରୁ ଓଲହାଇ ଜଣେ ସମ୍ପର୍କୀୟ ଙ୍କ ଘରକୁ ଯାଉଥିବା ବେଳେ ତାଙ୍କ ପ୍ରେମିକ ବାଇକ ରେ ଆସି ତାଙ୍କ ମୁଣ୍ଡ କୁ ଶକ୍ତ ଆଘାତ ଦେଇ ଫେରାର ହୋଇ ଯାଇଥିଲେ । ନିକଟସ୍ଥିତ ଗ୍ରାମ ବାସୀ ମାନେ ମହିଳା ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଧାର କରି ପୋଲିସ କୁ ଖବର ଦେଇ ମେଡିକାଲ କୁ ପଠାଇ ଦେଇଥିଲେ । ତେବବେସେ ଚିକିତ୍ସାଧୀନ ଅବସ୍ଥାରେ ମହିଳା ଙ୍କର ମୃତ୍ୟୁ ଘଟିଥିଲା ।
ହତ୍ୟାକାଣ୍ଡ ର ୨୪ ଘଣ୍ଟା ନ ପୁରୁନୁ କପ୍ତିକଦା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଅଭିଯୁକ୍ତ ସୁପ୍ରିମ ମହାରଣା ଧରା ପଡିବା ପରେ ମହିଳା ଙ୍କ ସହ ତାଙ୍କର ଦୀର୍ଘ ୭ ବର୍ଷ ଧରି ସମ୍ପର୍କ ଥିବା, ଟଙ୍କା ନେଇଥିବା, ପ୍ରେମିକା ଙ୍କୁ ହତ୍ୟା କରିଥିବା ସ୍ଵୀକାର ମଧ୍ୟ କରିଛନ୍ତି । ତେବେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।