କିଛି ପିଲା ମାନେ ମୋତେ ନେଇ ଗୋଟେ ବନ୍ଦ କୋଠରୀରେ ରଖି ମୋ.. ଏହି କିନ୍ନର ଜଣଙ୍କ ନିଜ ସହ ହୋଇଥିବା ଘଟଣା ବିଷୟରେ ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

ବନ୍ଧୁଗଣ ବର୍ତ୍ତମାନ ସମୟରେ ଜଣେ କିନ୍ନରଙ୍କ ଜୀବନର ସଙ୍ଘର୍ଷର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିନ୍ନର ଜଣକ ସାକ୍ଷାତକାରର ରେ କହିଛନ୍ତି କି ‘ମୋ ମା ମୋର ସପୋର୍ଟ କରୁଥିଲେ ଆଉ ପରେ ପୁରା ପରିବାର ସହଯୋଗ କରିବାକୁ ଲାଗିଲେ । ମୁଁ ପଢିବା ସମୟରେ ମୋତେ ଘରୁ ବାହାର କରିଦେଇଥିଲେ ବାପା । ବାପନକୁ ବହୁତ ସମୟ ଲାଗିଲା ମୋତେ ଗ୍ରହଣ କରିବା ପାଇଁ । କାରଣ ଯେବେ ମୁଁ ହେୟାର ଷ୍ଟାଇଲ ବଢାଇଲି ବାପା ପ୍ରତିବାଦ କରିଥିଲେ ଆଉ ରାଗରେ ମୋତେ ବାହାର କରିଦେଲେ ।

ମୁଁ ସର୍ଜରୀ ବି କରାଇଛି ବାପା ବେଳେବେଳେ ମୋତେ ପୁଅ ବୋଲି ଡାକନ୍ତି କିନ୍ତୁ ମୁଁ କେବେ ପ୍ରତିକ୍ରିୟା ଦେଇ  ନାହି । ମୋ ସାଙ୍ଗମାନେ ବି ସହଯୋଗ କରୁ ନ ଥିଲେ ଖୁବ କମ ଲୋକ ମୋତେ ସହଯୋଗ କରୁଥିଲେ । ମୋ ସାଙ୍ଗ ମାନେ ମୋତେ ରିୟାଗିଙ୍ଗ କରୁଥିଲେ ଆଉ ସେକସୁଆଲି ହାରାସମେଣ୍ଟ ହୋଇଛି । କିଛି ପିଲାମାନେ ମୋତେ ନେଇ ବନ୍ଦ କୋଠରୀରେ ରଖିଛନ୍ତି ଆଉ ମୋ ସହ ଅଶ୍ଳୀଳ କାମ କରିବାକୁ ଚେଷ୍ଟା କରିଥିଲେ । ମୋର ଶାରୀରିକ କଷ୍ଟ କଲେଜ ଟାଇମରେ ବହୁତ ହୋଇଛି ।

ଆଗରୁ ଯେତେ କଷ୍ଟ ହେଉଥିଲା ଏବେ କିନ୍ତୁ ହେଉ ନାହି । ମୁଁ ଯେବେ ସାଇକ୍ରାଟିକ ଡାକ୍ତରଙ୍କ ପାଖକୁ ବ୍ପାଙ୍କ ସହ ଯାଇଥିଲି ସେ ମଧ୍ୟ ସେକସୁଆଲି ହାରାସମେଣ୍ଟ କରିଥିଲେ । ମୋତେ ନିଜର ପ୍ରେମିକ ବୋଲି ଭାବିବାକୁ ମୋତେ ଡାକ୍ତର କହିଥିଲେ । ପ୍ରତିଟି ଟ୍ରାନ୍ସ ଜେଣ୍ଡର ମାନଙ୍କ ଜୀବନରେ ସେକସୁଆଲ ହାରସମେଣ୍ଟ ଅଧିକ ହୋଇଥାନ୍ତି । ମୋ ଘର ଲୋକେ କିନ୍ତୁ ଏମିତି କିଛି କରି ନାହାନ୍ତି । ବହୁତ ସାରା ହେମୋ ସେକ୍ସସୁଆଲିଟି ଆମ ଭିତରେ ଅଛି । ପଶୁ ମାନଙ୍କ ଭିତରେ ବି ସେକସୁଆଲିଟି ଅଛି ଯାହା ରିସର୍ଚ କହିଛି ।

ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ ହୋଇଗଲାଣି ଆଉ ହେବା ବି ଦରକାର । ଆମର ଅଧିକାର ଅଛି ଆମେ ନିଜର ପାର୍ଟନର ବାଛି ପାରିବା । ମୁଁ ଏବେ ରିଲେସନ ଆଉ ପାର୍ଟନର କଥା ଭାବି ନାହି । ମୁଁ ମୋ ଜୀବନରେ ବହୁତ କିଛି ଆଚିଭ କରିବାର ଅଛି । ମୁଁ ମ୍ଯାଚର ହେବା ପରେ ଅନେକ ପୁଅ ମୋ ଜୀବନରେ ଆସିଛନ୍ତି କିଏ ପଇସା ପାଇଁ ତ କିଏ ସେକ୍ସ ପାଇଁ ଆସିଛନ୍ତି ସେଥିପାଇଁ ମୁଁ ଡିପ୍ରେସନରେ ଘର ଛାଡି ଦେଇଥିଲି ।

ଟ୍ରାନ୍ସ ଜେଣ୍ଡର ମାନେ ଭଲ ପାଇବା ପାଇ ନ ଥାନ୍ତି ଘର ଠାରୁ ସେଥିପାଇଁ ସେ ଅଧିକ ପ୍ରେମ ପ୍ରତି ଆକର୍ଷିତ ହୋଇଥାନ୍ତି । ଯେବେ ଟ୍ରାନ୍ସ ଜେଣ୍ଡର ସମଯରୁ ବାହାରି ଆସେ ଏମିତି ଜଣେ ଲୋକ ଦରକାର ଯିଏ ତାଙ୍କୁ ବୁଝିବା ଦରକାର କିନ୍ତୁ ଆଜିର ସମୟରେ ଟ୍ରାନ୍ସ ଜେଣ୍ଡର ମାନଙ୍କୁ ସେଭଳି ଭଲ ପାଇବା ମିଳେ ନାହି । ସେଥିପାଇଁ ଅନେକ କିନ୍ନର ମାନେ ମୃତ୍ୟୁବରଣ କରୁଛନ୍ତି । ଆଗାମୀ କିନ୍ନର ପିଢୀ ପାଇଁ ମୁଁ କିଛି ସାମାଜିକ କାମ କରିବାକୁ ଚାହୁଁଛି ଯେଉଁ ମାନେ ମୋ ଭଳି ସଂଘର୍ଷ କରିଆସିଛନ୍ତି” । ବନ୍ଧୁଗଣ ଆପଣଙ୍କର ଏହା ଆଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *