ନାରୀଙ୍କ ଶରୀରରେ ରହିଥାଏ ଏହି 2ଟି ଗୁପ୍ତ ରହସ୍ୟ- Chanakya Niti

ବନ୍ଧୁଗଣ ମହିଳା ଙ୍କୁ ଆମେ ସ୍ତ୍ରୀ ବୋଲି କହିଥାଉ । ସ୍ତ୍ରୀ ମାନଙ୍କର ଶରୀର ରେ ଏମିତି କିଛି ଅଙ୍ଗ ଥାଏ ଯାହା ଗୁପ୍ତ ହୋଇଥାଏ ।   ସ୍ତ୍ରୀ ଙ୍କର କିଛି ପାର୍ଟ ବଡ ହୋଇଥିଲେ ସେମନଙ୍କୁ ସୌଭାଗ୍ୟଶାଳୀ ବୋଲି ମାନା ଯାଇଥାଏ । ମହିଳା ଙ୍କର ଶରୀର ର ଅଙ୍ଗକୁ ନେଇ ତାଙ୍କର ପରିବାର, ସନ୍ତାନ ଓ ସ୍ଵାମୀ ଙ୍କ ଭବିଷ୍ୟତ ନିର୍ଭର କରିଥାଏ । ଏହି ବିଷୟରେ ଅନେକ ପୁରାଣରେ ସ୍ତ୍ରୀଙ୍କର କିଛି ଖାସ ଅଙ୍ଗ ବିଷୟରେ କୁହା ଯାଇଛି । ଆଜି ଆମେ ଆପଣଙ୍କୁ ସ୍ତ୍ରୀ ଙ୍କର ଏମିତି କିଛି ଗୁପ୍ତ ଅଙ୍ଗ ବିଷୟରେ କହିବାକୁ ଯାଉଛୁ ।

୧- ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ମାନଙ୍କର ୫ଟି ଗୁପ୍ତ ଅଙ୍ଗ ଥାଏ ଶରୀର ରେ । ଯେଉଁ ସ୍ତ୍ରୀ ଙ୍କର ଜଙ୍ଘ ମାଂସପେଶୀ ହୋଇଥିବ ସେମାନେ ସୌଭାଗ୍ୟଶାଳି ହୋଇଥାନ୍ତି । ଏମିତି ମହିଳା ଯେଉଁ ଘରେ ରହିଥାନ୍ତି ସେମାନଙ୍କର ଘର ପରିବାର ରେ ବହୁତ ଫାଇଦା ହୋଇଥାଏ । ଏଭଳି ସ୍ତ୍ରୀ ସମସ୍ତଙ୍କର କେୟାର ନେଇଥାନ୍ତି । ଏମାନେ ନିଜ ପରିବାରକୁ ଅଧିକ ମହତ୍ଵ ଦେଇଥାନ୍ତି ।

୨- ଯେଉଁ ସ୍ତ୍ରୀ ଙ୍କର କେଶ ବଡ ହୋଇଥାଏ ସେମାନେ ଦେବୀ ଙ୍କ ପ୍ରତୀକ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ମଧ୍ୟ ଲମ୍ବା କେଶ ଥିବା ମହିଳା ଙ୍କୁ ଉଚ୍ଚକୋଟିର ବୋଲି ମାନାଯାଏ । ଏମାନେ ବହୁତ ସୌଭାଗ୍ୟଶାଳି ହୋଇଥାନ୍ତି । ଏମାନେ ଗୃହକୁ ସୁଖ ସମୃଦ୍ଧି ଆଣିବାର ଜରିଆ ହୋଇଥାନ୍ତି ।

୩- ଯେଉଁ ସ୍ତ୍ରୀ ଙ୍କର ଲମ୍ବା ବେକ ଥାଏ ସେମାନର ସୌଭାଗ୍ୟଶାଳି ହୋଇଥାନ୍ତି । ଏମାନେ ପରିବାରକୁ ସାଥିରେ ନେଇ ଚାଲିବା ସହ ଛୋଟ ହେଉ କି ବଡ ହୁଅନ୍ତୁ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି । ସେମାନଙ୍କର କେୟାର ମଧ୍ୟ ନେଇଥାନ୍ତି । ଏମାନେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି ଓ ଇଜ୍ଜତ ମଧ୍ୟ ଦେଇଥାନ୍ତି ।

୪- ଯେଉଁ ସ୍ତ୍ରୀ ଙ୍କର ବକ୍ଷ ସ୍ଥଳ ବଡ ହୋଇଥାଏ ସେମାନେ ସୌଭାଗ୍ୟଶାଳି, ସମୃଦ୍ଧଶାଳି ଓ ଭାଗ୍ଯର ପ୍ରତୀକ ହୋଇଥାନ୍ତି । ଏଭଳି ସ୍ତ୍ରୀ ଯେଉଁ ଘରେ ରହିଥାନ୍ତି ସେହି ଘରେ କେବେ ବି ଧାନ ର ଅଭାବ ହୁଏ ନାହି । ଏଭଳି ମହିଳା ଘରେ ଥିଲେ ଟଙ୍କା ପଇସାର ଆଗମନ ହେବା ସହ ଧନର ବୃଦ୍ଧି ହୋଇଥାଏ ।

୫- ଯେଉଁ ସ୍ତ୍ରୀ ଙ୍କର ନାଭି ବାମ ଆଡକୁ ମୋଡି ହୋଇ ଗମ୍ଭୀର ହୋଇଥାଏ ସେମାନେ ସୌଭାଗ୍ୟଶାଳି ହୋଇଥାନ୍ତି । ଏଭଳି ନାରୀ ଥିବା ଘରେ କେବେ ବି ସମସ୍ଯା ଆସେ ନାହି । ଏମାନେ ସୁଖ ସମୃଦ୍ଧି ଘରକୁ ଆଣିବାରେ ସହାୟକ ହୋଇଥାନ୍ତି । ଏମାନେ ସମସ୍ତଙ୍କୁ ଖୁସି ଦେଇଥାନ୍ତି ଓ ନିଜେ ମଧ୍ୟ ଖୁସି ରେ ରହିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *