ବନ୍ଧୁଗଣ ଗୁରୁବାର ସପ୍ତାହର ମହତ୍ବପୂର୍ଣ୍ଣ ଦିନ ଅଟେ । ସପ୍ତାହର ୫ ଦିନ ଗୁରୁବାର ଅଧିପତି ଗୁରୁ ହୋଇଥାନ୍ତି । ଗୁରୁବାରରେ ସୃଷ୍ଟିର ପାଳନ କର୍ତ୍ତା ଭଗବାନ ବିଶୁଣୁଙ୍କୁ ସମର୍ପିତ ହୋଇଥାଏ । ଏଥିପାଇଁ ଗୁରୁବାରରେ ଭଗବାନ ଶ୍ରୀବିଶୁଣୁଙ୍କ ସହ ମା ଲକ୍ଷ୍ମୀଙ୍କ ଆରଧନା କରାଯାଏ । ବିଶୁଣି ଜି ଙ୍କ କୃପା ହେଲେ ଗୃହରେ ମା ଲକ୍ଷ୍ମୀଙ୍କ ରୂପରେ ସୁଖ ସମୃଦ୍ଧି ଆସିଥାଏ । ଗୁରୁବାର ବ୍ରତ ରଖିଲେ କୁଣ୍ଡଳୀରେ ଗୁରୁଙ୍କ ସ୍ଥିତି ମଜବୁତ ହୋଇଥାଏ । ଏହା ସହ ଜୀବରେ ଉନ୍ନତି ଓ ଯଶ ମିଳିଥାଏ ।
ଆଜି ଆମେ ଆପଣଙ୍କୁ ଗୁରୁବାରରେ ହଳଦୀ ଓ ଚାଉଳ କପଡାରେ ବାନ୍ଧି ଏମିତି କେଉଁ ଜାଗାରେ ରଖିଲେ ବ୍ୟକ୍ତି ଧନବାନ ହୋଇଥାଏ ତାହା କହିବୁ । ଗୁରୁବାରରେ ହଳଦିଆ ଅରଙ୍ଗର ବହୁତ ମହତ୍ଵ ରହିଥାଏ । ହଳଦିଆ ରଙ୍ଗ ବୃହସ୍ପତିଙ୍କୁ ସମର୍ପିତ ହୋଇଥାଏ । ହିନ୍ଦୁ ଧର୍ମରେ ପ୍ରତେକ ଶୁଭ କାମରେ ହଳଦୀ ରଙ୍ଗର ପ୍ରୟୋଗ କରାଯାଏ । ଗୁରୁବାରରେ ହଳଦିଆ ବସ୍ତ୍ର ଧାରଣ କରିବା, ବସ୍ତୁ କ୍ରୟ କରିବା ଓ ଖଦାୟ ଖାଇବା ଶୁଭ ହୋଇଥାଏ । ଗୁରୁବାରରେ କେସ ଓ ନଖ କାଟିବା ଅଶୁଭ ଆନାଯାଏ ।
ଏହି ଦିନ ଘରେ ପୋଛା ଲାଗାଇବା ଅନୁଚିତ ଯଦି ଜରୁରୀ ଥାଏ ପୋଛା ଲଗାଇବାକୁ ତେବେ ହଳଦୀ ପକାଇ ପାଣିରେ ପୋଛା ମାରିବା ଉଚିତ । ଏହା ଦ୍ଵାରା ଘରେ ଶୁଦ୍ଧତା ଓ ପବିତ୍ରତା ବ୍ୟାପ୍ତ ହୁଏ । ଏହି ଦିନ ହଳଦିଆ ରଙ୍ଗର ବସ୍ତୁ ଯଥା ଡାଲି, ହଳଦିଆ ବସ୍ତ୍ର, ସୁନା ଇତ୍ୟାଦି ଦାନ କରିବା ଶୁଭ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀଙ୍କ ମନ୍ଦିରରେ ହଳଦିଆ ବସ୍ତ୍ର ପିନ୍ଧିବା ଉଚିତ । ଗୁରୁବାରରେ ଗୋ-ମାତାଙ୍କୁ ଅଟାରେ ହଳଦୀ ଓ ଗୁଡ ମିଶାଇ ଖାଇବା ଦେବା ଉଚିତ ।
ଗୁରୁବାରରେ ସ୍ନାନ ପାଣିରେ ହଳଦୀ ମିଶାଇଲେ ଲାଭଦାୟକ ହୋଇଥାଏ । ଗୁରୁବାରରେ ମାତା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ ପୂଜା କରିବା ସହ ହଳଦୀର ତିଳକ ଲଗାନ୍ତୁ । ଏହା ଦ୍ଵାରା ଘେର ସୁଖ ଶାନ୍ତି ଆସିଥାଏ । ବୃହସ୍ପତି ବ୍ରତ କରିଲେ ଦାଂପତ୍ଯ ଜୀବନ ସୁଖମୟ ଓ ଇଚ୍ଛା ପୂରଣ ହୋଇଥାଏ । ପ୍ରତେକ ଗୁରୁବାରରେ ଓସ୍ତ ଗଛରେ ଜଳରେ ହଳଦୀ ମିଶାଇ ଅର୍ପଣ କରିବା ଦ୍ଵାରା କୁଣ୍ଡଳୀରେ ଗୁରୁ ମଜବୁତ ହୋଇଥାନ୍ତି । ଗୁରୁବାରରେ ମହାଲକ୍ଷ୍ମୀ ବ୍ରତ କରିବା ସହ ଭୋଗ ଳଗାଯାଏ ଓ ପୁରା ଦିନ ବ୍ରତ ରଖାଯାଏ ।
ଧଳା କପଡା ରେ ହଳଦୀ ଓ ଚାଉଳ ବାନ୍ଧି ଘରର ମୁଖ୍ୟ ଦ୍ବାରର କୌଣସି କୋଣରେ ଗୁରୁବାର ଦିନ ବାନ୍ଧିଲେ କୌଣସି ପ୍ରକାରର ନେଗେଟିଭ ଶକ୍ତି ଗୃହକୁ ପ୍ରବେଶ କରିବ ନାହି । ଏହା ଦ୍ଵାରା ଘରେ ପଜେଟିଭ ଊର୍ଜା ଆସିବା ସହ ସୁଖ ଶାନ୍ତି ରହିଥାଏ । ପ୍ରତେକ ଗୁରୁବାରରେ ତମ୍ବା ପାତ୍ରରେ ପାଣି ନେଇ ସେଥିରେ ହଳଦୀ ମିଶାଇ କିଛି ସମୟ ଯାଏଁ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ ଫୋଟୋ ପାଖରେ ରଖି ଘରେ ସିଂଚନ କରିବା ଦ୍ଵାରା ଗୃହରେ ଧନ ସମୃଦ୍ଧି ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।