ମୋ ଯା’ ରୁମରେ ପ୍ୟାଣ୍ଟ ସାର୍ଟ ଖୋଲି ଖରାପ Video କରୁଛି ମୋ ସ୍ୱାମୀ, ଦେଖନ୍ତୁ ସ୍ଵାମୀ ନାଁ ରେ ସାଂଘାତିକ ଅଭୋଯୋଗ ଆଣି କଣ ସବୁ କହୁଛନ୍ତି ସ୍ତ୍ରୀ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆ ମିଡିଆ ଏମିତି ଏକ ପ୍ଲାଟଫର୍ମ ହୋଇ ଗଲାଣି ଯେଉଁଠି ପ୍ରତେକ ଦିନ ପ୍ରତେକ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଯାହାକୁ ଅନେକ ଘଟଣା କୁ ନେଇ ଆଧାରିତ ଅଟେ । ବର୍ତ୍ତମାନ କିଛି ସମୟ ହେବ ଜଣେ ସ୍ତ୍ରୀ ନିଜ ସ୍ଵାମୀ ଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣି ଗଣମାଧ୍ୟମରେ ନିଜର ବୟାନ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ବିସ୍ତାର ଭାବେ ।

ମହିଳା ଜଣକ କହୁଛନ୍ତି କି “ମୋ ଯା ତା ରୁମ ରେ ମୋ ସ୍ଵାମୀ ପ୍ଯାଣ୍ଟ ସାର୍ଟ ରଖିବେ ଦିନରେ ତାଙ୍କର ଅନୈତିକ କାମ ହୁଏ ଭିଡିଓ ମଧ୍ୟ କରନ୍ତି । ସେ ଉଲଗ୍ନ ହୋଇ ଭିଡିଓ କରନ୍ତି । ମୁଁ ଯେତେବେଳେ ଏ କଥା ପଚାରିଲି ଏମିତି କଣ ଘଟଣା ସେହି ସମୟରେ ମୋ ସ୍ବାମୀର ଝିଆରୀ ଆଉ ମୋ ସ୍ଵାମୀ ମିସିକି ମୋ ଗୋଡ କୁ ହାଣି ଦେଲେ । ଆମ ଖଟିକିଆ ବାପା ଙ୍କ ରୋଜଗାରରେ ଆମେ ଚାଲୁଥିଲୁ ଯାହା ଆମର ସମ୍ପତି ଥିଲା ସେଥିରେ ଆମେ ଚଳୁ ଥିଲୁ ।

ଭାଇ ମର୍ଡ଼ର ହେଇ ସାରିଲା ପରେ ଗୋଟେ ଗୁଣ୍ଡା ଗୋଟେ ରାଜନୈତିକ ଦଳର ଗୋଟେ ପଲଟିକାଲ ଲୋକ ସେମାନେ ଯେମିତି ଚୋରୀ କରିଲେ ଭାତ ଖାଇବାକୁ ତାଙ୍କ ଝିଅ ବୋହୂ ଉପରେ ଅତ୍ୟାଚାର ହେଲା ହୃଷୀକେଶ ବାରିକ ପୁଅ ପ୍ରଭାକର ବାରିକ ମୋ ସ୍ଵାମୀ ପ୍ରି-ପ୍ଳାନ କରି ଆମ ଘରେ ଆସି ପହଞ୍ଚିଲେ । ପହଞ୍ଚିବା ପରେ ମୋ ସ୍ଵାମୀ ମୋ ଘର ଲୋକଙ୍କୁ ପ୍ରତିଶ୍ରୁତି ଦେଲେ ମୋ ଭାଇ ମାନେ ଡିଫେନସ ଅଛନ୍ତି ମୁଁ ବି ଚାକିରି କରିଛି ତା ଭାଇ ଙ୍କ ଜରିଆରେ ମୋତେ ପ୍ରସ୍ତାବ ଦେଲେ ।

ଏଠାରେ ମୋର କଣ ଭୁଲ ରହିଛି ଯେହେତୁ ମୁଁ ଗୋଟେ ଝିଅ ପ୍ରଶାସନ ମୋ ଉପରେ କ୍ରୋଧାନ୍ଵିତ ହେଉଛି ଆଇନଜୀବୀ ମୋ ଉପରେ କ୍ରୋଧାନ୍ଵିତ ହେଉଛନ୍ତି । ଏମିତି କରି କୃ ମୋ ବାହଗହର ହେଇଗଲା ତା ପରେ ମୋତେ ପଚାରିଲେ ତମ ଭାଇ ର ମର୍ଡ଼ର ହେଇଛି ମୁଁ କହିଲି ହଁ ହେଇଛି । ଏହା ପରେ ମୋତେ ଖାଇବା ପିବାର ହଇରାଣ କରିଲେ ମୋତେ ପିନ୍ଧି ବାକୁ ଦେଲେ ନାହି । ପ୍ରତେକ ମୂହୁର୍ତ୍ତ ରେ ମୋତେ ହଇରାଣ କରିଲେ ।

ଯେତେବେଳେ ମୋ ସ୍ଵାମୀ ଆଉ ଯା ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହୁଥିଲା ମୋ ଛୋଟ ପିଲା ଥିଲି ଜାଣି ପାରେ ନାହି । କିନ୍ତୁ ଯେବେ ବୟସ ବଢିଲା ମୁଁ ଯେବେ ବୋହୂ ଭାବେ ନିଜକୁ ମାନିଲି ମୋ ସ୍ଵାମୀ, ଯା, ଦିବାକର ବାରିକ ଆଉ ମୋ ସ୍ବାମୀର ଝିଆରୀ ମୋ ଗୋଡ କୁ ହାଣି ଦେଲେ” ।ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *