ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଶାସ୍ତ୍ରରେ ଲେଖା ଥିବା କିଛି ବିଶେଷ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ନୀତି ଦିନିଆ କାମରେ ଆସିଥାଏ । ଯାହା ମଣିଷ ଜୀବନର ହିତ ପାଇଁ ଆଧାରିତ ଅଟେ । ଏହାର ପାଳନ କରିଲେ ମଣିଷ ନିଶ୍ଚୟ ସୁଖୀ ଜୀବନ ବ୍ଯତୀତ କରିପାରିବ । ୧- ବାସନ ମାଜିଲା ବେଳେ ଶବ୍ଦ ଅଧିକ ହେବା ଉଚିତ ନୁହେଁ ଧ୍ୟାନ ରଖିବେ ମହିଳା ମାନେ । ଏହି ଶବ୍ଦ ଯେତେ ଅଧିକ ହେବ ମା ଲକ୍ଷ୍ମୀ ସେତେ ଦୂରକୁ ଚାଲିଯିବେ ।
ନୂଆ ନୂଆ ବିବାହିତା ମହିଳା ମାନଙ୍କର ଚୁଡି ଶବ୍ଦ ଅଧିକ ହୋଇଥାଏ ଯାହା ଠିକ ନୁ ହେଁ । ବେସୀ ଜୋରରେ ଚୁଡିର ଶବ୍ଦ ହେବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୁଏ ନାହି । ୨- ଆମେ ସବୁ ଆଜିକାଲି ଚେୟାର ବା ଟେବଲ ଉପରେ ବସିକି ଖାଉଛୁ । କିନ୍ତୁ ମନେ ରଖିବେ ଭୂମି ଉପରେ ଆସନ ପକାଇ ଖାଇଲେ ମଙ୍ଗଳକର ହୋଇଥାଏ । ଏହା ଶରୀର ପାଇଁ ହିତ ହୋଇଥାଏ ।
୩- ଲୋକମାନେ ଆପଣଙ୍କୁ ଭଲ ପାଆନ୍ତୁ କି ନ ପାଆନ୍ତୁ କାହିଁକି ଆମେ ଦୁନିଆରେ ଚଳୁଛୁ ତ ଲୋକେ କହିବେ । ଆପଣ ତଳକୁ ମୁହା କରି ଚାଲିଲେ ଲୋକେ କହିବେ ସାହସ ନାହି । ଯଦି ଉପରକୁ ମୁହଁ ଉଠାଇ ଚାଲିବେ ଲୋକେ କହିବେ ଗର୍ବ ହୋଇଗଲାଣି । ଯଦି ଏପଟ ସେପଟ ଅନାଇ ଚାଲିବେ ଏବେ ଲୋକେ କହିବେ ଆଖିର ଠିକଣା ନାହି ବା ଚରିତ୍ର ନାହି । ଯଦି ମରିଯିବେ ତେବେ ଲୋକେ କହିବେ ନିନ୍ଦା ସହି ନ ପାରି ଏପରି କରିଲା । ତେବେ ଏହି କ୍ଷେତ୍ରରେ ଲୋକେ କହିବେ କାରଣ ବେକାରୀୟା ଲୋକଙ୍କର ଏମିତି ସ୍ଵଭାବ ହୋଇଥାଏ । ତେଣୁ ଏହାକୁ ଖଟାଇର କରିବା ଉଚିତ ନୁହେଁ ।
୪- ଯଦି ଘରେ କୁକୁର ପାଳୁଛନ୍ତି ସେମାନଙ୍କର ସ୍ଥାନ ସ୍ଵର୍ଗରେ ନାହି ଏହି କଥା ମହାଭାରତର ମହାପ୍ରୟାଣରେ ଲେଖା ଅଛି । କ୍ରୋଧ ବସ ନାମକ ରାକ୍ଷସ ତାଙ୍କର ପୂଣ୍ୟ ଲାଭ କରିଥାଏ । କୁକୁର ପାଳିବା ଠିକ କିନ୍ତୁ କୁକୁର ମୋ ସାଙ୍ଗରେ ଖାଇବା, ବୁଲିବା, ଶୋଇବା ଉଚିତ ନୁହେଁ ।
୫- ମନେ ରଖିବେ ଅଧିକାଂଶ ଲୋକଙ୍କର ପିଠି, ଛାତି ବା ବେକରେ ପବନ ଅଟକିଜାଏ ବା ରକା ପସିଯାଏ । ଏହା ବହୁତ କଷ୍ଟଦାୟକ ସମୟ । ଯଦି କୌଣସି ଜାଗାରେ ପବନ ଅଟକିଥାଏ ବା ରକା ପସିଥାଏ ତେବେ ରସୁଣକୁ ଛେଚି ସେନ୍ଧା ଲୁଣ ମିଶାଇ ଗୋଟେ କନାରେ ବାନ୍ଧି ନିଆଁରେ ଦେଖାଇ ଯେଉଁ ଜାଗାରେ ରକା ଧରିଥିବ ସେହି ଜାଗାରେ ବାରମ୍ବାର ସେକ ଦିଅନ୍ତୁ । ୮ରୁ ୧୦ ଥର ସେକ ଦେଲେ ନିଶ୍ଚୟ ଭଲ ହୋଇଯିବ ।
୬- ଯଦି ପୁତ୍ର ପ୍ରାପ୍ତିର କାମନା କରୁଛନ୍ତି ତେବେ ସ୍ତ୍ରୀ ପିରିଏଡ ହେବାର ଅଷ୍ଟମ, ଦ୍ଵାଦଶ ଓ ଦଶମ ଦିନ ସ୍ଵାମୀ ସହ ସହବାସ କରିଲେ ନିଶ୍ଚୟ ପୁତ୍ର ସନ୍ତାନ ଜାତ ହୁଏ । କିନ୍ତୁ ସପ୍ତମ, ନବମ ଓ ଏକାଦଶ ଦିନ ସ୍ତ୍ରୀ ସହ ସ୍ଵାମୀ ସହବାସ କରିଲେ ଗର୍ଭରେ ଝିଅ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।