“ମୁଁ ହିରୋଇନ ହେଇଥାନ୍ତି କିନ୍ତୁ ଟିକେ ମୋଟୀ ହେଇଗଲି..ଯଦି ହେଇଥାନ୍ତି ସମସ୍ତେ ଫ୍ଲପ ହେଇଥାନ୍ତେ”: Sonakshi

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ହିରୋଇନ ସୋନାକ୍ଷୀଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଆଲବମରେ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ଏକେ ସାକ୍ଷାତକାର ରେ ନିଜ ବିଷୟରେ ବଡ ବୟାନ ଦେଇଛନ୍ତି । ସୋନାକ୍ଷୀ କହିଛନ୍ତି ‘ମୁଁ ହିରୋଇନ ନୁହେଁ କି ମୁଁ ଖାଲି ମୋଟି ହୋଇଯାଇଛି ନ ହେଲେ କେବେଠୁ ହିରୋଇନ ହୋଇ ସାରିଥାନ୍ତି । ମୁଁ ଆଲବମ ଯେତିକି କରିଛି ସବୁଥିରେ ହିରୋଇନ । କିନ୍ତୁ ସିରିଏଲରେ ହିରୋଇନ ହୋଇପାରି ନାହି ।

କାରଣ ସିରିଏଲରେ ପତଳା ପତଳା ହିରୋଇନ ନେଇଥାନ୍ତି ଯଦି ମୁଁ ସିରିଏଲରେ ହିରୋଇନ ହୋଇଥାନ୍ତି ତାହେଲେ ମ ଭଳି ଦେଖା ଯାଇ ନ ଥାନ୍ତି । ଆଉ ଯଦି ମୁଁ ହିରୋଇନ ହେବି ତରଙ୍ଗରେ କଣ ଓଡିଶାରେ ଯେତିକି ହିରୋଇନ ଅଛନ୍ତି ସବୁ ଫ୍ଲପ ହୋଇଯିବେ । ମୁଁ ଏତେ ସୁନ୍ଦରୀଟା ମୁଁ କଣ ଏତେ ସୁନ୍ଦର ନୁହେଁ । ଆଉ ଯଦି ମୁଁ ହିରୋଇନ ହୋଇଜୀବୀ ମୋ ଉପରେ ସମସ୍ତେ ଈର୍ଷା କରିବେ ନାହି । ମୁଁ ସବୁ ରୋଷେଇ ଶିଖିଛି । ଯଦି ପରିବାରରେ ୧୫ ଜଣ ଥିବେ ସମସ୍ତଙ୍କ ପାଇଁ ରୋଷେଇ କରି ଦେବି ।

ବାହା ହୋଇନି କିନ୍ତୁ ବୋହୂ ହିସାବରେ କଣ କର୍ତ୍ତବ୍ୟ ରହିଛି ସବୁ ମାଇଁ, ଭାଉଜଙ୍କ ଠାରୁ ଛୋଟ ବେଳୁ ଶିଖିଛି । ଝିଅମାନେ ସକାଳୁ ଉଠିବା ପରେ ୪ଟା-୫ଟା ରୁ ଉଠି ଘର ସଫା କରି ସ୍ନାନ କରି ଠାକୁର ପୂଜା କରିବା ଉଚିତ ଓଡିଆ ଘରର ଝିଅମାନେ । ତା ପରେ ଜଳଖିଆ ଚାହା କରି ସମସ୍ତଙ୍କୁ ଦେବ । ତା ପରେ ଦ୍ଵିପହର ପାଇଁ ରୋଷେଇ କରିବା ଆଉ ରେଷ୍ଟ ନେବ । ତାପରେ ସନ୍ଧ୍ୟାରେ ଆଳତି କରି ଜଳଖିଆ ଦେଇ ରାତି ପାଇଁ ଦିନର କରିବ ସ୍ଵାମୀ ଆସିଲେ ଘରକୁ ଖାଇବାକୁ ଦେବ ।

ତା ପରେ ବାସନ ମାଜି କାମଦାମ ସାରି ଜୀବ ସେତେବେଳେ ଶୋଇବାକୁ ଯେଉଁ ଡ୍ରେସ ପିନ୍ଧିଥିବେ ତାକୁ ଚେଞ୍ଜ କରିବ କାରଣ କାଳେ ଅଇଁଠା ପାଣି ପଡିଥିବ । ଆମେ ଓଡିଆ ଘରର ବୋହୂ ନା । ଆଏ ଯେବେ ବୋହୂ ହୋଇଯିବ ସେତେବେଳେ ନାରୀ ହୋଇଯିବ ଝିଅରୁ । ଶୋଇବା ପୂର୍ବରୁ ଓଡିଆ ଘରର ବୋହୂ ମାନେ ଶାଶୁ ଶ୍ବଶୁରଙ୍କ ଗୋଡ ମୋଡି ଦେବା । ମୁଁ ଯେତେ ବଡ ଅଭିନେତ୍ରୀ ହେଲି ବି ବାହା ହେଲା ପରେ ଶାଶୁ ଶ୍ଵଶୁର ଗୋଡ ନିଶ୍ଚୟ ମୋଡିବି । ତା ପରେ ସ୍ବାମୀଙ୍କ ସେବା କରିବ ।

ଯଦି ସ୍ଵାମୀ ରାଗିଥିବ ତେବେ ଗୋଡ ମୋଡିବ ନାହି । ଟା ପରେ କମ୍ପ୍ରମାଇଜ କରି ସୋଇ ପଡିବ । ଯେଉଁ ମାନେ ଭଲ ବୋହୂ ହେବାକୁ ଚାହୁଁ ଛନ୍ତି ମୋର ଏହି କଥାକୁ ଧ୍ୟାନ ଦିଅନ୍ତୁ ମୋତେ କେହି ଖରାପ ଭାବିବେ ନାହି । କାରଣ ମୁଁ ଚୂଲବୁଲି ଝିଅ ଟା । ମୋତେ ନନଭେଜ ଖାଇବାକୁ ଭଲ ଲାଗେ ନାହି । କାରଣ ଛୋଟ ବେଳେ ମୁଁ ଦେଖିଛି କେମିତି କୁକୁଡା, ଛେଳି କୁ ମାରନ୍ତି । ମୁଁ ସବୁ ପଶୁଖିଙ୍କୁ ବହୁତ ଭଲ ପାଏ ଆଉ ପିଆଜ ରସୁଣ ବି ଖାଏନି” । ବନ୍ଧୁଗଣ ଆପଣଙ୍କୁ ଅଭିନେତ୍ରୀ ସୋନାକ୍ଷୀଙ୍କ ବୟାନକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *