ବନ୍ଧୁଗଣ ମଣିଷ ଯେବେ ଜନ୍ମ ନେଇଥାଏ ସେହି ସମୟ ଠାରୁ ତାର ଭାଗ୍ୟ ଲେଖା ହୋଇଯାଏ । ଜ୍ଯୋତିଷ ଶାସ୍ତ୍ର ଏମିତି ଏକ କଳା ଅଟେ ଯାହା ମାଧ୍ୟମରେ ଭବିଷ୍ୟତର କେତେ ତାଲା ଖୋଲିଯାଏ । ମଣିଷର ଜନ୍ମ ସହ ତା ସହ ଗୋଟେ ରାଶି ଯୋଡି ହୁଏ ଯାହା ନିଶର ବ୍ୟକ୍ତିତ୍ବ, ଜୀବନ ଶୈଳୀ ଓ କେତେକେ ମହତ୍ବପୂର୍ଣ୍ଣ କଥା ଜାଣିବାରେ ସାହାଜ୍ଯ କରିଥାଏ । ଏମିତି ୫ଟି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ଶନିଦେବ ଙ୍କ କୃପା ବିଶେଷ ଭାବେ ରହିଥାଏ । ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁ ରାଶିଙ୍କର ଖୁସିର ସମୟ ଆସୁଛି ।
ମିଥୁନ ରାଶି : ଆପଣଙ୍କର ସବୁ ସମସ୍ଯା ଥିଲା ତାହା ନୂଆବର୍ଷ ୨୦୨୩ ରେ ଶେଷ ହେବାକୁ ଯାଉଛି । ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଦୀର୍ଘ ୩୦ ବର୍ଷ ପରେ ଶନିଦେବ ଆପଣଙ୍କ ରାଶିରେ ଗୋଚର କରିବେ । ବହୁତ ଦିନରୁ ଯେଉଁ କମ ଅଟକି ରହିଛି ବା ଯେଉଁ କାମ ଅନେକ ଦିନ ହେଲା ହେଉ ନାହି ବା ଯେଉଁ କାର୍ଯ୍ୟ ରେ ଆପଣ ହାତ ଦେଉଥିଲେ ତାହା ଅସଫଳ ହେଉଥିଲା ୩୦ ବର୍ଷ ପରେ ଜବରଦସ୍ତ ରାଜଯୋଗ ବନିବାକୁ ଯାଉଛି ।
ସିଂହ ରାଶି : ଆପଣଙ୍କ ଉପରେ ଦୀର୍ଘ ୩୦ ବର୍ଷ ପରେ ବନିବାକୁ ଯାଉଛି ରାଜଯୋଗ ୨୦୨୩ ନୂଆବର୍ଷ ରୁ । ୩ ବର୍ଷ ପରେ ଶନିଦେବ ଆପଣଙ୍କର ସପ୍ତମ ଭାବରେ ଗୋଚର କରିବେ । ବ୍ୟାପାର କ୍ଷେତ୍ରରେ ବୃଦ୍ଧି ହେବ । ଦୈନିକ କାମରେ ବୃଦ୍ଧି ହେବ । ବିବାହ ହେବାର ସମ୍ଭାବନା ରହିଛି । ଇବାହ ପରେ ମଧ୍ୟ ଆପଣଙ୍କ ଭାଗ୍ୟ ଖୋଲିଯିବ । ଆପଣ ମାନେ ୨୦୨୩ ରୁ ୨୦୨୫ ଯାଏଁ ବହୁତ କିଛି ପାଇବାକୁ ଯାଉଛନ୍ତି । ଏହି ରାଜଯୋଗ କାରଣରୁ ଏମାନେ ମାଲାମାଲ ହେବାକୁ ଯାଉଛନ୍ତି ।
ତୁଳା ରାଶି : ଏହି ରାଶିର ଲୋକ ମାନଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଶନିଦେବ ଆପଣଙ୍କ ଉପରେ ଶୁଭ ଦ୍ରୁଷ୍ଟି ପକାଇବେ । ସନ୍ତାନଙ୍କ ପକ୍ଷ ରୁ ଖୁସି ଖବର ପାଇବେ । ଅଧିକ ଶୁଭ ଫଳ ପ୍ରାପ୍ତ କରିବେ । ଅଚାନକ ଧନ ଲାଭ ହେବ । ଧନ ସଞ୍ଚଯ କରିବାରେ ସଫଳ ହେବେ । ଶନିଦେବ ଆପଣଙ୍କର ପଞ୍ଚମ ଭାବରେ ଆସିବାକୁ ଅଯଥା ଖର୍ଚ୍ଚ ହେବ ନାହି ।
କୁମ୍ଭ ରାଶି : ଏହି ରାଶିରେ ଶନିଦେବ ରାଜଯୋଗ ବନାଉଛନ୍ତି । ଶନିଦେବ ଆପଣଙ୍କର ପ୍ରଥମ ଘରେ ବସିବେ ୩୦ ବର୍ଷ ପରେ । ଆପଣଙ୍କର ପ୍ରଥମ ଘରେ ବସିବାରୁ ଲୁହା ଜନିତ ବ୍ୟାପାର କରୁଥିଲେ ଏହି ବର୍ଷ ସମୟ ଶୁଭ ରହିବ । ଏପରି ଏକ ରାଜଯୋଗ ବନିବ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବ । ଆପଣଙ୍କର ଲେବଲ ବି ବଦଳିଯିବ ।
ଆପଣଙ୍କର କ୍ଯାରିୟରରେ ଉନ୍ନତି ହେବ । ଖାଲି ବସିଥିବା ଯୁବକଙ୍କୁ ଚାକିରି ମିଳିବ । ଜୀବନରେ କିଛି କରିବାକୁ ଚାହୁଁ ଥିଲେ କରି ପାରିବେ । ନୂଆ ଘର ବା ବାହନ କ ରାୟ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।