ବନ୍ଧୁଗଣ ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଭିନୋସ ଅସ୍ତ୍ରୋପୋଚାର ଯାହାକୁ ସଫଳ ଭାବେ କରି ଦେଖାଇଛନ୍ତି ଡାକ୍ତର ଜି ଏସ ଏସ ମହାପାତ୍ର । ଏ ନେଇ ଡାକ୍ତର ଜି ଏସ ଏସ କହିଛନ୍ତି କି ଭିନୋସ ର ଫୁଲ ଫର୍ମ ହେଉଛି ଭେଯାଇନାଲ ନ୍ଯାଚୁରାଲ ଅରିଫାଇଜ ଟ୍ରାନ୍ସନୋମିନାଲ ଇଣ୍ଡୋସ୍କୋପି ସର୍ଜରୀ । ନା ଟା ବହୁତ କଷ୍ଟକର ହୋଇଥିଲେ ବି ସର୍ଜରୀ ବିଷୟରେ କହିବାକୁ ଗଲେ ଯଦି ଆପଣ ଲାପ୍ରୋସ୍କୋପି କରି ଗାଇନିଙ୍ଗ ସର୍ଜରୀ କରି ପାରୁଛନ୍ତି ତାହା ହେଉଛି ଭିନୋସ ସର୍ଜରୀ । ଏହାକୁ ସ୍କାର ଲାପ୍ରୋସ୍କୋପି କୁହାଯାଏ ।
ଅର୍ଥାତ ପେଟ ଉପରେ କୌଣସି ଶକାର ନ ଥାଇ ଆମେ ଲାପ୍ରୋସ୍କୋପି କୁ ଭେଯାଇନାଲ କରିବା ତ ପେଟ ଉପରେ କୌଣସି କଟ ରହିବ ନାହି । ରୋଗୀଙ୍କୁ ବହୁତ ଫାଇଦା ମିଳିବ ମିଳିବା ସହ ଘରକୁ ମାତ୍ର 12 ଘଣ୍ଟା ଭିତରେ ଡିଶ୍ଚଚାର୍ଜ ହୋଇ ଘରକୁ ଯାଇ ପାରିବେ । ଏହା ହେଉଛି ସବୁଠାରୁ ବଡ ଫାଇଦା ଭିନୋସ ସର୍ଜରୀ ର । ଏହାର କୌଣସି ସାଇଡ ଇଫେକ୍ଟ ନାହି । ବରଂ ଯଦି ଓପେନ ସର୍ଜରୀ ହେଉଥିଲା ତେବେ ସେହି କ୍ଷେତ୍ରରେ ପେଟ କଟା ଯାଉଥିଲା ରୋଗୀର ରିକଭରୀ କଷ୍ଟକର ହେଉଥିଲା ।
ବହୁତ ଦିନ ଧରି ମେଡିକାଲରେ ରହିବାକୁ ପଡୁଥିଲା । ଘା ପାଚି ଯାଇଥିଲା । ଲାପ୍ରୋସ୍କୋପି ହେଉଚି ବହୁତ ଭଲ ଅପସନ ଯାହାର ଛୋଟ ଛୋଟ କଟ ଅଛି । ଟା ପରେ ଆସିଲା ଶିଂଗଲ ଲାପ୍ରୋସ୍କୋପି ମାନେ ପେଟରେ ମାତ୍ର ଗୋଟେ ହୋଲ । ଶିଂଗଲ ଲାପ୍ରୋସ୍କୋପି ଯଦି ପେଟରେ ନ କରି ଭାଯାଇନା ରେ କରୁଛନ୍ତି ସେଥିପାଇଁ ଡାକ୍ତର ଙ୍କ ଏକ୍ସପେରିଏନ୍ସ ଅଧିକ ଦରକାର । ସେହି କ୍ଷେତ୍ରରେ ରୋଗୀର ପେଟରେ କଟ ହେବ ନାହି ଯନ୍ତ୍ରଣା କମ ହେବ ଘା ପାଚିବା ସମ୍ଭବ ନୁହେଁ ।
ମାତ୍ର 12 ରୁ 20 ଘଣ୍ଟା ଭାଇତରେ ରୋଗୀ ଘରକୁ ଡିଶ୍ଚଚାର୍ଜ ହୋଇ ଯାଇପାରିବେ ଆଉ ବିଲ ମଧ୍ୟ କମ ଦେବାକୁ ପଡିବ ମେଡିକାଲରେ । ଭିନୋସ ସର୍ଜରୀ ଯେଉଁ ଯେଉଁ କେସ ରେ ଫିଟ ବସିବ ଯେମିତି ୟୁଟ୍ରସ ର ରିମୁଭାଲ ବା ବ୍ରୀଡିଙ୍ଗ ହେଉଛି ବା ଟ୍ଯୁମର ହେଲା ସେହି କ୍ଷେତ୍ରରେ ସର୍ଜରୀ ପାଇଁ ପେଟରେ କଟ ନ ଦେଇ ଭେଯାଇନା ଅସ୍ତ୍ରୋପଚାର କରି ହେବ । ଏବେ ଯାଏଁ 4ଟି କେସ ଏଭଳି ସଫଳ ହୋଇ ସାରିଛି । ଗତ ସପ୍ତାହ ରୁ ଏହା ପ୍ରୟୋଗ କରା ଯାଇଛି ।
ଲୋକ ଯେବେ ଏହି ସର୍ଜରୀ ବିଷୟରେ ଜାଣିବେ ତେବେ ଏହାର ଡିମାଣ୍ଡ ନିଶ୍ଚୟ କରିବେ । ଅନେକ ମହିଳା ଙ୍କୁ ଏହାର ଫାଇଦା ନିଶ୍ଚୟ ମିଳି ପାରିବ । ଭିନୋସ ରେ ଯେଉଁ ମାନେ ଟ୍ରେନିଙ୍ଗ ନେବାକୁ ଚାହିଁବେ ସେଥିରେ ହାଇ ଲେବଲର ଇନଷ୍ଟୁମେଣ୍ଟ ଦରକାର ନାହି ବା ସେଟ ଅପ ବି ଦରକାର ନାହି । ମୁଁ ଆଶା ରଖିଛି ଭବିଷ୍ୟତରେ ଏହି ସର୍ଜରି ର ଫାଇଦା ଅଧିକ ରହିବ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।