ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତନୁଜା ଖୁଡୀ ନାଁ ରେ ମଧ୍ୟ ପରିଚିତ ଅଟନ୍ତି । ତରଙ୍ଗ ଚ୍ଯାନେଲ ରେ ସେ “ତାରା ତାରିଣୀ” ସିରିଏଲରେ ତନୁଜା ଭୂମିକରେ ଖୁବ ଚମତ୍କାର ଅଭିନୟ କରି ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଆପଣ ମାନେ ନିଶ୍ଚୟ ତାଙ୍କର ଅଭିନୟ ଦେଖିଥିବେ । ବର୍ତ୍ତମାନ ସମୟରେ ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ଙ୍କୁ ନେଇ ଆସିଛି ବହୁତ ବଡ ଦୁଖଦ ଖବର ।
ସେ ଏ ନେଇ ସୋସିଆଲ ମିଡିଆରେ ନିଜର ଦୁଖର କାହାଣୀ କହିଛନ୍ତି । ଅଚାନକ ଏମିତି ମୃ-ତ୍ୟୁ ପାଇଁ ହଠାତ ଭାଙ୍ଗି ପଡିଛନ୍ତି ରଞ୍ଜିତା ପାଣିଗ୍ରାହୀ । ତେବେ ତାଙ୍କ ପରିବାରର ରେ ଏମିତି ଅଚାନକ କଣ ଘଟିଲା ପ୍ରକୃତ ରେ ଏହାର କାରଣ କଣ ରହିଛି ତାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ରଞ୍ଜିତା ଓଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ସେ ଅନେକ ସାରା ସିରିଏଲ ରେ ନିଜର ବେଷ୍ଟ ପ୍ରଦର୍ଶନ କରିଥାନ୍ତି ।
ତାଙ୍କର ଅଭିନୟ ସମସ୍ତଙ୍କର ମନ କିଣି ନେଇଥାଏ । ତେବେ ଆପଣ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ରିୟଲ ଜୀବନରେ ଆସି ଯାଇଛି ବହୁତ ବଡ ଦୁଖଦ ଖବର । ହଁ ଆଜ୍ଞା ଆପଣ ମାନେ ଜାଣିଥିବେ ବାପା ଝିଅ ର ସମ୍ପର୍କ ଏ ଦୁନିଆରେ କେତେ ନିବିଡ । ତନୁଜା ଖୁଡୀ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡିଆରେ ଅନେକ ସମୟରେ ନିଜ ଫ୍ୟାନ୍ସ ମାନଙ୍କ ସହ ଶେୟାର କରିଥାନ୍ତି । ନିକଟରେ ତାଙ୍କ ବଡବାପା ଙ୍କର ଅଚାନକ ମୃ-ତ୍ୟୁ ହେବା ନେଇ ରଞ୍ଜିତା ଦୁଖରେ ଭାଙ୍ଗି ପଡିଛନ୍ତି ।
ଖୁବ କମ ବୟସରୁ ରଞ୍ଜିତା ଙ୍କ ବଡବାପା ଙ୍କ ଅକାଳ ବିୟୋଗ ଘଟିଛି ଯାହାକୁ ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଏମିତି ଭଗବାନ କାହିଁକି କରିଲେ ଲେଖି ଦୁଖ ଜାହିର କରିଛନ୍ତି ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ । ତେବେ ତନୁଜା ଖୁଡୀ ଏବେ ନିଜ ପରିବାର ସହ ବଡବାପା ଙ୍କ ମୃ-ତ୍ୟୁ ପରେ ଅଛନ୍ତି ଆଉ ନିଜ ବାପା ସମାନ ବଡବାପା ଙ୍କୁ ହରାଇ ସେ ପୁରା ପୁରୀ ଭାଙ୍ଗି ପଡିଛନ୍ତି । ଆମେ ମାନେ ସମସ୍ତେ ରଞ୍ଜିତା ଙ୍କ ବଡବାପା ଙ୍କ ଆତ୍ମା ର ସଦଗତି ନିମନ୍ତେ ଭଗବନା ଙ୍କ ନିକଟରେ ପ୍ରାର୍ଥନା କରୁଛୁ ।
ତା ହେଲେ ବନ୍ଧଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ବା ତନୁଜା ଖୁଡୀ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।