ବାପାଙ୍କ ଗୀତ ଗାଇ ଖୁସି ହେଉଛି Humane ଙ୍କ କୁନି ଝିଅ, ଦେଖନ୍ତୁ କେମିତି ଗାଉଛନ୍ତି I Miss You ଗୀତା… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଶିଂଗର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁମଧୂର କାନ୍ଥ ରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି ତାହା ନୁହେଁ ବରଂ ପୁରା ଓଡିଆ ଇଣ୍ଡଷ୍ଟ୍ରି ରେ ନିଆ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ତେବେ ଓଲିଉଡ ଶିଂଗର ମାନେ ଆଲବମ ଠାରୁ ଆରମ୍ଭ କରି ଭଜନ, ଆଇଟମ ଗୀତ ରେ ନିଜର କଣ୍ଠ ଦାନ କରି ବେସ ଚର୍ଚ୍ଚା ରେ ରହିଛନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଜଣେ ଗୀତିକାର ଙ୍କ ଝିଅ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ଆମେ ଜାଣିଥିବେ ଗତ ଦୁଇ ଦିନ ତଳେ ଓଲିଉଡ ଷ୍ଟାର ଶିଂଗର ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କୁ ନେଇ ବିବାଦ ଲାଗି ରହିଛି । ଯାହାକୁ ନେଇ ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ତେବେ ହ୍ୟୁମାନ ଙ୍କ ସହ ବିବାଦ ହେବା ପରେ ଶ୍ରୀୟା ଏବେ ତାଙ୍କ ବାପଘରକୁ ଝିଅ ସହ ଯାଇଛନ୍ତି ।

ଏହାରି ଭିତରେ ହ୍ୟୁମାନ ଙ୍କ ଝିଅର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଭିଡିଓ ରେ ହ୍ୟୁମାନ ଙ୍କ କୁନି ଝିଅ ଟି ଏତେ ସୁନ୍ଦର ଗୀତ ଗାଉଛନ୍ତି ଯେ ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ । ହ୍ୟୁମାନ ଙ୍କ ଝିଅ ଗାଉଛନ୍ତି ଆଉ ମିସ ୟୁ ଆଇ ଲଭ ୟୁ ସାଥି ରେ । ତାଙ୍କ କଣ୍ଠ ଏତେ ମଧୁର ଆଉ କୋକିଲା ଲାଗୁଛି ଯେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି ।

ଏହି ଗୀତ ଟି ନିଜେ ହ୍ୟୁମାନ ସାଗର ଗାଇଥିଲେ ଯାହା ଆଜି ତାଙ୍କ କୁନି ଝିଅ ଗାଉଛି । ସତରେ କୁନି ଝିଅ ର ଗୀତ ସମସ୍ତଙ୍କ ହୃଦୟ କୁ ଛୁଇଁ ଯାଉଛି । ଏତେ କୁନି ବୟସରେ ହ୍ୟୁମାନ ଙ୍କ ଝିଅଠିକ ତାଙ୍କ ଭଳି ଗୀତ ଗାଉଛନ୍ତି ଆଉ ଏହି ଗୀତ ଜରିଆରେ ସେ ତାଙ୍କ ବାପା ଙ୍କୁ ମିସ କରୁ ଥିବାର ମନେ ହେଉଛି । ସେ ଛୋଟ ପିଲା ହେଲେ ବି ଜାଣି ପାରୁଛନ୍ତି ଆଉ ବୁଝି ପାରୁଛନ୍ତି କି ତାଙ୍କ ବାପା ତାଙ୍କ ଠାରୁ ଏବେ ଦୂରେଇ ଯାଇଛନ୍ତି ।

ତେବେ ସେ ଯାହା ବି ହେଉ ହ୍ୟୁମାନ ଙ୍କ ଝିଅର ଏହି ଗୀତ ଗାଇବାର ଭିଡିଓ ଏବେ ବହୁଳ ମାତ୍ରା ରେ ଭାଇରାଲ ହେଉଛି ଆଉ ହ୍ୟୁମାନ ଙ୍କ ଫ୍ୟାନ୍ସ ମାନେ ଏହାକୁ ବେସ ପ୍ରଶଂସା ମଧ୍ୟ କରୁଛନ୍ତି । ଆଶା କରୁଛୁ ହ୍ୟୁମାନ ଓ ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କ ମଧ୍ୟରେ ଯାହା ବି ବିବାଦ ହୋଇଛି ତାହା ଜଲ୍ଦି ଶେଷ ହୋଇଯାଉ । ଆଉ ଦୁହେଁ ମିଶି ପୁଣି ଥରେ ଖୁସି ରେ ସଂସାର କରନ୍ତୁ ନିଜ କୁନି ଝିଅ ସହ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *